Browsing Tag

court

ଓଡ଼ିଶାର ବିଭିନ୍ନ କୋର୍ଟକୁ ବୋମା ଧମକ: ଭୟଭୀତ ନହେବାକୁ AG ପୀତାମ୍ବର ଆଚାର୍ଯ୍ୟଙ୍କ ଆହ୍ୱାନ, ମୁଖ୍ୟମନ୍ତ୍ରୀ…

ଭୁବନେଶ୍ଵର: ବିଭିନ୍ନ କୋର୍ଟକୁ ବୋମା ଧମକକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ପ୍ରେସମିଟ୍ । ଆତଙ୍କିତ ହୁଅନ୍ତୁ ନାହିଁ, କେବଳ ଭୟ ସୃଷ୍ଟି ପାଇଁ ଏଭଳି ଧମକ । ବିଭିନ୍ନ ସମୟରେ ଆତଙ୍କୀ ଭୟ ସୃଷ୍ଟି ପାଇଁ ଏଭଳି କରନ୍ତି । ଏହାର ଅର୍ଥ ନୁହେଁ ଯେ, ସରକାର ଏହାକୁ ହାଲୁକାରେ ନେଇଛନ୍ତି । ସରକାର…
Read More...

ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା ହେବ ୪୬ଟି ନୂତନ ଅଦାଲତ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ୪୬ଟି ନୂତନ ଅଦାଲତ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି । ତନ୍ମଧ୍ୟରୁ ୪୦ ଟି Civil Judges(Jr. Divn)-cum-JMFC ଓ ଅନୁରୂପ ଭାବେ ୬ ଟି Additional Civil Judges(Jr.Divn)-cum-JMFC ବିଚାରାଳୟ ଖୋଲାଯିବ । ଏଥିପାଇଁ ଆଇନ ବିଭାଗ ପକ୍ଷରୁ…
Read More...

ବର୍ଷା – ଅନୁଭବ ପାରିବାରିକ ବିବାଦ ମାମଲା : ପୁଣିଥରେ ଅନୁଭବଙ୍କୁ ଜେରା

କଟକ: ବର୍ଷା - ଅନୁଭବ ପାରିବାରିକ ବିବାଦ ମାମଲା । ଆଜି ପୁଣିଥରେ ଅନୁଭବଙ୍କୁ ଜେରା କରାଯାଇଛି । ମାମଲାର ଅନ୍ୟତମ ସାକ୍ଷୀ ତଥା ବର୍ଷାଙ୍କ ଭଉଣୀ ମଧ୍ୟ ଆଜି ଜେରାର ସମ୍ମୁଖୀନ ହୋଇଛନ୍ତି । କିନ୍ତୁ ତାହା ସଂପୂର୍ଣ୍ଣ ହୋଇପାରିନି । ସମସ୍ତ ଅଭିଯୋଗକୁ ମିଛ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି…
Read More...

ବିଭବ କୁମାରଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି କୋର୍ଟ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତି ମାଲିୱାଲଙ୍କୁ ଆକ୍ରମଣ ମାମଲାରେ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱଲେଙ୍କ ପିଏ ବିଭବ କୁମାରଙ୍କୁ କୋର୍ଟରୁ ପୁଣିଥରେ ଝଟକା ମିଳିଛି । ତିସ ହଜାରି କୋର୍ଟ ବିଭବ କୁମାରଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଏହା ପୂର୍ବରୁ…
Read More...

୩୪ ମାମଲାର ଶୁଣାଣି କରି ଡୋନାଲ୍ଡ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ

ବେଙ୍ଗାଲୁରୁ: ଆମେରିକାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି ଭାବେ ଯୌନ କେଳେଙ୍କାରୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହି ମାମଲା ୨୦୧୬ ରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ହୋଇଥିବାବେଳେ ଗତକାଲି କୋର୍ଟ ଏହାର ଶୁଣାଣି କରିଥିଲେ । ଦୁଇଦିନ ଧରି ଶୁଣାଣି ଚାଲିଥିବା ବେଳେ…
Read More...

ଅନୁଭବଙ୍କୁ କୋର୍ଟଙ୍କ ଆଶ୍ୱସ୍ତି : NBW ଉପରେ ରୋକ ଲଗାଇଲେ ହାଇକୋର୍ଟ

କଟକ: ଅନୁଭବ ମହାନ୍ତିଙ୍କ ହାଇକୋର୍ଟଙ୍କ ବଡ ଆଶ୍ୱସ୍ତି । ତଳ କୋର୍ଟଙ୍କ NBW ଉପରେ ରୋକ ଲଗାଇଲେ ହାଇକୋର୍ଟ । ବର୍ଷାଙ୍କୁ ଅନୁଭବ ଓ ତାଙ୍କ ସହଯୋଗୀଙ୍କ ନିର୍ଯାତନା ଅଭିଯୋଗ ମାମଲାରେ NBW ଜାରି ପାଇଁ ନିର୍ଦ୍ଦେଶ ଦେଇଥିଲେ କଟକ ସ୍ୱତନ୍ତ୍ର JMFC କୋର୍ଟ । ଏନେଇ ପୁରୀଘାଟ ଥାନା IIC ଙ୍କୁ…
Read More...

ଚାର୍ଜଫ୍ରେମ ପାଇଁ ହାଜର ନହେବାରୁ NBW ଜାରି କଲେ କୋର୍ଟ

କଟକ :ଅନୁଭବଙ୍କ ନାଁରେ NBW ଜାରି। ଅନୁଭବଙ୍କ ବିରୋଧରେ କଟକ ଜେଏମଏଫସି  ଜାରି କରିଛି NBW(ଜାମିନ ବିହୀନ ଗିରଫ ପରୱାନା)। ପୁରୀଘାଟ ଥାନାରେ ରୁଜୁ ମାମଲାରେ ଅନୁଭବଙ୍କ ନାଁରେ ଚାର୍ଜଫ୍ରେମ ହୋଇଥିଲା, ହେଲେ ହାଜର ନହୋଇ ବାରମ୍ବାର ସମୟ ମାଗୁଥିଲେ । ଚାର୍ଜଫ୍ରେମ ପାଇଁ ହାଜର ନହେବାରୁ…
Read More...

ପାରଳାଖେମୁଣ୍ଡି ଜିଲ୍ଲା କୋର୍ଟ ପରିସରରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଗଜପତି / ବିବେକାନନ୍ଦ ବେହେରା: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋର୍ଟ ପରିସରରେ ଦିନିକିଆ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା କୋର୍ଟ ଓ ଗେମେଶ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି।ଏହି…
Read More...

୨୫ ତାରିଖରେ କୋର୍ଟରେ ହାଜର ପାଇଁ ଏସଡିଜିଏମ କୋର୍ଟଙ୍କ ନିର୍ଦ୍ଦେଶ

ବ୍ୟୁରୋ : ପିଏ ଦେବନାରାୟଣ ପଣ୍ଡା ହତ୍ୟା ମାମଲାରେ ବଢିଲା ଆଇଏଏସ୍ ମନୀଷ ଅଗ୍ରୱାଲଙ୍କ ପାଇଁ ଅଡୁଆ ।ଚକ୍ରାନ୍ତ କରି ହତ୍ୟା ମାମଲାକୁ ଚାପି ଦେଇଥିଲେ । ହେଲେ ହାଜର ପାଇଁ ଏସଡିଜିଏମ କୋର୍ଟଙ୍କ ନିର୍ଦ୍ଦେଶ । ବହୁଚର୍ଚ୍ଚିତ ମାଲକାନଗିରି ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ପୂର୍ବତନ…
Read More...

ବାହାନଗା ଟ୍ରେନ୍ ଟ୍ରାଜେଡି: କୋର୍ଟ ଚାଲାଣ ହେଲେ ୩ ଅଭିଯୁକ୍ତ

ରିପୋଟର୍ସ ଟୁଡେ ବ୍ୟୁରୋ:  ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । କଡା ସୁରକ୍ଷା ଭିତରେ ଅଭିଯୁକ୍ତଙ୍କୁ କୋର୍ଟକୁ ନିଆଯାଇଥିଲା । ୩ ଜଣ ଅଭିଯୁକ୍ତ ଚନ୍ଦକା ଥାନାରେ ରହିଥିଲେ । ଆଜି ସରୁଛି ବାହାନଗା ରେଳ ଦୁର୍ଘଟଣାରେ ଗିରଫ ହୋଇଥିବା ସିନିୟର…
Read More...