Browsing Tag

cricket test mach

ଭାରତ ଓ ଶ୍ରୀଲଙ୍କାର ପ୍ରଥମ ଟେଷ୍ଟ ମ୍ୟାଚ୍

ମୋହାଲି: ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଯାଇଛି । ପଞ୍ଜାବର ମୋହାଲିସ୍ଥିତ ‘ଆଇଏସ୍ ବିନ୍ଦ୍ରା ପିସିଏ ଷ୍ଟାଡିୟମରେ ଆୟୋଜିତ ହୋଇଛି ଏହି ମ୍ୟାଚ । ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଭାରତ ୧ ୱିକେଟ୍ ହରାଇ ୧୦.୪ ଓଭର୍ ଖେଳି ୫୭ ରନ୍ ସଂଗ୍ରହ କରିଛି। ଏଥିରେ ରୋହିତ ଶର୍ମା ୩୨…
Read More...

ଶେଷ ଟେଷ୍ଟ ଉପରେ କଳା ବାଦଲ

ନୂଆଦିଲ୍ଲୀ: ଆଉ ମାତ୍ର କିଛି ସମୟ ପରେ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟ । ଶେଷ ମ୍ୟାଚରେ ବିଜୟ ହାସଲ କରି ଇତିହାସ ରଚିବା ପାଇଁ ଯୋଜନା କରୁଛି ୨-୧ରେ ସିରିଜରେ ଆଗୁଆ ଥିବା ବିରାଟ ସେନା । ଘରୋଇ ଦଳ ଇଂଲଣ୍ଡ ମଧ୍ୟ ଏହି ମ୍ୟାଚରେ ପ୍ରତ୍ୟାପର୍ତ୍ତନ ସହ…
Read More...

ଶାର୍ଦ୍ଦୁଳ ହିଁ ପ୍ରକୃତ ହିରୋ: ରୋହିତ

ନୂଆଦିଲ୍ଳୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ୧୫୭ ରନରେ ବିଜୟ ହାସଲ କରିଛି । ଏବଂ ଏହି ମ୍ୟାଚର ହିରୋ ସାଜିଥିଲେ ଶତକ ହାସଲକାରୀ ରୋହିତ ଶର୍ମା । ପ୍ରଥମ ଇନିଂସରେ ୯୯ ରନ ପଛରେ ରହିଥିଲେ ମଧ୍ୟ କମବ୍ୟାକ କରିଥିଲା ଭାରତ । ତେବେ କେବଳ ଭାରତ ନୁହେଁ ଏହି ମ୍ୟାଚରେ ଭାରତର ଅଲରାଉଣ୍ଡର…
Read More...

କାନ୍ଦି ପକାଇଲେ ଆଣ୍ଡରସନ

ନୂଆଦିଲ୍ଲୀ: ଲର୍ଡ୍ସ ଟେଷ୍ଟରେ ଏକ ବୃହତ ବିଜୟ ପରେ ଇଂଲଣ୍ଡ ଖେଳାଳୀଙ୍କ ସମେତ ସେଠାକାର ଗଣମାଧ୍ୟମ ମଧ୍ୟ ଚିନ୍ତାରେ ପଡିଛନ୍ତି । ଦ୍ୱିତୀୟ ଟେଷ୍ଟର ପଞ୍ଚମ ଦିନରେ ବାଜି ଓଲଟାଇ ମ୍ୟାଚ ଜିତି ନେଇଥିଲା ଭାରତ । ତେବେ ମ୍ୟାଚ ପରେ ଏହି ମ୍ୟାଚକୁ ନେଇ ବିଭିନ୍ନ ଘଟଣା ଏବେ ସାମନାକୁ ଆସୁଛି । ଏହା…
Read More...

ଲର୍ଡ୍ସ ପରାଜୟ ପରେ ଭାରତ ବିରୁଦ୍ଧରେ ଅଭିଯୋଗ

ନୂଆଦିଲ୍ଲୀ: ଭାରତ ବିପକ୍ଷ ଲର୍ଡ୍ସ ଦ୍ୱିତୀୟ ଟେଷ୍ଟରେ ଏକ ବଡ ବ୍ୟବଧାନରେ ହାରିବା ପରେ ଇଂଲଣ୍ଡ ଦଳ ଚିନ୍ତାରେ ପଡିଯାଇଛି । ଏହି ପରାଜୟକୁ ଇଂଲିଶ ଦଳ କିମ୍ବା ଇଂଲଣ୍ଡ ମିଡିଆ ସହଜରେ ଗ୍ରହଣ କରିପାରି ନାହିଁ । ସେଥିପାଇଁ ଭାରତୀୟ ଦଳ ଉପରେ ଭିତ୍ତିହୀନ ଅଭିଯୋଗ କରିଛି ଇଂଲଣ୍ଡର ଗଣମାଧ୍ୟମ ।…
Read More...

ପରାଜୟ ପରେ ବଦଳିଲା ଇଂଲଣ୍ଡର ପ୍ଲେଇଙ୍ଗ ଇଲେଭେନ

ନୂଆଦିଲ୍ଲୀ: ଲର୍ଡ୍ସ ଟଷ୍ଟରେ ମିଳିଥିବା ହାର ପରେ ଟିମ ଇଂଲଣ୍ଡ ପାଇଁ ବଢିଛି ଚିନ୍ତା । ଆସନ୍ତା ୨୫ ତାରିଖରେ ଲର୍ଡ୍ସରେ ହେବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଦଳରେ ବିରାଟ ପରିବର୍ତ୍ତନ ହୋଇଛି । ଏକାଥରକେ ଚୁଡାନ୍ତ ଏକାଦଶରେ ୩ଟି ବଡ ପରିବର୍ତ୍ତନ କରୁଥିବା ଜଣାପଡିଛି । ଉଭୟ ମ୍ୟାଚରେ…
Read More...

ପୁଣି ଇଂଲଣ୍ଡ ଉପରେ ଭାରତର ବିଜୟ

ଲର୍ଡ୍ସ: ଗୋଟିଏ ପଟେ ଇଂରେଜ ଶାସନ ଉପରେ ବିଜୟ ଏବଂ ଭାରତର ସ୍ୱାଧୀନତାକୁ ୭୪ ବର୍ଷ ପୂର୍ତ୍ତି ଉପଲକ୍ଷେ ଉତ୍ସବ ପାଳନ କରୁଛି । ଅନ୍ୟପଟେ ଭାରତ ପୁଣି ଥରେ ଇଂରେଜ ମାନଙ୍କ ଉପରେ ସେମାନଙ୍କ ଘରେ ବିଜୟ ହାସଲ କରିଛି । ଏ ବିଜୟ ହେଉଛି ଲର୍ଡ୍ସ ଗ୍ରାଉଣ୍ଡରେ ଐତିହାସିକ ଟେଷ୍ଟ ମ୍ୟାଚର । ଦ୍ୱିତୀୟ…
Read More...

ବିରାଟଙ୍କୁ କୋହଲୀଙ୍କୁ ସମାଲୋଚନା

ଲର୍ଡ୍ସ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚର ଉଭୟ ପାଳିରେ ଫେଲ ମାରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲୀ । ବାରମ୍ବାର ଟେଷ୍ଟରେ ବିରାଟ ବ୍ୟାଟ ନୀରବ ରହୁଛି । ଦ୍ୱିତୀୟ ଇନିଂସରେ କୋହଲୀ ମାତ୍ର ୨୦ ରନ କରି ପାଭିଲିୟନ ଫେରିଥିଲେ । ଭାରତର ଦୁଇ ସଫଳ ଓପନର ରୋହିତ ଶର୍ମା ଏବଂ ଲୋକେଶ ରାହୁଲ…
Read More...

ଭାରତ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ

ଲର୍ଡ୍ସ: ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ । ଘାତ ପ୍ରତିଘାତ ପରେ ଶେଷରେ ପଡିଛି ଟସ । ଏହି ମ୍ୟାଚରେ ଟସ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି ଇଂଲଣ୍ଡ ଦଳର ଅଧିନାୟକ ଜୋ ରୁଟ । ଭାରତକୁ ବ୍ୟାଟିଂ କରିବା ପାଇଁ ସେ ଆମନ୍ତ୍ରିତ କରିଛନ୍ତି । ଏହି ମ୍ୟାଚରେ ଭାରତ…
Read More...

ପ୍ରଥମ ୱିକେଟ ଭାବେ ରୋହିତ ଫେରିଲେ ପାଭିଲିୟନ

ବ୍ରିଟେନ(ରିପୋର୍ଟର୍ସ ଟୁଡେ): ଟ୍ରେଣ୍ଟ ବ୍ରିଜରେ ଭାରତ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଚାଲୁ ରହିଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୧୮୩ ରନରେ ଅଲଆଉଟ ହୋଇଥିଲା । ତେବେ ଦ୍ୱିତୀୟ ଦିନରେ ଭାରତ ନିଜର ପ୍ରଥମ ୱିକେଟ ହରାଇଛି । ଦଳ ପାଇଁ ପାଳି ଆରମ୍ଭ କରିଥିବା ରୋହିତ ଶର୍ମା ଇଂଲଣ୍ଡ…
Read More...