Browsing Tag

COVID-19

ସ୍କୁଲରେ କରୋନା ଭୟ ; ଖୈତାନ ସ୍କୁଲରେ ୧୩ ବିଦ୍ୟାର୍ଥୀ ଓ ୩ ଶିକ୍ଷକ କରୋନାରେ ସଂକ୍ରମିତ

ନୋଏଡା : କରୋନା ମହାମାରୀ ଯୋଗୁ ଦୀର୍ଘ ପ୍ରାୟ ୨ ବର୍ଷ ପରେ ସ୍କୁଲ ଖୋଲିଛି । ପିଲାମାନେ ବି ସ୍କୁଲ ଯିବାକୁ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଇଛି । ହେଲେ ଏହାରି ଭିତରେ ପୁଣିଥରେ ଡରାଇଲାଣି କରୋନା ମହାମାରୀ । ଗାଜିଆବାଦ ପରେ ଏବେ ନୋଏଡାର ସେକ୍ଟର-୪୦ରେ ଥିବା ଖୈତାନ ସ୍କୁଲରେ ୧୩…
Read More...

ଦିଲ୍ଲୀରେ ଗତ ୨୪ଘଣ୍ଟାରେ ୧୪୧ନୂଆ ସଂକ୍ରମିତ ଚିହ୍ନଟ

(ଦିଲ୍ଲୀ) : ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ୧୪୧ନୂଆ ସଂକ୍ରମିତ ଚିନ୍ହଟ ସାମ୍ନାକୁ ଆସିଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଉକ୍ତ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଧେଶ ଦେଲେ କେଜ୍ରିଓ୍ବାଲ । ଦିଲ୍ଲୀରେ କରୋନା ମାମଲା…
Read More...

ଗତ ୨୪ ଘଣ୍ଟାରେ ରାଜ୍ୟରୁ ୬ କରୋନା ସଂକ୍ରମିତ ଚିହ୍ନଟ

(ଭୁବନେଶ୍ୱର) : ରାଜ୍ୟରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କରୋନା ମିଟର । ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରୁ ୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୦୪ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୦୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।…
Read More...

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୦୫୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ସଂକ୍ରମଣ ହାର କମ ଅଛି । ଏହାରି ମଧ୍ୟରେ ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୦୫୪ କରୋନାର ନୂତନ ସଂକ୍ରମଣ ଓ ୨୯ମୃତ୍ୟୁ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧,୦୫୪ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ…
Read More...

୨୪ ଘଣ୍ଟାରେ ରାଜ୍ୟରେ ୫ ଜିଲ୍ଲାରୁ ୮ କରୋନା ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ଏହା ସହ ଅନ୍ୟ ୩ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ୧୮ ବର୍ଷରୁ କମ୍ ହୋଇଥିବା ଜଣା ପଡିଛି । ୫ଟି…
Read More...

 ୨୪ ଘଣ୍ଟାରେ ରାଜ୍ୟରୁ ୮ କରୋନା ସଂକ୍ରମିତ ଚିହ୍ନଟ

(ଭୁବନେଶ୍ୱର) : ରାଜ୍ୟରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କରୋନା ମିଟର । ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରୁ ୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏନେଇ…
Read More...

ଆସନ୍ତାକାଲିଠୁ ଲଗାଯିବ କରୋନା ଭ୍ୟାକସିନ୍‌ର ବୁଷ୍ଟର ଡୋଜ୍ 

(ଦିଲ୍ଲୀ) : ଦେଶରେ କରୋନା ଭାଇରସର ସଂକ୍ରମଣ ହ୍ରାସ ପାଉଛି । ସରକାରଙ୍କ ପକ୍ଷରୁ ଏବେ ୧୮ ବର୍ଷରୁ ୫୯ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ପାଇଁ କରୋନା ଭ୍ୟାକସିନ୍‌ର ବୁଷ୍ଟର ଡୋଜ୍ ଲଗାଇବାର ନିଷ୍ପତ୍ତି ନିଆଯାଇଛି। ୧୦ ଏପ୍ରିଲ ଅର୍ଥାତ ଆସନ୍ତାକାଲିଠାରୁ ବୁଷ୍ଟର ଡୋଜ୍ ଲଗାଯିବା…
Read More...

ମାୟାନଗରୀ ପରେ ଗୁଜୁରାଟରୁ ନୂଆ ଭାରିଆଣ୍ଟ XE ଚିହ୍ନଟ

(ଗୁଜରାଟ) : କରୋନାର ନୂଆ ଭାରିଆଣ୍ଟ XE ଗୁଜରାଟରେ ପାଦ ଥାପି ସାରିଛି । ମାୟାନଗରୀ ମୁମ୍ବାଇ ପରେ ଏବେ ଗୁଜୁରାଟରେ ଏହି ଭାରିଆଣ୍ଟର ଏକ ମାମଲା ଦେଖିବାକୁ ମିଳିଛି। ୧୩ ମାର୍ଚ୍ଚରେ ଏହି ବ୍ୟକ୍ତିଜଣକ କରୋନା ପଜିଟିଭ ମିଳିଥିଲେ। କିନ୍ତୁ ଏକ ସପ୍ତାହ ପରେ ତାଙ୍କର ସ୍ଥିତି ଠିକ୍ ଥିଲା।…
Read More...

କରୋନା ସଂକ୍ରମଣ : ୫ ରାଜ୍ୟକୁ ସତର୍କସୂଚନା ଜାରି କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

(ଦିଲ୍ଲୀ) : ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କରୋନା ମିଟର । କିଛି ଦିନର ବ୍ୟବଧାନ ପରେ ଦେଶରେ ୫ ରାଜ୍ୟକୁ ସତର୍କସୂଚନା ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଦିଲ୍ଲୀ, ହରିୟାଣା, କେରଳ, ମହାରାଷ୍ଟ୍ର ଏବଂ ମିଜୋରାମରେ ସଂକ୍ରମଣ ମାମଲା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ…
Read More...

ରାଜ୍ୟରେ ଆଜି ଆଉ ୧୧ କରୋନା ସଂକ୍ରମିତ ଚିହ୍ନଟ

(ଭୁବନେଶ୍ୱର) : ରାଜ୍ୟରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କରୋନା ମିଟର । ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮  ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।…
Read More...