Browsing Tag

crocodile attack

କେନ୍ଦ୍ରାପଡ଼ାରେ ମହିଳାଙ୍କୁ ଟାଣି ନେଇ ମାରିଦେଲା କୁମ୍ଭୀର

ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ମହାକାଳପଡ଼ା ବ୍ଲକର ଖରିନାସୀ ଗ୍ରାମ ନିକଟସ୍ଥ ମହାନଦୀର ଏକ ଶାଖା ନଦୀ ଗାଳିଆ ନଦୀରେ ମଙ୍ଗଳବାର ସକାଳେ ଏକ କୁମ୍ଭୀର ଆକ୍ରମଣରେ ଜଣେ ୫୬ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ଖରିନାସୀ ଗ୍ରାମର ସ୍ୱର୍ଗତ ସମର ଦାସଙ୍କ ପତ୍ନୀ…
Read More...

ଟାଣି ନେଇଥିଲା କୁମ୍ଭୀର, ଦୁଇ ଦିନ ପରେ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ

ଦୁଇ ଦିନ ପୂର୍ବରୁ କୁମ୍ଭୀର ଦ୍ୱାରା ଖରସ୍ରୋତା ନଦୀକୁ ଟାଣି ନିଆଯାଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଗୁରୁବାର ଦିନ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ପରେଶ୍ୱର ବେହେରା। ତାଙ୍କ ମୃତଦେହ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଥାନା କଟାଣବଣିଆ ପଞ୍ଚାୟତ ଅନ୍ତର୍ଗତ ବଣିଆ କଲଭର୍ଟ ନିକଟରେ…
Read More...

ଆଖିପିଛୁଳାକେ ବ୍ୟକ୍ତିଙ୍କୁ ପାଣି ଭିତରକୁ ଟାଣିନେଲା କୁମ୍ଭୀର, ଉଦ୍ଧାର କାର୍ଯ୍ୟ ଜାରି

ଖରସ୍ରୋତା ନଦୀରେ ବ୍ୟକ୍ତିଙ୍କୁ ପାଣି ଭିତରକୁ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜକନିକା ଅଞ୍ଚଳରେ ମଙ୍ଗଳବାର ସକାଳେ ଡଙ୍ଗାରେ ଚଢ଼ୁଥିବା ସମୟରେ ଜଣେ ବ୍ୟକ୍ତିଙ୍କୁ ଖରସ୍ରୋତା ନଦୀ ଭିତରକୁ ଟାଣି ନେଲା କୁମ୍ଭୀର। ନିଖୋଜ ବ୍ୟକ୍ତି ଜଣକ ତ୍ରୈଲୋକ୍ୟପୁର ପଞ୍ଚାୟତର…
Read More...

ଗାଧୋଉଥିବାବେଳେ ଝିଅ ଆଗରେ ମାଆକୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡା-: କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଓଁଲାଡିହ ଗାଁରେ ଘଟିଛି  ଅଘଟଣ । ଝିଅ ଆଗରେ ମାଆକୁ ଝାମ୍ପିନେଲା କୁମ୍ଭୀର । ମହିଳା ଜଣକ ଖରସ୍ରୋତା ନଦୀକୁ ସଂଯୋଗ କରୁଥିବା ପାନିଆଯୋରରେ ଗାଧୋଉଥିବାବେଳେ କୁମ୍ଭୀର ଟାଣିନେଇଥିଲା । ନିଖୋଜ ମହିଳା ହେଲେ ତଅଁଳାଡିହା ଗାଁର କାଜଲ ମହାନ୍ତି ।…
Read More...

ଶୌଚ କରିବାକୁ ଯାଇ ଟାଣିନେଲା କୁମ୍ଭୀର: ମିଳିଲା ଶିବ ପ୍ରସାଦଙ୍କ ମୃତଦେହ

କେନ୍ଦ୍ରାପଡା( ସଞ୍ଜୟ କୁମାର ବାରିକ):- ବ୍ରାହ୍ମଣି ନଦୀକୁ ଶୌଚ ହେବାକୁ ଯାଇଥିବା ସମୟରେ ଟାଣିନେଲା କୁମ୍ଭୀର । ଆଳି ବ୍ଲକ ଏକମାଣିଆ ପଂଚାୟତ ନଳପାହି ଗାଁର ଶତ୍ରୁଘ୍ନ ବେହେରାଙ୍କ ପୁଅ ଶିବ ପ୍ରସାଦ ବେହେରା(୪୦) ଗତକାଲି ବ୍ରାହ୍ମଣି ନଦୀକୁ ଶୌଚ ହେବାକୁ ଯାଇଥଲେ। ହେଲେ ଶିବଙ୍କ ଫେରିବାରେ…
Read More...