ଉଡ଼ନ୍ତା ବିମାନ ଦୋହଲି ଯାତ୍ରୀ, କର୍ମଚାରୀ ଆହତ
ଫ୍ଲୋରିଡ଼ା: ପବନ ପ୍ରବାହ ବେଗରେ ହଠାତ୍ ପରିବର୍ତ୍ତନ ହେବାରୁ ଆମେରିକାର ଉତ୍ତର କାରୋଲିନାରୁ ଫ୍ଲୋରିଡା ଯାଉଥିବା ଗୋଟାଏ ବିମାନ ଦୋହଲି ଯାଇ ସେଥିରେ ଥିବା କେତେକ ଯାତ୍ରୀ ଓ ବିମାନ କର୍ମଚାରୀ ଆହତ ହୋଇଛନ୍ତି ।
ରିପୋର୍ଟ ଅନୁସାରେ, ଜୁଲାଇ ୧୨ ତାରିଖ ଦିନ ‘ଆଲେଜିଆଣ୍ଟ୍…
Read More...
Read More...