ଦୟାୱେଷ୍ଟ କେନାଲରୁ ବିରଳ କ୍ରୋକୋଡାଇଲ ମାଛ ଉଦ୍ଧାର
(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ବିରଳ କ୍ରୋକୋଡାଇଲ ମାଛ ଉଦ୍ଧାର । ରାଜଧାନୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଦୟାୱେଷ୍ଟ କେନାଲ ଶାଖା ବୁଡୁନଇରୁ ଏକ ବିରଳ ସାମୁଦ୍ରକ ମାଛ ଉଦ୍ଧାର କରାଯାଇଛି । ଓସ୍ତପଡା ଗ୍ରାମର ମୁନା ଭୋଇ ନାମକ ଜଣେ ବ୍ୟକ୍ତି ବନିଶି ଖାଡି ପକାଉଥିବାବେଳେ ଏହି ମାଛଟି କଣ୍ଟାରେ…
Read More...
Read More...