Browsing Tag

corona

୪୦ ପୋଲିସ କର୍ମଚାରୀଙ୍କୁ କୋରୋନା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଦେଶରେ କୋରୋନା ସଂକ୍ରମଣ ବଢୁଛି । ଏହା ସହ କେବଳ ମହାରାଷ୍ଟ୍ର ରାଜ୍ୟରେ ସର୍ବାଧିକ ମାମଲା ସାମ୍ନାକୁ ଆସୁଛି । ଏହି ସମୟରେ ୪୦ ଜଣ ପୋଲିସ କର୍ମଚାରୀଙ୍କୁ କୋରୋନା ପଜେଟିଭ ହୋଇଥିବା ଜଣାପଡିଛି । ମହାରାଷ୍ଟ୍ରର ମାଲେଗାୱେରେ ୪୦ ପୋଲିସ କର୍ମଚାରୀଙ୍କୁ କରୋନା…
Read More...

ରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତ ସୁସ୍ଥ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତ ସୁସ୍ଥ । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରର ବୋଲି ଜଣାପଡିଛି । ଯାହାକି ଏହି ଆକ୍ରାନ୍ତ ସୁସ୍ଥ କୁ ଲଗାଇ ରାଜ୍ୟରେ…
Read More...

ନୀତି ଆୟୋଗ କାର୍ଯ୍ୟାଳୟ ସିଲ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜଧାନୀ ନୂଆଦିଲ୍ଲୀ ଆୟୋଗ କାର୍ଯ୍ୟାଳୟକୁ ସିଲ କରାଯାଇଛି । ୨ ଦିନ ପାଇଁ ନୀତି ଆୟୋଗ ବିଲ୍ଡିଂକୁ ସିଲ କରାଯାଇଥିବା ସୂଚନା ମିଳିଛି । ସେଠାରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି । ଏହା ସହ ସେଠାରେ ସାନିଟାଇଜ କରାଯାଇଛି ।…
Read More...

ଭୁବନେଶ୍ୱରରେ କୋହଳ ହେବନି କଟକଣା,ବିଏମସି କମିଶନର

(ରିପୋଟର୍ସ ଟୁଡେ/ଭୁବନେଶ୍ୱର):ଭୁବନେଶ୍ୱରେ ବଳବତ୍ତର ରହିବ ଲକଡାଉନ କଟକଣା । ଏ ନେଇ ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତିି ବିଏମସି କମିଶନର । ଭୁବନେଶ୍ୱରରେ ଏବେବି ହଟସ୍ପଟ ଅଞ୍ଚଳ ଥିବାରୁ ଲକଡାଉଡ଼ କଟକଣା ବଳବତ୍ତର ରହିବ । ଏ ନେଇ ଜନସାଧାରଣ ସହଯୋଗ କରିବା ପାଇଁ କହିଛନ୍ତି । କୋରୋନା ସଂକ୍ରମଣ…
Read More...

ରାଜ୍ୟରେ ଆଉ ଦୁଇ କୋରୋନା ଆକ୍ରାନ୍ତ ଚିହ୍ନଟ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଆଉ ଦୁଇ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାରେ ରାଜ୍ୟରେ ୮୯ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୂର୍ବରୁ ୪ଜଣ କୋରୋନା ଆକ୍ରାନ୍ତ ବ୍ୟକ୍ତି ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ବର୍ତମାନ ବାଲେଶ୍ୱର ଜିଲ୍ଲାରୁ ୨ଜଣ କୋରୋନା…
Read More...

କୋରୋନା ସଂକ୍ରମିତ ଅଞ୍ଚଳରୁ ଆସିଥିବାରୁ ଲୋକ ତାତିଲେ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ବାଲେଶ୍ୱରରୁ ଆସି ଭୁବନେଶ୍ୱରେ ରହିଛନ୍ତି କିଛି ଲୋକ । ଭୁବନେଶ୍ୱର ଘାଟିକିଆ ଅଞ୍ଚଳରେ କିଛି ଲୋକ ବାଲେଶ୍ୱରରୁ ଲକଡାଉନ ପରେ ଆସି ରହିଛନ୍ତି । ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ଘଟଣାସ୍ଥଳରେ ସ୍ୱାସ୍ଥ୍ୟ ବିଭାଗ ଟିମ ପହଞ୍ଚିଛି ।…
Read More...

୬ ମାସର ଶିଶୁକୁ କୋରୋନା,ମେଡିକାଲର ୫୪ ଜଣ ଷ୍ଟାପ କ୍ୱାରେଣ୍ଟାଇନ

(ରିପୋଟର୍ସ ଟୁଡେ/ଚଣ୍ଡିଗଡ): କୋରୋନା ସଂକ୍ରମଣରୁ କାହାରି ନୀସ୍ତାର ନାହିଁ । ମଣିଷଙ୍କଠାରୁ ଆରମ୍ଭ କରି ପଶୁଙ୍କ ଦେହରେ ଏହି ସଂକ୍ରମଣ ବ୍ୟାପିବାକୁ ଲାଗିଲାଣି । ହେଲେ ଏହି ସଂକ୍ରମଣ ସାରା ବିଶ୍ୱରେ କାୟାବିସ୍ତାର କରିବାରେ ଲାଗିଛି । ଏହି ସମୟରେ ଦେଶରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଘଟଣା ।…
Read More...

ବାସୁଦେବପୁରର ୯ଟି ପଞ୍ଚାୟତକୁ ସିଲା କଲା ପ୍ରଶାସନ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ପୁଣି ତିନି କୋରୋନା ଆକ୍ରାନ୍ତ ଚିହ୍ନଟ । ୩ ଆକ୍ରାନ୍ତଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର । ତେବେ ସେହି ବ୍ଲକର ୯ଟି ପଞ୍ଚାୟତକୁ ସିଲ କରିବା ସହ ପଞ୍ଚାୟତକୁ କଣ୍ଟେନମେଣ୍ଟ ଅଞ୍ଚଳ ବୋଲି ଘୋଷଣା କରାଯାଇଛି । ଏହି ୯ଟି ପଞ୍ଚାୟତର ୨୨ଟି ଗାଁକୁ…
Read More...

ରାଜ୍ୟରେ ୪୪ନମ୍ବର କୋରୋନା ଆକ୍ରାନ୍ତଙ୍କ ମତ୍ୟୁ,ଜଟଳି ରୋଗରେ ପିଡିତ ଥିଲେ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଦ୍ୱିତୀୟ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ସେ ପଶ୍ଚିମବଙ୍ଗରୁ ଫେରି ଚିକିତ୍ସିତ ହେଉଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଛି । ତେବେ ତାଙ୍କର ଅନ୍ୟ କିଛି ଜଟିଳ ରୋଗ ପାଇଁ ମୃତ୍ୟୁ ଘଟିଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ମାଧ୍ୟମରେ…
Read More...

୨ ମାସରେ ୨୮ଶହ ଲୋକ ପଶ୍ଚିମବଙ୍ଗୋରୁ ବାଲେଶ୍ୱର ଦେଇ ପଶି ଆସିଛନ୍ତି: ଆରଡିସି୍

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଗତ ୨ ମାସ ଭିତରେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗୋରୁ ୨୮ଶହ ରୁ ଉର୍ଦ୍ଦ ଲୋକ ସୀମା ଡେଇଁ ବାଲେଶ୍ୱରକୁ ପଶି ଆସିଛନ୍ତି । ଲକଡାଉନ ପରେ ମଧ୍ୟ କିଛି ଲୋକ ପଶି ଆସିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ, ରାଜ୍ୟରେ କେରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ବିଶେଷ କରି…
Read More...