Browsing Tag

crocodile attack in kendrapada

ଟାଣି ନେଇଥିଲା କୁମ୍ଭୀର, ଦୁଇ ଦିନ ପରେ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ

ଦୁଇ ଦିନ ପୂର୍ବରୁ କୁମ୍ଭୀର ଦ୍ୱାରା ଖରସ୍ରୋତା ନଦୀକୁ ଟାଣି ନିଆଯାଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଗୁରୁବାର ଦିନ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ପରେଶ୍ୱର ବେହେରା। ତାଙ୍କ ମୃତଦେହ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଥାନା କଟାଣବଣିଆ ପଞ୍ଚାୟତ ଅନ୍ତର୍ଗତ ବଣିଆ କଲଭର୍ଟ ନିକଟରେ…
Read More...

ଆଖିପିଛୁଳାକେ ବ୍ୟକ୍ତିଙ୍କୁ ପାଣି ଭିତରକୁ ଟାଣିନେଲା କୁମ୍ଭୀର, ଉଦ୍ଧାର କାର୍ଯ୍ୟ ଜାରି

ଖରସ୍ରୋତା ନଦୀରେ ବ୍ୟକ୍ତିଙ୍କୁ ପାଣି ଭିତରକୁ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜକନିକା ଅଞ୍ଚଳରେ ମଙ୍ଗଳବାର ସକାଳେ ଡଙ୍ଗାରେ ଚଢ଼ୁଥିବା ସମୟରେ ଜଣେ ବ୍ୟକ୍ତିଙ୍କୁ ଖରସ୍ରୋତା ନଦୀ ଭିତରକୁ ଟାଣି ନେଲା କୁମ୍ଭୀର। ନିଖୋଜ ବ୍ୟକ୍ତି ଜଣକ ତ୍ରୈଲୋକ୍ୟପୁର ପଞ୍ଚାୟତର…
Read More...

ମଇଁଷିକୁ ନଦୀ କୂଳରୁ ଝାମ୍ପିନେଲା କୁମ୍ଭୀର

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ପ୍ରବାହିତ ନଦୀ ଗୁଡିକରେ ଦିନକୁ ଦିନ କୁମ୍ଭୀର ଉପଦ୍ରବ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି l ରବିବାର ଅପରାହ୍ନରେ ଆଳି ଇଛାପୁର ଗ୍ରାମ ନିକଟରେ ପ୍ରବାହିତ ଖର ସ୍ରୋତା ନଦୀକୂଳରେ ମଇଁଷି ଚରୁଥିବା ବେଳେ କୁମ୍ଭୀରଟିଏ ମଇଁଷିକୁ ନଦୀ ଗର୍ଭକୁ ଝାମ୍ପି…
Read More...

ଶୌଚ କରିବାକୁ ଯାଇ ଟାଣିନେଲା କୁମ୍ଭୀର: ମିଳିଲା ଶିବ ପ୍ରସାଦଙ୍କ ମୃତଦେହ

କେନ୍ଦ୍ରାପଡା( ସଞ୍ଜୟ କୁମାର ବାରିକ):- ବ୍ରାହ୍ମଣି ନଦୀକୁ ଶୌଚ ହେବାକୁ ଯାଇଥିବା ସମୟରେ ଟାଣିନେଲା କୁମ୍ଭୀର । ଆଳି ବ୍ଲକ ଏକମାଣିଆ ପଂଚାୟତ ନଳପାହି ଗାଁର ଶତ୍ରୁଘ୍ନ ବେହେରାଙ୍କ ପୁଅ ଶିବ ପ୍ରସାଦ ବେହେରା(୪୦) ଗତକାଲି ବ୍ରାହ୍ମଣି ନଦୀକୁ ଶୌଚ ହେବାକୁ ଯାଇଥଲେ। ହେଲେ ଶିବଙ୍କ ଫେରିବାରେ…
Read More...