Browsing Tag

court

ବଢ଼ିଲା ଆପ୍ ନେତା ମନୀଷଙ୍କ ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀ ର ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଡିଆଙ୍କୁ ଆଉ କିଛି ଦିନ ଜେଲରେ ରହିବାକୁ ପଡ଼ିବ। ଏକ୍ସାଇଜ୍ ପଲିସି ମାମଲାରେ ଅଭିଯୁକ୍ତ ସିସୋଡିଆଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟ ଦ୍ୱାରା ନ୍ୟାୟିକ ହେପାଜତକୁ ପଠାଯାଇଛି। ଦିଲ୍ଲୀ ଏକ୍ସାଇଜ୍ ମାମଲାରେ ମାର୍ଚ୍ଚ ୨୨ ଅର୍ଥାତ ବୁଧବାର ଇଡି…
Read More...

ପଞ୍ଜିକରଣ ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ ନୁହଁ: ହାଇକୋର୍ଟ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ପ୍ରବାସୀ ଓଡିଆଙ୍କ ନିଜ ରାଜ୍ୟକୁ ଆସିବା ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ । ହେଲେ ଏଥିପାଇଁ ହେଉଥିବା ପଞ୍ଜିକରଣରେ ଆଧାରକାର୍ଡ ବାଧ୍ୟତାମୂଳକ ନୁହେଁ । ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି ହାଇକୋର୍ଟ । କରୋନା ଭାଇରସ୍ ସତର୍କତା ପାଇଁ ଦେଶ ଓ…
Read More...

ଆଜି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ହେବ ଶୁଣାଣୀ

(ରିପୋର୍ଟସ ଟୁଡ଼େ): ସିବିଆଇ ବନାମ ସିବିଆଇ ବିବାଦକୁ ନେଇ ସୁପ୍ରିମକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ କରିବାକୁ ଯାଉଛନ୍ତି । ସୁପ୍ରିମକୋର୍ଟଙ୍କ ଦ୍ୱାରା ଶୁଣାଣୀରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇପାରେ ବୋଲି ଆଶା କରାଯାଉଛି । ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୩…
Read More...

ଲୋକଙ୍କୁ ଅଳସୁଆ କରୁଛି ମାଗଣା ଚାଉଳ- ମାଡ଼୍ରାସ ହାଇକୋର୍ଟ

( ରିପୋର୍ଟସ ଟୁଡ଼େ): ମାଗଣା ଚାଉଳ ବଣ୍ଟନ ଏବଂ ସେଭଳି ଅନ୍ୟାନ୍ୟ ସରକାରୀ ଯୋଜନା ତାମିଲନାଡୁ ଲୋକମାନଙ୍କୁ ଅଳସୁଆ କରି ପକାଇଥିବା ଫଳରେ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରୁ ଶ୍ରମିକ ଆଣିବାକୁ ପଡୁଛି ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି। ଆର୍ଥିକ ପଛୁଆବର୍ଗର ଲୋକମାନଙ୍କୁ ମାଗଣାରେ ଚାଉଳ…
Read More...