କୋଭିଡ ହସ୍ପିଟାଲରେ ବଢିବ ବେଡ ସଂଖ୍ୟା : ମନ୍ତ୍ରୀ
(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ କୋଭିଡ ହସ୍ପିଟାଲରେ ବେଡ ସଂଖ୍ୟା ବୃଦ୍ଧି କରାଯିବ । ଏ ନେଇ ସ୍ୱାସ୍ଥ୍ୟୃ ମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି । ଯାହାକି ହସ୍ପିଟାଲରେ ବେଡ ସଂଖ୍ୟା ବୃଦ୍ଧି କରାଯାଇ ୪ ହଜାର ହେବ । ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବେଡ଼…
Read More...
Read More...