Browsing Tag

cricket

ଭଲ ଫର୍ମ ସତ୍ତ୍ବେ ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷିତ ଭାରତୀୟ ଦଳରେ ସିରାଜଙ୍କୁ ମିଳିଲାନି ସ୍ଥାନ

ଆସନ୍ତା ଫେବୃଆରୀ ୧୯ ତାରିଖରୁ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ରୋହିତ ଶର୍ମାଙ୍କ ନେତୃତ୍ୱ ଟିମ ପଡିଆକୁ ଓହ୍ଲାଇବ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଖରାପ ପ୍ରଦର୍ଶନ ସତ୍ବେ ରୋହିତଙ୍କ ଉପରେ ପୁଣି ମ୍ୟାନେଜମେଣ୍ଟ ଭରଷା କରିଛି । ବିରାଟ କୋହଲି, ଲୋକେଶ…
Read More...

ଆଇସିସି ଚାମ୍ପିୟନ୍ସିପ ଟ୍ରଫି  ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ : ଆଇସିସି ଚାମ୍ପିୟନ୍ସିପ ଟ୍ରଫି  ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ୨୦୨୫ ଚାମ୍ପିୟନ୍ସ ଟ୍ରଫିର ଭାରତୀୟ  ସ୍କ୍ୱାର୍ଡ କିଏ କିଏ ରହିବେ ।  ତାହାକୁ ନେଇ ଦଳର ନାଁ ଘୋଷଣା କରାଯାଇଛି । ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ । ଉପ ଅଧିନାୟକ ହେଲେ  ଶୁଭମନ ଗିଲ । ଟିମକୁ ଫେରିଲେ…
Read More...

ଟେଷ୍ଟ ଟିମର ଅଧିନାୟକ ହୋଇପାରନ୍ତି ଉଇକେଟକିପର ବ୍ୟାଟ୍ସସ୍ୟାନ ଋଷଭ ପନ୍ତ

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ପରେ ଟେଷ୍ଟ ଟିମର ଅଧିନାୟକ କିଏ ହେବ ଏହାକୁ ନେଇ ଆଲୋଚନା କରାଯାଉଛି । ଅନେକ ବିଶେଷଜ୍ଞ ଏହି ଦାୟିତ୍ୱ ତୁଲାଇବା ଲାଗି ତାରକା ଉଇକେଟକିପର ବ୍ୟାଟ୍ସସ୍ୟାନ ଋଷଭ ପନ୍ତଙ୍କୁ ଚୟନ କରାଯିବା ଉଚିତ ବୋଲି କହୁଛନ୍ତି । ହେଲେ ତାହା ହେଉଛି କି ନାହିଁ ଆଗାମୀ ଦିନରେ…
Read More...

୨୦୨୪-୨୫ ରଣଜୀର ୨ୟ ଫେଜରେ ଖେଳିପାରନ୍ତି ରୋହିତ ଶର୍ମା

ନୂଆଦିଲ୍ଲୀ: ରଣଜୀ ଖେଳିବେ ରୋହିତ! ୨୦୨୪-୨୫ ରଣଜୀର ୨ୟ ଫେଜରେ ଖେଳିପାରନ୍ତି ରୋହିତ ଶର୍ମା । ତେବେ ମୁମ୍ବାଇ ଟିମରେ ଖେଳିବା ପାଇଁ ନେଟ୍ସରେ ଅଭ୍ୟାସ କରୁଥିବା କୁହାଯାଉଛି । ଖରାପ ଫର୍ମକୁ ନେଇ ବିସିସିଆଇର ତାଗିଦ ପରେ ପ୍ରାକ୍ଟିସ୍ । ଅଷ୍ଟ୍ରେଲିଆ ଗସ୍ତରେ ୩ଟି ଟେଷ୍ଟରୁ ୩୧ରନ କରି…
Read More...

ଭାରତ – ଅଷ୍ଟ୍ରେଲିଆ  ମଧ୍ୟରେ ୫ମ ଟେଷ୍ଟରେ  ୧୮୫ରେ  ଭାରତ ଅଲଆଉଟ

ଭାରତ – ଅଷ୍ଟ୍ରେଲିଆ  ମଧ୍ୟରେ  ୫ମ ଟେଷ୍ଟରେ  ୧୮୫ରେ  ଭାରତ ଅଲଆଉଟ ହୋଇଛି । ପ୍ରଥମ ଇନିଂସରେ  ୧୮୫ରେ ଅଲଆଉଟ ହୋଇଛି । ଫେଲ ମାରିଛି ଭାରତର ବ୍ୟାଟିଂ ଅର୍ଡର । ଋଷଭ ପନ୍ତଙ୍କ ୪୦ ରନର ଇନିଂସ ରହିଛି । ପରେ ଅଷ୍ଟ୍ରେଲିଆ ଦଳ ବ୍ୟାଟିଂ ଆରମ୍ଭ କରି ଆଜିର ଖେଳ ଶେଷ ସୁଦ୍ଧା ୩ ଓଭରରେ ୯ ରନ୍ କରି…
Read More...

ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟର ଆଜି ଶେଷ ଦିନରେ ହାରିଲା ଭାରତ

ହାରିଲା ଭାରତ। ମେଲବର୍ଣ୍ଣାରେ ଚାଲିଥିବା  ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟର ଆଜି ଥିଲା ଶେଷ ଦିନ । ଶେଷ ଦିନରେ ଭାରତ ଆଗରେ ବିଜୟ ପାଇଁ ୩୪୦ ରନ୍‌ର ଲକ୍ଷ୍ୟ ରହିଥିଲା। ହେଲେ ଭାରତ ୧୫୫ ରନ କରି ଆଲଆଉଟ ହୋଇ ଯାଇଛି। ଫଳରେ ଆୟୋଜକ ଅଷ୍ଟ୍ରେଲିଆ ୧୮୪ ରନରେ ଭାରତକୁ ପରାସ୍ତ କରି ସିରିଜରେ…
Read More...

ବିରାଟ କୋହଲିଙ୍କ ବିରୋଧରେ ଆଇସିସିର କଡା ଆକ୍ସନ

ବିରାଟ କୋହଲିଙ୍କ ବିରୋଧରେ ଆଇସିସିର କଡା ଆକ୍ସନ । ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ସାମ୍ସ କନଷ୍ଟାସଙ୍କୁ ଧକ୍କା ମାରିବା ପାଇଁ ତାଭ୍କ ମ୍ୟାଚ ଫିସରେ ୨୦ ପ୍ରତିଶତ ଜୋରିମାନା ଲାଗିଛି ଓ ଗୋଟିଏ ଡିମେରିଟ ଅଙ୍କ ଦିଆଯାଇଛି । ଏହି ଘଟଣା ବକ୍ସିଂ ଡେ’ ଟେଷ୍ଟର ପ୍ରଥମ ଦିନରେ ଦେଖିବାକୁ ମିଳିଛି…
Read More...

ଆସିଲା ଟାମ୍ପିୟନ୍ସ ଟ୍ରଫି କ୍ରିକେଟ ଖେଳସୂଚୀ : ଫେବୃଆରୀ ୨୩ରେ ଭାରତ – ପାକିସ୍ତାନ ମ୍ୟାଚ

ନୂଆଦିଲ୍ଲୀ : ଆସିଲା ଟାମ୍ପିୟନ୍ସ ଟ୍ରଫି  କ୍ରିକେଟ  ଖେଳସୂଚୀ । ଫେବୃଆରୀ ୨୩ରେ ଭାରତ – ପାକିସ୍ତାନ ମ୍ୟାଚ ହେବ । ଦୁବାଇରେ ହେବ ହାଇଭୋଲଟେଜ ମୁକାବିଲା । ଫେବୃଆରୀ ୧୯ରୁ ଆରମ୍ଭ ହେବ ଚାମ୍ପିୟନ୍ସ ଟ୍ରଫି । ଫେବୃଆରୀ ୨୦ରେ  ଭାରତ- ବାଂଲାଦେଶ ମ୍ୟାଚ ହେବ । ମାର୍ଚ୍ଚ ୯ ତାରିଖରେ …
Read More...

ୟୁଏଇରେ ଖେଳାଯିବ ଭାରତ ପାକିସ୍ତାନ-ଭାରତ ମ୍ୟାଚ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ପାଇଁ ଚୁଡାନ୍ତ ହେଲା ତାଲିକା । ୟୁଏଇରେ ଖେଳାଯିବ ଭାରତ ପାକିସ୍ତାନ-ଭାରତ ମ୍ୟାଚ । ଦୁବାଇରେ ମ୍ୟାଚ ଖେଳିବାକୁ ରାଜି ହେଲା ପାକିସ୍ଥାନ କ୍ରିକେଟ ବୋର୍ଡ(ପିସିବି ) । ୫୦ ଓଭର ବିଶିଷ୍ଟ ମ୍ୟାଚ ପାଇଁ ୟୁଏଇରେ ଖେଳାଯିବ । ଏନେଇ ପିସିବି ମୁଖପାତ୍ର ଅମିର ମୀର…
Read More...

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ ବାତିଲ

ବ୍ରିସବେନର ଗାବା କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି  ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ତୃତୀୟ ଟେଷ୍ଟ ମ୍ୟାଚ । ବର୍ଷା ହେତୁ ପ୍ରଥମ ଦିନର ଖେଳ ବାତିଲ କରାଯାଇଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ କେବଳ ୧୩.୨ ଓଭର ଖେଳାଯାଇପାରିଥିଲା।…
Read More...