Browsing Tag

cricketer

ପରଲୋକରେ ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କ ବାପା ଖାଚେନ୍ଦ୍ର ସିଂ ।

ଆଉ ନାହାନ୍ତି କ୍ରିକେଟର ରିଙ୍କୁ ସିଂହଙ୍କ ପିତା ଖଚେନ୍ଦ୍ର ସିଂହ । ସେ ଗ୍ରେଟର ନୋଏଡାର ଯଥାର୍ଥ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରିଙ୍କୁ ସିଂହଙ୍କ ପିତା ଖାଚେନ୍ଦ୍ର ସିଂହ ଷ୍ଟେଜ ୪ ଯକୃତ କର୍କଟରେ ପୀଡ଼ିତ ଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନିକଟରେ ଖରାପ ହୋଇଥିଲା, ଯାହା…
Read More...

ମ୍ୟାଚ୍ ଚାଲିଥିବା ସମୟରେ ଅଧାରୁ ଟଳିଗଲେ କ୍ରିକେଟର

ମ୍ୟାଚ୍ ଚାଲିଥିବା ସମୟରେ ଖେଳ ପଡିଆରେ ହିଁ ଟଳିପଡିଲେ କ୍ରିକେଟର । ଭାରତୀୟ କ୍ରିକେଟ ଜଗତରୁ ପୁଣି ଆସିଛି ଅତ୍ୟନ୍ତ ଦୁଃଖଦ ଖବର ଆଉ ତାହାହେଲା ପୂର୍ବତନ ମିଜୋରାମ ରଣଜୀ କ୍ରିକେଟର କେ. ଲାଲରେମ୍ରୁଆତାଙ୍କର ପଡ଼ିଆ ମଝିରେ ଦେହାନ୍ତ ହୋଇଛି। ନିକଟରେ ଏକ ସ୍ଥାନୀୟ କ୍ରିକେଟ ମ୍ୟାଚ ଖେଳିବା…
Read More...

ଘୁଞ୍ଚିଲା ତାରିଖ, ଏହି ଦିନ ବିବାହ ବନ୍ଧନରେ ବାନ୍ଧି ହେବେ ରିଙ୍କୁ – ପ୍ରିୟା

ମୁମ୍ବାଇ: ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଏବଂ ସାଂସଦ ପ୍ରିୟା ସରୋଜଙ୍କ ବିବାହକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଭରି ରହିଥିବା ବେଳେ ଏବେ ସାମ୍ନାକୁ ଆସିଛି ଏକ ବଡ ଖବର  । ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ ରିଙ୍କୁଙ୍କ ବିବାହ ଚଳିତ ବର୍ଷ ନଭେମ୍ବରରେ ହେବନାହିଁ  ।…
Read More...

ପୁରୀ ଗସ୍ତରେ ଅସି ମହାପ୍ରଭୁଙ୍କ ସାନିଧ୍ୟ ଗ୍ରହଣ କରିଛନ୍ତି ଚେତନ ସାକାରିଆ

ପୁରୀ  /ସଂଞ୍ଜୟ  ମହାପାତ୍ର : ପୁରୀ ଗସ୍ତରେ  ଭାରତୀୟ କ୍ରୀକେଟର ଚେତନ ସାକାରିଆ ।  ସେ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସାନିଧ୍ୟ ଗ୍ରହଣ କରିଛନ୍ତି। ଆସନ୍ତା ଏସିଆ କପ୍ ଫାଇନାଲରେ ଭାରତର ବିଜୟ ନେଇ ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି ଚେତନ। ତେବେ ସେ ଭାରତ ପାଇଁ ଶ୍ରୀଲଙ୍କା…
Read More...

ପାଞ୍ଚଭାଇଙ୍କ କୀର୍ତ୍ତିମାନ: ଓଡ଼ିଶା କ୍ରିକେଟର ପଞ୍ଚୁ ପାଣ୍ଡବ

ଭୁବନେଶ୍ବର:   ଓଡ଼ିଶା କ୍ରିକେଟରେ ଏଭଳି ଏକ ଅନାଲୋଚିତ ଫର୍ଦ୍ଦ ରହିଛି ଯାହା ଅନେକଙ୍କୁ ଆଶ୍ଚର୍ୟ୍ୟଚକିତ କରିଦେବ। ଜେନା ବ୍ରଦର୍ସ ଭାବେ ଓଡ଼ିଶା ପାଇଁ ରଣଜୀ ଟ୍ରଫି ତଥା ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିଲେ ୫ ଭାଇ। ଯାହା ବିରଳ କୃତିତ୍ବ ହୋଇ ରହିଛି। ଏହି ୫ ଭାଇ ବିରଳ ରେକର୍ଡର ମଧ୍ୟ…
Read More...

ଝିଅ ସହ କ୍ରିକେଟ ଖେଳିଲେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟର୍ କେନ୍ ୱିଲିୟମସନ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଦଳର ଖେଳାଳି କେନ୍ ୱିଲିୟମସନ ତାଙ୍କ ଝିଅ ସହିତ ଘରେ କ୍ରିକେଟ୍ ଖେଳୁଥିବା ନଜର ଆସିଛନ୍ତି। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏଥିରେ ବାପା ଝିଅଙ୍କର…
Read More...