Browsing Tag

cricket

ହିଟ୍‌ ମ୍ୟାନ ରୋହିତ ଶର୍ମାଙ୍କ ୨୦ ହଜାର ଅନ୍ତର୍ଜାତୀୟ ରନ୍‌ ପୂରଣ

ନୂଆଦିଲ୍ଲୀ: ରେକର୍ଡ କଲେ ହିଟ୍ ମ୍ୟାନ । ହିଟ୍‌ ମ୍ୟାନ ରୋହିତ ଶର୍ମାଙ୍କ ୨୦ ହଜାର ଅନ୍ତର୍ଜାତୀୟ ରନ୍‌ ପୂରଣ । ଏନେଇ ‘ଏକ୍ସ’ରେ ଶୁଭେଚ୍ଛା ଜଣାଇଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ଚତୁର୍ଥ ଭାରତୀୟ ବ୍ୟାଟର ଭାବେ ୨୦ ହଜାର ଅନ୍ତର୍ଜାତୀୟ ରନ୍‌ ହାସଲ କରିଛନ୍ତି ରୋହିତ ଶର୍ମା । ତେବେ…
Read More...

ଆଜିଠୁ ଭାରତ-ଦକ୍ଷିଣଆଫ୍ରିକା ଦିନିକିଆ ସିରିଜ, ରାଞ୍ଚିରେ ପ୍ରଥମ ମ୍ୟାଚ

ଆଜିଠୁ ଭାରତ-ଦକ୍ଷିଣଆଫ୍ରିକା ଦିନିକିଆ ସିରିଜ । ରାଞ୍ଚିରେ ଖେଳାଯିବ ପ୍ରଥମ ମ୍ୟାଚ । ଲୋକେଶ ରାହୁଲଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଆଜି ୩ ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ରାଞ୍ଚିରେ ଖେଳାଯିବ । ଅଭିଜ୍ଞ ରୋହିତ ଶର୍ମା ଏବଂ ବିରାଟ କୋହଲି ଏହି ସିରିଜରେ ଖେଳିବେ ।…
Read More...

ଷଷ୍ଠ ଥର ଚାମ୍ପିଅନ ହେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତ

ICC 2026 19 ବର୍ଷରୁ କମ୍ ବିଶ୍ୱକପ୍ ପାଇଁ ସୂଚୀ ପ୍ରକାଶ କରିଛି। ଏହି ଇଭେଣ୍ଟ ନାମିବିଆ ଏବଂ ଜିମ୍ବାୱେ ଦ୍ୱାରା 15 ଜାନୁଆରୀ, 2026ରୁ 6 ଫେବୃଆରୀ, 2026 ପର୍ଯ୍ୟନ୍ତ ଆୟୋଜନ କରାଯିବ। ଏହି 23 ଦିନିଆ ଟୁର୍ଣ୍ଣାମେଣ୍ଟରେ ମୋଟ 41 ଟି ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ,…
Read More...

ବୈରାଟପୁର ପ୍ରିମିୟର ଲିଗ କ୍ରିକେଟ ୨୦୨୫, ଚି଼ଲ୍ ବ୍ରୋ କୁ ହରାଇ ଏସଏସ ଫାଇଟର ଚାମ୍ପିଅନ

ବୈରାଟପୁର ପ୍ରିମିୟର ଲିଗ ୨୦୨୫ ସିଜିନ-୧ ଟୁର୍ନାମେଣ୍ଟର ଆଜି ଥିଲା ଫାଇନାଲ ମ୍ୟାଚ । ୧୧ ଦିନ ଧରି ଚାଲିଥିବା ମ୍ୟାଚର ଫାଇନାଲ ମ୍ୟାଚରେ ଚି଼ଲ୍ ବ୍ରୋ କୁ ଭେଟିଥିଲା ଏସଏସ ଫାଇଟର । ଟସ ଜିତି ପ୍ରଥମେ ଏସଏସ ଫାଇଟର ବ୍ୟାଟିଂ କରି ୨୦ ଓଭର ବିଶିଷ୍ଟ ଫାଇନାଲ ମ୍ୟାଚରେ ୧୬୭ ରନ ସଂଗ୍ରହ କରିଥିଲା…
Read More...

ରାଜକୋଟରେ ଦକ୍ଷିଣ ଅଫ୍ରିକାକୁ ହରାଇଲା ଭାରତ ‘ଏ’ ଦଳ

ଇଡେନ୍ ଗାର୍ଡନ୍ସରେ ହାରିଗଲା ଟିମ୍ ଇଣ୍ଡିଆ । ପ୍ରଥମ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଘରୋଇ ଦଳକୁ ୩୦ ରନରେ ପରାସ୍ତ କରିଛି । କୋଲକାତା ଇଡେନ ଗାର୍ଡନସରେ ଭାରତ ସିନିୟର ଦଳକୁ ଦକ୍ଷିଣ ଆଫ୍ରିକା ଠାରୁ ହାରିଥିବା ବେଳେ ରାଜକୋଟରେ ଭାରତ ‘ଏ’ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଆଜି…
Read More...

ଓଡିଆଇ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା, ଖେଳିବେନି ଏହି ଖେଳାଳୀ

ଆରମ୍ଭ ହେବାକୁ ଯାଉଛି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇଟି ଟେଷ୍ଟ ସିରିଜ୍ । ନଭେମ୍ବର ୧୪ତାରିଖରେ କୋଲକାତାରେ ଖେଳାଯିବ ପ୍ରଥମ ମ୍ୟାଚ୍ । ଏହାପରେ ଦିନିକିଆ ସିରିଜ୍ ହେବ, ଏବଂ ଶେଷରେ ଖେଳାଯିବ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ । ଟେଷ୍ଟ ପାଇଁ ଘୋଷଣା କରାଯାଇଛି ଟିମ୍ ଇଣ୍ଡିଆ ଏବଂ…
Read More...

ଟି-୨୦ ବିଶ୍ୱକପ ୨୦୨୬, ଭାରତରେ ଖେଳାଯିବ ସେମିଫାଇନାଲ ଓ ଫାଇନାଲ

ଫେବୃଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ । ୨୦୨୬ ଟି-୨୦ ବିଶ୍ୱକପ ଆୟୋଜନ କରିବେ ଭାରତ ଓ ଶ୍ରୀଲଙ୍କା । ଏବେ ବିଶ୍ୱକପ ସେମି ଫାଇନାଲ, ଫାଇନାଲ ଏବଂ ଉଦଘାଟନୀ ମ୍ୟାଚକୁ ନେଇ ବଡ ଅପଡେଟ ସାମ୍ନାକୁ ଆସିଛି । ତେବେ ଅହମ୍ମଦାବାଦରେ ଖେଳାଯିବ ବିଶ୍ୱକପର ଫାଇନାଲ ମ୍ୟାଚ । ଏହାସହ…
Read More...

ବିଶ୍ୱକପ ଜିତିବା ପରେ ଡିଏସପି ହେଲେ ରିଚା ଘୋଷ, ରାଜ୍ୟ ସରକାର କଲେ ସମ୍ମାନିତ

ବିଶ୍ବକପ ଜିତି ଇତିହାସ ରଚିଛି ଭାରତୀୟ ମହିଳା କ୍ରିକେଟ ଟିମ୍ । ଟିମ୍ ଇଣ୍ଡିଆ ବିଶ୍ବ ଚାମ୍ପିଅନ ହେବା ପରେ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ ତରଫରୁ ୪୦ କୋଟି ଟଙ୍କାର ପୁରସ୍କାର ରାଶି ଦିଆଯାଇଛି । ସେହିପରି ଭାରତୀୟ ଟିମକୁ ୫୧ କୋଟି ଟଙ୍କା ପୁରସ୍କାର ପ୍ରଦାନ କରିଛି ବିସିସିଆଇ । ଭାରତୀୟ…
Read More...

ଏସିଆ କପ ବିବାଦକୁ ନେଇ କାର୍ଯ୍ୟାନୁଷ୍ଠାନ ନେଲା ଆଇସିସି

ଦୁବାଇରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବୈଠକ ଆରମ୍ଭ ହୋଇଛି। ବୈଠକ ସମୟରେ ଏସିଆ କପ୍ ବିବାଦ ଉଠିଥିଲା। ଏହାପରେ ଆଇସିସି ପାକିସ୍ତାନୀ କ୍ରିକେଟରଙ୍କୁ ନୋଟିସ ଜାରି କରିଛି। ଏସିଆ କପ୍ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଫାଇନାଲ ସମେତ ତିନୋଟି ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ ସମୟରେ…
Read More...

ଦଳର ନାମ ପରିବର୍ତ୍ତନ କରିଛନ୍ତି ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାଭ୍ୟା ମାରାନ

ଆଇପିଏଲ ୨୦୨୪ ଫାଇନାଲିଷ୍ଟ ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାଭ୍ୟା ମାରାନ ତାଙ୍କ ଦଳର ନାମ ପରିବର୍ତ୍ତନ କରିଛନ୍ତି। କାଭ୍ୟା ମାରାନ ତାଙ୍କ ଦି ହଣ୍ଡ୍ରେଡ୍ ଦଳର ନାମ ପରିବର୍ତ୍ତନ କରିଛନ୍ତି। ମାରାନ ପୂର୍ବରୁ ଦି ହଣ୍ଡ୍ରେଡ୍‌ରେ ନର୍ଦର୍ଣ୍ଣ ସୁପରଚାର୍ଜର୍ସ ନାମକ ଏକ ଫ୍ରାଞ୍ଚାଇଜ୍…
Read More...