Browsing Tag

covid

ଦେଶରେ କରୋନା ମାମଲା ଦିନକୁ ଦିନ ବଢିବାରେ ଲାଗୁଥିବା ବେଳେ ଓଡ଼ିଶାରେ ମଧ୍ୟ ଧୀରେ ଧୀରେ ବଢ଼ୁଛନ୍ତି କରୋନା…

ଭୁବନେଶ୍ଵର-: ଦେଶରେ କରୋନା ମାମଲା ଦିନକୁ ଦିନ ବଢିବାରେ ଲାଗୁଥିବା ବେଳେ ଓଡ଼ିଶାରେ ମଧ୍ୟ ଧୀରେ ଧୀରେ ବଢ଼ୁଛନ୍ତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଶେଷକରି ଭୁବନେଶ୍ଵର, କଟକକୁ କରୋନା ଭୟ ଘାରିଥିବା ବେଳେ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୫ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏବେ  ରାଜ୍ୟରେ…
Read More...

ତଥ୍ୟ ଦେବାକୁ କହିଲା WHO

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଜିନିଭାରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦେଶ ଡାକ୍ତର ଟେଡ୍ରସ୍ ଆଧନୋମ୍ ଗେବ୍ରେସିୟସ୍ କହିଛନ୍ତି, କୋଭିଡ୍-୧୯ର ଉତ୍ପତ୍ତି ସମ୍ବନ୍ଧୀୟ ପ୍ରତ୍ୟେକଟି ଅଧ୍ୟୟନ ତୁରନ୍ତ ଆନ୍ତର୍ଜାତିକ ସମୁଦାୟଙ୍କୁ ସେୟାର୍ କରାଯିବା ଆବଶ୍ୟକ। ଏହି ତଥ୍ୟାବଳି ୩ ବର୍ଷ…
Read More...

ଅଢେଇ ହାଜର ତଳେ ସକ୍ରିୟ ଆକ୍ରାନ୍ତ

ନୂଆଦିଲ୍ଲୀ : ସୁଧାର ଆସୁଛି କୋଭିଡ ସ୍ଥିତି । ଆଜି ଦୈନିକ ସଂକ୍ରମଣ ୧୮୦ ତଳେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨.୫ ହଜାର ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର…
Read More...

ଦେଶରେ ବଢିଲାଣି ବି.ଏଫ ୭ ସଂକ୍ରମଣ କାମ କରୁଛି କି ଟୀକା !

ଭାରତ : ସାମ୍ନାକୁ ଆସିଥିବା କୋଭିଡର ନୂଆ ସଂକ୍ରମଣ ବି.ଏଫ୭ ଏବେ ବଢିବାରେ ଲାଗିଛି । ଦେଶରେ ପ୍ରଥମ ସପ୍ତାହରେ ସଂକ୍ରମଣର ମାତ୍ରା ସଂଖ୍ୟାଧିକ ଥିବା ବେଳେ ଏବେ ଦ୍ୱିତୀୟ ସପ୍ତାହର ସଂକ୍ରମଣ ସ୍ଥିତି ୨୫% ବୃଦ୍ଧି ପାଇଛି । ଗତ ସପ୍ତାହର ରବିବାରକୁ ନଜରରେ ରଖିଲେ ଦ୍ୱିତୀୟ ସପ୍ତାହରେ ସଂକ୍ରମଣ…
Read More...

ଦେଶରେ କରୋନାର ନୂଆ ଭ୍ୟାରିଆଣ୍ଟ Xbb 1.5

ଭୁବନେଶ୍ୱର : ରୂପ ବଦଳାଇବାରେ ଲାଗିଛି କରୋନା ମହାମାରୀ । ଦେଶରେ ବର୍ତ୍ତମାନ କରୋନାର ନୂଆ ମାମଲା ଦେଖିବାକୁ ମିଳିଛି । ଯାହା  କରୋନା Xbb 1.5  ଭ୍ୟାରିଆଣ୍ଟ ନାମରେ ଚିହ୍ନଟ କରାଯାଇଛି । ଏପର୍ଯ୍ୟନ୍ତ ଏହି ନୂଆ ଭ୍ୟାରିଆଣ୍ଟର ଲକ୍ଷଣ, ଭୟଭୟତା କେତେ ହେବ ତାହା ଜଣାପଡିନାହିଁ । ଏହାର…
Read More...

ମାଡି ଆସୁଛି କରୋନା,ଏନେଇ ସବୁ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ଅତିରିକ୍ତ ସଚିବ

ଭୁବନେଶ୍ୱର : ବିଗତ ୩ ବର୍ଷ ହେଲା ପାଦରେ ଶିକୁଳି ମୁଖରେ ତୁଣ୍ଡି ଦେଇ ବନ୍ଦୀ ହୋଇଥିଲା ସାରା ବିଶ୍ୱ । ସେଥିରୁ ମୁକୁଳିବାର କିଛିଦିନ ବି ହୋଇନି ପୁଣି ତୁଣ୍ଡି ବାନ୍ଧିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାରଣ ପୁଣି ମାଡୁଛି ମହାମାରୀ । କରୋନାର ନୂଆ ଭ୍ୟାରିଆଣ୍ଟର ସଂକ୍ରମଣକୁ ନଜରରେ ରଖି…
Read More...

ଭାରିଏଣ୍ଟକୁ ନେଇ ଆତଙ୍କିତ ନ ହୋଇ ସତର୍କ ରୁହନ୍ତୁ

ଭୁବନେଶ୍ୱର : ଚିନ ଭାରିଏଣ୍ଟକୁ ନେଇ ଆତଙ୍କିତ ହେବାର ନାହିଁ । ଅନ୍ୟ ଦେଶରେ ବଢୁଛି କିନ୍ତୁ ଆମର ସେଭଳି ସ୍ଥିତି ନାହିଁ । କିନ୍ତୁ ଭବିଷ୍ୟତରେ ଯେ ଆମର ବଢ଼ିବ ନାହିଁ ତାହା କହି ହେବନି । ତେଣୁ ଲକଡ଼ାଉନ ଓ ସଟଡ଼ାଉନରୁ ବର୍ତ୍ତିବାକୁ ହେଲେ କୋଭିଡ ନିୟମକୁ ମାନିବାକୁ ପଡିବ । ମାକ୍ସ ପିନ୍ଧିବା…
Read More...

ରାଜ୍ୟରେ ପୁଣି ମୁଣ୍ଡ ଟେକିଲାଣି କରୋନା

ଭୁବନେଶ୍ୱର: ପୁଣି ଥରେ ରାଜ୍ୟରେ କରୋନା ସଂକ୍ରମଣ ମୁଣ୍ଡ ଟେକିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୭ ଜଣ କରୋନା ପଜିଟିଭ ସ୍ଥାନୀୟ ଚିହ୍ନଟ ହୋଇଥିବା ବେଳେ ୧୫ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏହା ଭିତରେ ୧୮ ବର୍ଷରୁ କମ୍ ବୟସର ଶିଶୁ-କିଶୋର ୭ ଜଣ ଥିବା ଜଣାପଡିଛି । ରାଜ୍ୟ…
Read More...

ରାଜ୍ୟରେ ୧୦୦୦ ପାର୍ ହେଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣର ମାତ୍ରା । ଆଜି ରାଜ୍ୟରେ ୧୦୦୦ ଟପିଛି ଦୈନିକ ସଂକ୍ରମଣର ମାତ୍ରା । ୨୪ ଘଣ୍ଟା ଭିତରେ ୧୦୪୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ବର୍ଗରୁ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୦୯ ଓ…
Read More...

ଦେଶରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୨୦୦୩୮ କରୋନା ପଜିଟିଭ

ଭୁବନେଶ୍ୱର: ଦେଶରେ ଲଗାତାର ବଢ଼ିବାରେ ଲାଗିଛି କାରୋନା ଦେଶରେ ପୁଣି ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନ।। କରୋନା ଭାରତରେ ତାର କାୟା ବିସ୍ତାର କରିବାରେ ଲାଗିଛି । କୋଭିଡ ଜନିତ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍ । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨୦ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ…
Read More...