Browsing Tag

Crime News

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୭ ଜଣଙ୍କୁ ଅଟକ ରଖିଛି ପୋଲିସ, ୨ଟି ଦାମୀ କାର ଜବତ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୭ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ସିଆରପିଏଫ୍ ଯବାନ ଓ ଜଣେ ଅଷ୍ଟମ ବାଟାଲିୟନର ଜବାନ ଥିବା ସୂଚନା ମିଳିଛି । ସମସ୍ତଙ୍କୁ ଆମ୍ବପୁଆରେ ଥିବା ରିଜର୍ଭ ପୋଲିସ ବାରାକରେ ଜେରା କରାଯାଉଥିବାର ସୂଚନା ମିଳିଛି । ଅଟକ…
Read More...

ହୋଟେଲ୍ ମାଲିକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ରିମାଣ୍ଡରେ ଆସିବ ଅଙ୍କୁର ଅଗ୍ରୱାଲ

ଟିଟିଲାଗଡ଼: ହୋଟେଲ୍ ମାଲିକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ । ମୁଖ୍ୟ ଅଭିଯୁକ୍ତ ଅଙ୍କୁର ଅଗ୍ରୱାଲ ହତ୍ୟା ପାଇଁ ୫ ଲକ୍ଷ ସୁପାରି ଦେଇଥିଲା । ୫ ଲକ୍ଷ ସୁପାରି ଦେଇଥିବା ନେଇ ସୂଚନା ଦେଲେ ବଲାଙ୍ଗିର ଏସ୍‌ପି । ୫ ଲକ୍ଷ ସୁପାରି ନେଇଥିବା ଭକ୍ତବନ୍ଧୁ ସର୍ଖେଲ, ନରେଶ ବେହେରା ମଧ୍ୟ ଗିରଫ…
Read More...

ଯୌନ ଉତ୍ପୀଡ଼ନ ମାମଲାରେ ଗିରଫ ହେଲେ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ

ନୂଆଦିଲ୍ଲୀ: ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ ସାରଥୀ ଗିରଫ । ଆଗ୍ରାରୁ ବିଳମ୍ବିତ ରାତିରେ ଗିରଫ କଲା ଦିଲ୍ଲୀ ପୋଲିସ । ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ଏବଂ ଜାଲିଆତି ଅଭିଯୋଗରେ ଗିରଫ । EWS ସ୍କଲାରସିପରେ PGDM କରାଇବାକୁ କହି ଶୋଷଣ କରୁଥିଲେ ଭଣ୍ଡ ବାବା । ପୁଲିସ ସୂଚନା…
Read More...

ରାଜଧାନୀରେ ଆସାମ ପୋଲିସର ଚଢ଼ାଉ, ତାଲା ଭାଙ୍ଗି ଭିତରେ ପଶିଲା ଟିମ୍

ଭୁବନେଶ୍ବରରେ ମୋଷ୍ଟ ୱାଣ୍ଟେଡକୁ ଧରିବାକୁ ଆସାମ ପୋଲିସର ରେଡ୍‌ । ଭୁବନେଶ୍ବରରେ ଆତ୍ମଗୋପନ କରିଥିବା ନେଇ ସୂଚନା ପାଇବା ପରେ ରେଡ୍‌ କରିଛି ପୋଲିସ । କମିଶନରେଟ୍‌ ପୋଲିସ ସହାୟତାରେ ରେଡ୍‌ କରୁଛି ଆସାମ ପୋଲିସ । ଇନ୍‌ଫୋସିଟି ପୋଲିସ ସହାୟତାରେ ଉକ୍ତ ଅଞ୍ଚଳର ସୁଭଦ୍ରା ଆପାର୍ଟମେଣ୍ଟରେ…
Read More...

ଦିନରେ ପ୍ରବଚନ, ରାତିରେ ଚୋରି: ଗିରଫ ହେଲେ ୟୁଟ୍ୟୁବର

ଭୁବନେଶ୍ଵର: ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ପ୍ରବଚନ ଦେଉଥିବା ଭଣ୍ଡ ପ୍ରବଚକ ଗିରଫ । ଭରତପୁର ଥାନା ଖଣ୍ଡଗିରି ବାରି ଲୁଟ୍‌ ଘଟଣାରେ ଗିରଫ । ୨ ଶହ ଗ୍ରାମ୍‌ ସୁନା, ୧ ଲକ୍ଷ କ୍ୟାସ୍‌, ବାଇକ୍‌, ଲୁହା ରଡ୍‌ ଜବତ କରିଛି ପୋଲିସ । ଯୁବକ ଜଣକ କଟକର । ଏକ ‘ଚେଞ୍ଜ ୟୋର ଲାଇଫ’ ନାମରେ ୟୁଟ୍ୟୁବ୍‌…
Read More...

ଏମ୍ସରେ ଚିକିତ୍ସିତ ହେଉଛନ୍ତି FM କଲେଜ୍ ପୀଡିତା, ନ୍ୟାୟ ଅପେକ୍ଷାରେ ବାପା

ଭୁବନେଶ୍ଵର: AIIMSରେ ଚିକିତ୍ସିତ ହେଉଛନ୍ତି ଆତ୍ମହୁତି ଉଦ୍ୟମ କରିଥିବା ଫକୀର ମୋହନ କଲେଜର ଛାତ୍ରୀ । ସଙ୍କଟାପନ୍ନ ଅବସ୍ଥାରେ ବର୍ଣ୍ଣ ୟୁନିଟ୍‌ରେ ଚାଲିଛି ଚିକିତ୍ସା । ୧୨ ଜଣିଆ ଡାକ୍ତରୀ ଦଳ ଚିକିତ୍ସା ପାଇଁ ନିୟୋଜିତ ହୋଇଛନ୍ତି । ତେବେ ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରିବା…
Read More...

ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ ଗିରଫ

ଭୁବନେଶ୍ବର: ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ ଗିରଫ । NBW ଆଧାରରେ ଗିରଫ କଲା ବଡଗଡ଼ ଥାନା ପୋଲିସ । କୋର୍ଟ ନିୟମ ଖିଲାପ କରିଥିବାରୁ ଗିରଫ ନିର୍ଦ୍ଦେଶ ଦେଇଥିଲେ JMFC କୋର୍ଟ । ପାର୍ଥଙ୍କ ବିରୋଧରେ ଜାରି ହୋଇଥିଲା ଜାମିନବିହୀନ ଗିରଫ ପରୱାନା । ଅଭିନେତା ପାର୍ଥଙ୍କୁ ପୋଲିସ ଗିରଫ କରିବା…
Read More...

ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ଘଟଣା: ଆଜୀବନ କାରାଦଣ୍ଡ ଭୋଗିବ ଅଭିଯୁକ୍ତ

ବାଲେଶ୍ଵର: ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଆସିଲା କୋର୍ଟର ରାୟ  । ପୋକ୍ସୋ କୋର୍ଟ ଦ୍ଵାରା ଦଣ୍ଡିତ ହେଲା ଅଭିଯୁକ୍ତ । ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡ । ଦଣ୍ଡ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ଵର ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ଜର୍ଜ । ତେବେ ୨୦ ଜଣ ସାକ୍ଷୀ ଓ ୨୭ଟି ଦଲିଲ ଓ…
Read More...

ପୁରୀରେ ମରଣାନ୍ତର ଆକ୍ରମଣ କଲେ ଦୁର୍ବୃତ୍ତ

ଗୋପ/ ଜୟନ୍ତ କୁମାର ସେଠି : ପୁରୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କ ରାଜ। ବିଚ୍ ରାସ୍ତାରେ ଯୁବକକୁ କଲେ ମରଣାନ୍ତକ ଆକ୍ରମଣ। ଗୁରୁତର ଯୁବକକୁ ଚିକିତ୍ସା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଆହତ ଯୁବକ ହେଲେ କାଳିକା ଦେବି ସାହୀର କିଶନ ରଣା। କିଶନଙ୍କ ମୁଣ୍ଡରେ ଗଭୀର…
Read More...

ଚନ୍ଦ୍ରପଡା ଜଙ୍ଗଲରୁ ୫ ଶହ କେଜି ପୋଚ ନଷ୍ଟ, ୫୦ ଲିଟର ଦେଶି ମଦ ଜବତ

(ଅନୁଗୁଳ /ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଡେରେଙ୍ଗ ଫାଣ୍ଡି ନାକ ତଳେ ଅର୍ଥାତ ପାଖ ଜଙ୍ଗଲରେ ମାସ ମାସ ଧରି ରନ୍ଧା ଚାଲିଥିଲା ଦେଶି ମଦ । ହେଲେ ଡେରେଙ୍ଗ ଫାଣ୍ଡି ପୁଲିସ୍ ସତରେ ଜାଣିନଥିଲେ ନା ଜାଣିଶୁଣି ଏଭଳି ବେଆଇନ କାରବାର କୁ ପ୍ରଶୟ ଦେଇ ଆସୁଥିଲା ବୋଲି…
Read More...