ଆଜିଠୁ ୧୮ବର୍ଷରୁ ଅଧିକ ବୟସ୍କ ନେଇପାରିବେ ବୁଷ୍ଟର ଡୋଜ୍
ଭୁବନେଶ୍ୱର: କରୋନା ବିରୋଧରେ ଲଢେଇ ଜାରି ରଖିଛି ଭାରତ । ଏବେ ଦେଶରେ କରୋନା ସଂକ୍ରମଣ ହାର କମିଥିଲେ ମଧ୍ୟ ଟୀକାକରଣ ପ୍ରକ୍ରିୟାକୁ ଜାରି ରଖାଯାଇଛି । ଏହାରିମଧ୍ୟରେ ଦେଶରେ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଆଜିଠାରୁ ବୁଷ୍ଟର ଡୋଜ୍ ଦେବା ଆରମ୍ଭ ହେଉଛି । ସରକାରୀ ଟିକାକରଣ ବାଦ ଏଣିକି ଘରୋଇ…
Read More...
Read More...