Browsing Tag

CRPF

ଗୁଇନ୍ଦାଗିରି କରିବା ଅଭିଯୋଗରେ ସିଆରପିଏଫ ଯବାନ ମୋତି ରାମ ଜାଟ ଗିରଫ

ନୂଆଦିଲ୍ଲୀ-: ଦେଶକୁ ସୁରକ୍ଷା ଦେବେ ପାଇଁ ପିନ୍ଧିଥିଲେ ବର୍ଦ୍ଦି କିନ୍ତୁ ଦେଶକୁ ସୁରକ୍ଷା ଦେବେ କଣ ଦେଶର ଗୁପ୍ତ ତଥ୍ୟ ଶତ୍ରୁ ଦେଶକୁ ଦେବାରେ ଲାଗିପଡ଼ିଥିଲେ ଯବାନ । ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହ ସମ୍ବେଦନଶୀଳ ସୂଚନା ବାଣ୍ଟିବା ଅଭିଯୋଗରେ ଜାତୀୟ ତଦନ୍ତ ସଂସ୍ଥା (NIA) ଦିଲ୍ଲୀରୁ…
Read More...

ସୀମାନ୍ତରେ ନକ୍ସଲ ବିରୋଧୀ ଏକ ବଡ଼ ଅପରେସନରେ ସିଆରପିଏଫର ଏକ ସ୍ନିଫର ଡଗ ସହିଦ

ଛତିଶଗଡ-: ସୀମାନ୍ତରେ ନକ୍ସଲ ବିରୋଧୀ ଏକ ବଡ଼ ଅପରେସନରେ ସିଆରପିଏଫ (CRPF) ର ଏକ  ସ୍ନିଫର ଡଗ ସହିଦ ହୋଇଛି । ସେହି ସ୍ନିଫର ଡଗର ନାମ K9 ରୋଲୋ ଥିଲା, ଯିଏ ବିସ୍ଫୋରକ ଚିହ୍ନଟ ଏବଂ ଆକ୍ରମଣ କରିବାରେ ପାରଙ୍ଗମ ଥିଲା । ଏହି ସାହସୀ କୁକୁରକୁ ପୂର୍ଣ୍ଣ ସମ୍ମାନର ସହିତ ଶେଷ ବିଦାୟ ଦେଇଥିଲେ…
Read More...

ପୋଲିସ ଇନଫର୍ମର ସନ୍ଦେହରେ ନାଏବ ସରପଞ୍ଚଙ୍କୁ ହତ୍ୟା

ମାଲକାନଗିରି-: ସୀମାନ୍ତ ଅଞ୍ଚଳରେ ମାତିଲେ ମାଓବାଦୀ । ଛତିଶଗଡ଼ ସୁକମା ଜିଲ୍ଲାରେ ମାଓବାଦୀଙ୍କ ବର୍ବର କାଣ୍ଡ । ତାରଲାବେଡ଼ା ନାଏବ ସରପଞ୍ଚଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ । ମୃତକ ବ୍ୟକ୍ତିଙ୍କ ନାମ ମୁଚାକି ରାମା ବୋଲି ଜଣାପଡିଛି । ଘଟଣା ପରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନ…
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମହିଳା ନକ୍ସଲଙ୍କ ମୃତ

ରାୟପୁର-: ଛତିଶଗଡ଼ର ବିଜାପୁର ଜିଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଜଣେ ମହିଳା ନକ୍ସଲ ନିହତ ହୋଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତ କରରେଗୁଟ୍ଟା ପାହାଡ଼ର ଏକ ଜଙ୍ଗଲରେ ନକ୍ସଲ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା…
Read More...

ପାକିସ୍ତାନୀଙ୍କୁ ବିବାହ କରିଥିବା ଖବର ଲୁଚାଇଥିବାରୁ ସିଆରପିଏଫ୍‌ ଯବାନଙ୍କ ଚାକିରୀ ଯାଇଛି

ନୂଆଦିଲ୍ଲୀ-: ପାକିସ୍ତାନୀ ପତ୍ନୀଙ୍କ ପାଇଁ ଜଣେ ସିଆରପିଏଫ୍‌ ଯବାନଙ୍କ ଚାକିରୀ ଯାଇଛି । ଏନେଇ ସିଆରପିଏଫ୍‌ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ସିଆରପିଏଫ୍‌ର ୪୧ ବାଟାଲିଅନର ସିଟି/ଜିଡି ମୁନିର ଅହମ୍ମଦ ଜଣେ ପାକିସ୍ତାନୀଙ୍କୁ ବିବାହ କରିଥିବା ଖବର ଲୁଚାଇଥିବାରୁ ତାଙ୍କୁ ତତ୍କାଳ ସେବା…
Read More...

ମାଓମୁକ୍ତ ଅଭିଯାନ ନେଇ ସିଆରପିଏଫ୍ ଯବାନଙ୍କୁ ମିଳିଛି ବଡ଼ ସଫଳତା

ଛତିଶଗଡ଼-: ଯବାନଙ୍କୁ ମିଳିଲା ବଡ଼ ସଫଳତା । ମାଓମୁକ୍ତ ଅଭିଯାନ ନେଇ ସିଆରପିଏଫ୍ ଯବାନଙ୍କୁ ମିଳିଛି ବଡ଼ ସଫଳତା । ମାଓବାଦୀଙ୍କ ଗଡ଼ ବୋଲାଉଥିବା କାରେଗୁଟ୍ଟା ଜଙ୍ଗଲ ଏବେ ଯବାନଙ୍କ ଅକ୍ତିଆରରେ । ଏ ନେଇ ଯବାନଙ୍କ ପକ୍ଷରୁ ଏକ ଭିଡିଓ ମଧ୍ୟ ଶେୟାର କରାଯାଇଛି । ଯେଉଁଥିରେ ଜଣେ ଅଧିକାରୀ…
Read More...

ଜମ୍ମୁ ଏବଂ କାଶ୍ମୀରର ଘନ ଜଙ୍ଗଲରେ ବୃଦ୍ଧି ପାଉଥିବା ଆତଙ୍କବାଦୀ କାର୍ଯ୍ୟକଳାପର ମୁକାବିଲା ପାଇଁ କୋବ୍ରା କମାଣ୍ଡୋ…

ଜମ୍ମୁ-କାଶ୍ମୀର-: କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ପ୍ରଥମ ଥର ପାଇଁ ଜମ୍ମୁ ଏବଂ କାଶ୍ମୀରରେ ଏହାର ଏଲିଟ୍ କମାଣ୍ଡୋ ବାଟାଲିୟନ ଫର୍ ରିଜୋଲ୍ୟୁଟ୍ ଆକ୍ସନ୍ ବା କୋବ୍ରା କମାଣ୍ଡୋମାନଙ୍କୁ ନିୟୋଜିତ କରାଯାଇଛି, ଯାହା ଏହି ଅଞ୍ଚଳର ଆଭ୍ୟନ୍ତରୀଣ ସୁରକ୍ଷା କାର୍ଯ୍ୟରେ ଏକ ରଣନୈତିକ…
Read More...

ନକ୍ସଲ କମାଣ୍ଡର ବିବେକ ଏବଂ ଅରବିନ୍ଦ ଯାଦବ ନିହତ

ଝାଡ଼ଖଣ୍ଡ-: ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରେ ନକ୍ସଲଙ୍କୁ ବଡ଼ ଝଟକା ।  ପୋଲିସ ଏବଂ ସିଆରପିଏଫ ର ମିଳିତ  ଟିମ୍‌ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ଏନକାଉଣ୍ଟରରେ ୧୦ରୁ ଅଧିକ ନକ୍ସଲ ନିହତ ହୋଇଥିବା ବେଳେ ପ୍ରାୟ ୮ଟି ମୃତଦେହ ଉଦ୍ଧାର କରାଯାଇଛି । ନିହତ ନକ୍ସଲଙ୍କ ମଧ୍ୟରୁ ଅନେକଙ୍କ ଅନେକ…
Read More...

୪ ବେଟାଲିୟନ ସି.ଆର.ପି. ଏଫ ପକ୍ଷରୁ ସ୍ୱଚ୍ଚ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

କଲ୍ୟାଣସିଂହପୁର / ସନ୍ତୋଷ କୁମାର ଲଂତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସ୍ବଛତା ହିଁ ସେବା ଅଭିଯାନ ସାରା ଦେଶରେ ଆରମ୍ଭ ହୋଇଛି। ତେବେ ସ୍ବଛତାକୁ ନେଇ ଲୋକଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି ନେଇ ଆଗେଇ ଆସିଛନ୍ତି ସି.ଆର. ପି. ଏଫ ଯବାନ । ରାୟଗଡା ଜିଲ୍ଲା…
Read More...

ସିଆରପିଏଫ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ଶହିଦରେ ଶୋକ ପ୍ରକାଶ କରିଛନ୍ତି ମୁକ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ବର : ସିଆରପିଏଫ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ଶହିଦରେ ଶୋକ ପ୍ରକାଶ କରିଛନ୍ତି ମୁକ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଖବର ଜାଣିସେ ବହୁତ ଦୁଃଖିତ ବୋଲି ଟ୍ୱିଟ କରି ଜଣାଇଛନ୍ତି । ମାଟି ମା’ର ସେବାରେ ସୁଶାନ୍ତଙ୍କ ବଳିଦାନ ସର୍ବଦା ସ୍ମରଣୀୟ ରହିବ ସେ କହିଛନ୍ତି । ବୀର ଯବାନଙ୍କ ଅମର…
Read More...