Browsing Tag

crime news in ganjam

ପାରିବାରିକ କଳହ ଓ ମାନସିକ ଦୁଶ୍ଚିନ୍ତା କାରଣରୁ ଜୀବନ ହାରିଦେଲେ ଯୁବକ

ଗଞ୍ଜାମ: ହିଞ୍ଜିଳି ବ୍ଲକ୍ ବେଲଗାଁ ଥାନା ଅନ୍ତର୍ଗତ ଦୁର୍ବନ୍ଧ ଗ୍ରାମର ଜଣେ ଯୁବକ ଏକ ବିନ୍ଧିବା ଲୁଙ୍ଗି ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି । ସେ କିଛି ଦିନ ହେଲା ମଦ୍ୟପାନ କରି ପାରିବାରିକ କଳହର ସମ୍ମୁଖୀନ ହେବା ସହ, କିଛି ଗୃପ ଟଙ୍କାକୁ ନେଣଦେଣକୁ ନେଇ ଚିନ୍ତାଗ୍ରସ୍ତ ଥିଲେ ।…
Read More...

ପୋଲିସ ପେଟ୍ରୋଲିଙ୍ଗ ବେଳେ ୧୮୫ କିଲୋ ଗଞ୍ଜେଇ ଜବତ

ଗଞ୍ଜାମ: ପାଟପୁର ଥାନା କଂସାମାରି - ଶବର ପଲ୍ଲୀ ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ଟାଟା ଏସି ଗାଡିକୁ ସନ୍ଦେହ ଜନକ ଭାବେ ଅଟକ ରଖିଥିଲା ପୋଲିସ। ଏଥିସହ ଗାଡିରେ ଥିବା ଏକ ଆଲମାରୀକୁ ମଧ୍ୟ ଯାଞ୍ଚ କରିଥିଲା । ସେଥିରୁ ଯାଞ୍ଚ ବେଳେ ୧୮୫ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ପୋଲିସ…
Read More...