Browsing Tag

crocodile attack

ଗାଧୋଉଥିବାବେଳେ ଝିଅ ଆଗରେ ମାଆକୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡା-: କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଓଁଲାଡିହ ଗାଁରେ ଘଟିଛି  ଅଘଟଣ । ଝିଅ ଆଗରେ ମାଆକୁ ଝାମ୍ପିନେଲା କୁମ୍ଭୀର । ମହିଳା ଜଣକ ଖରସ୍ରୋତା ନଦୀକୁ ସଂଯୋଗ କରୁଥିବା ପାନିଆଯୋରରେ ଗାଧୋଉଥିବାବେଳେ କୁମ୍ଭୀର ଟାଣିନେଇଥିଲା । ନିଖୋଜ ମହିଳା ହେଲେ ତଅଁଳାଡିହା ଗାଁର କାଜଲ ମହାନ୍ତି ।…
Read More...

ଶୌଚ କରିବାକୁ ଯାଇ ଟାଣିନେଲା କୁମ୍ଭୀର: ମିଳିଲା ଶିବ ପ୍ରସାଦଙ୍କ ମୃତଦେହ

କେନ୍ଦ୍ରାପଡା( ସଞ୍ଜୟ କୁମାର ବାରିକ):- ବ୍ରାହ୍ମଣି ନଦୀକୁ ଶୌଚ ହେବାକୁ ଯାଇଥିବା ସମୟରେ ଟାଣିନେଲା କୁମ୍ଭୀର । ଆଳି ବ୍ଲକ ଏକମାଣିଆ ପଂଚାୟତ ନଳପାହି ଗାଁର ଶତ୍ରୁଘ୍ନ ବେହେରାଙ୍କ ପୁଅ ଶିବ ପ୍ରସାଦ ବେହେରା(୪୦) ଗତକାଲି ବ୍ରାହ୍ମଣି ନଦୀକୁ ଶୌଚ ହେବାକୁ ଯାଇଥଲେ। ହେଲେ ଶିବଙ୍କ ଫେରିବାରେ…
Read More...