ଇଂଲଣ୍ଡ ପାଇଁ ଭାରତୀୟ ଟେଷ୍ଟ ଦଳ ଘୋଷଣା, ଶୁଭମନ ଗିଲ କ୍ୟାପଟେନ୍…
ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଅବସର ପରେ ଭାରତୀୟ ଟେଷ୍ଟ କ୍ରିକେଟରେ ଏକ ନୂତନ ଯୁଗ ଆରମ୍ଭ ହୋଇଛି। ଆସନ୍ତା ଜୁନ୍ 20ରୁ ଇଂଲଣ୍ଡ ଗସ୍ତ ସହିତ ଆରମ୍ଭ ହେବ। ବିସିସିଆଇ ଶନିବାର ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା କରିଛି। ଶୁଭମନ ଗିଲଙ୍କୁ ନୂତନ ଅଧିନାୟକ କରାଯାଇଛି। ରେଡ୍ ବଲ୍ ଦଳର କମାଣ୍ଡ…
Read More...
Read More...