Browsing Tag

cricket

ନମ୍ବର ୱାନ୍ ବ୍ୟାଟ୍ସମ୍ୟାନ୍ ଅଭିଶେକଙ୍କୁ ସୁପର ୮ ରେ ନନେଇ ପାରେ ଭାରତ ।

ବ୍ୟାଟ୍‌ରୁ ଆଉ ବାହାରୁନି ରନ୍ । ଚାଲୁନି ବ୍ୟାଟ୍ ବାଉଣ୍ଡରୀ ଲାଇନ୍ ଡେଉଁନି ବଲ୍ । କ୍ରିଜରେ କିଛି ମିନିଟ୍ ରହି ଫ୍ୟାଭିଲିୟନକୁ ଫେରିଯାଉଛନ୍ତି ଅଭିଶେଷ । ଯେଉଁ ବ୍ୟାଟରୁ ଦିନେ ଛକା ଏବଂ ଚଉକା ବର୍ଷା ହେଉଥିଲା ଏବେ ତାହା ନୀରବି ଯାଇଛି । ଚିନ୍ତାରେ ଫ୍ୟାନ୍ସ ଏବଂ ଚିନ୍ତାରେ ବିସିସିଆଇ ।…
Read More...

ବାବାର କାଟିଲେ କୋହଲିଙ୍କ ସର୍ବକାଳୀନ ଟି-୨୦ ରେକର୍ଡ ।

ବିରାଟଙ୍କ ରେକର୍ଡ କାଟିଲେ ବାବର । ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ସେ ଭାରତୀୟ କିମ୍ବଦନ୍ତୀ ଖେଳାଳି କୋହଲିଙ୍କ ପୂର୍ବରୁ ଥିବା ରେକର୍ଡ ଭାଙ୍ଗିଛନ୍ତି। ବାବର ଏବେ…
Read More...

ନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।

ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିଛନ୍ତି । ଏହି ଅବସରରେ ସେ ଏକ ଭାବପ୍ରବଣ ପ୍ରତିକ୍ରିୟା ଦେଇଛନ୍ତି। ହାର୍ଦ୍ଦିକ ଏହାକୁ ତାଙ୍କ କ୍ୟାରିୟରର ଏକ ନୂତନ ଆରମ୍ଭ ବୋଲି ବର୍ଣ୍ଣନା କରିଛନ୍ତି। ପାଣ୍ଡ୍ୟା କହିଛନ୍ତି ଯେ, ସେ ଏବେ ବି ସେହି…
Read More...

ଘନେଇବାରେ ଲାଗିଛି ଆଇସିସି ଓ ବିସିବି ବିବାଦ ।

ନିକଟରେ ଆଇପିଏଲରୁ ବାଂଲାଦେଶୀ କ୍ରିକେଟ ଖେଳାଳି ମୁସ୍ତାଫିଜୁର ରେହେମାନଙ୍କୁ ବାଦ ଦିଆଯିବା ପରେ ଭାରତ ଓ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମଧ୍ୟରେ ଯେଉଁ ବିବାଦ ଆରମ୍ଭ ହୋଇଥିଲା, ତାହା ପରେ ଆଇସିସି ଓ ବିସିବି ବିବାଦକୁ ସଂପ୍ରସାରିତ ହୋଇଥିଲା। ଏସବୁ ମଧ୍ୟରେ ଖୋଦ୍ ବାଂଲାଦେଶ କ୍ରିକେଟ…
Read More...

ବାଂଲାଦେଶ କ୍ରିକେଟ୍ ବୋର୍ଡ ପକ୍ଷରୁ କରାଯାଇଥିବା ଅନୁରୋଧକୁ ଶୁଣିଲାନି ଆଇସିସି ।

ଆଗାମୀ ଟି-୨୦ ବିଶ୍ୱକପ୍‌ରେ ବାଂଲାଦେଶ ସ୍ଥାନ ଚିହ୍ନଟକୁ ନେଇ ଲାଗି ରହିଥିବା ଅଚଳାବସ୍ଥା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ମଧ୍ୟରେ ପ୍ରତିବନ୍ଧକ ଲଢ଼େଇରେ ଫସି ରହିଥିବା ପରି ମନେ ହେଉଛି। ଆଉ ଏହାରି ମଧ୍ୟରେ ଭାରତରେ ଟି୨୦ବିଶ୍ୱକପ୍ ନଖେଳିବା ନେଇ…
Read More...

ମ୍ୟାଚ୍ ଚାଲିଥିବା ସମୟରେ ଅଧାରୁ ଟଳିଗଲେ କ୍ରିକେଟର

ମ୍ୟାଚ୍ ଚାଲିଥିବା ସମୟରେ ଖେଳ ପଡିଆରେ ହିଁ ଟଳିପଡିଲେ କ୍ରିକେଟର । ଭାରତୀୟ କ୍ରିକେଟ ଜଗତରୁ ପୁଣି ଆସିଛି ଅତ୍ୟନ୍ତ ଦୁଃଖଦ ଖବର ଆଉ ତାହାହେଲା ପୂର୍ବତନ ମିଜୋରାମ ରଣଜୀ କ୍ରିକେଟର କେ. ଲାଲରେମ୍ରୁଆତାଙ୍କର ପଡ଼ିଆ ମଝିରେ ଦେହାନ୍ତ ହୋଇଛି। ନିକଟରେ ଏକ ସ୍ଥାନୀୟ କ୍ରିକେଟ ମ୍ୟାଚ ଖେଳିବା…
Read More...

ବାଂଲାଦେଶ ଖେଳାଳିଙ୍କୁ ଆଇପିଏଲ୍‌ରୁ ବାଦ କରିବା ପରେ ଜଳୁଛି ବାଂଲାଦେଶ କ୍ରିକେଟ୍ ବୋର୍ଡ

ଦିନକୁ ଦିନ ବଢି ବଢି ଚାଲିଛି ବାଂଲାଦେଶ ଓ ଭାରତ ମଧ୍ୟରେ ତିକ୍ତତାର ସୀମା । ଯାହା ବର୍ତ୍ତମାନ କ୍ରିକେଟ୍ ମଇଦାନକୁ ଆସିଲାଣି । ଆଇପିଏଲରୁ ବାଂଲାଦେଶ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ବିଦା କରାଯିବା ପରେ ଏବେ ରାଗରେ ଜଳୁଛି ବାଂଲା କ୍ରିକେଟ୍ ବୋର୍ଡ୍ । ଅନେକ ବାଦ ବିବାଦ ପରେ ତାଙ୍କୁ…
Read More...

ଭାରତ-ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜ କେବେ, ଜାଣନ୍ତୁ ସିରିଜର ସମ୍ପୂର୍ଣ୍ଣ ସୂଚୀ

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଉ ଏକ ରୋମାଞ୍ଚକର ଦିନିକିଆ ସିରିଜ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ ହୋଇଛି। ଏହି ମାସରେ ଜାନୁଆରୀ 2026 ରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ, ଏବଂ ପ୍ରଶଂସକମାନେ ଏହାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। 2026 ଟି 20…
Read More...

୨୦୨୬ ରେ ବ୍ୟସ୍ତ ରହିବ ଟିମ୍ ଇଣ୍ଡିଆ, ଜାନୁଆରୀ ୨୦୨୬ରେ ଟିମ୍ ଇଣ୍ଡିଆ ଖେଳିବ ୮ଟି ମ୍ୟାଚ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ସମ୍ପୂର୍ଣ୍ଣ ୨୦୨୬ କାର୍ଯ୍ୟସୂଚୀ ଏଠାରେ ପ୍ରଦାନ କରାଯାଇଛି, ନିଶ୍ଚିତ ଏବଂ ଯାହା ସମ୍ଭାବିତ ଅଟେ। ଏହା ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଏକ ଦିନିକିଆ ସିରିଜ୍ ସହିତ ଆରମ୍ଭ ହେବ, ଯାହାର ପ୍ରଥମ ମ୍ୟାଚ୍ ଜାନୁଆରୀ ୧୧ ତାରିଖରେ ଖେଳାଯିବ।…
Read More...

ବାରବାଟୀରେ କେତୋଟି ମ୍ୟାଚ ଖେଳିଛି ଭାରତ, କେତୋଟି ଜିତିଛି କେତୋଟି ହାରିଛି …

କଟକ: ପ୍ରାୟ ୧୦ ମାସ ପରେ ଆଜି ବାରବାଟୀରେ ହେବାକୁ ଯାଉଛି ଐତିହାସିକ ଲଢେଇ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ T20 ମ୍ୟାଚ ଖେଳାଯିବ । ଏଥିପାଇଁ ଏବେ ଉଠୁଛି ପଡ଼ୁଛି କଟକ । ସୁରକ୍ଷା ବ୍ୟବସ୍ଥାଠୁ ଆରମ୍ଭ କରି ଦର୍ଶକଙ୍କ ପାଇଁ ସମସ୍ତ ସୁବିଧା କରିଛି OCA । ଆଜି ସନ୍ଧ୍ୟା ୬ଟା…
Read More...