ଦିଗପହଣ୍ଡି ବସ୍ ଦୁର୍ଘଟଣା ଘଟଣା, ଆଜି କୋର୍ଟ ଚାଲାଣ ହେବେ ଗିରଫ ଡ୍ରାଇଭର
ଭୁବନେଶ୍ୱର: ଦିଗପହଣ୍ଡି ଖେମୁଣ୍ଡି ମହାବିଦ୍ୟାଳୟ ନିକଟରେ ଘଟିଥିବା ମର୍ମନ୍ତୁଦ ବସ ଦୁର୍ଘଟଣା ମାମଲାରେ ସରକାରୀ ବସ ଡ୍ରାଇଭର ମାନସ ପ୍ରଧାନଙ୍କୁ ଗିରଫ କରାଯାଇଥିବାର ଖବର ମିଳିଛି। ଦିଗପହଣ୍ଡି ଥାନା ପୁଲିସ ତାଙ୍କୁ ଅଟକ ରଖି ଘଟଣା ସମ୍ପର୍କରେ ପଚରାଉଚରା କରିବା ପରେ ଗିରଫ କରିଛି। ମାନସ…
Read More...
Read More...