ପୁଣି ଆରମ୍ଭ ହେଲା ଲକଡାଉନ !
ସାଂଘାଇ: ଚୀନରେ କରୋନା ମହାମାରୀକୁ ନେଇ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କୋଭିଡ ପଲିସି କାରଣରୁ ହଇଚଇ ସୃଷ୍ଟି ହୋଇଛି । ଜାରି ହୋଇଥିବା କୋଭିଡ ପଲିସି କାରଣରୁ ଅଳ୍ପ ମାମଲା ସାମ୍ନାକୁ ଆସିବା ପରେ ଅନେକ ସହରରେ ଲକଡାଉନ୍ ଘୋଷଣା କରାଯାଇଛି । ଚୀନର ବର୍ତ୍ତମାନ ୨୭ଟି ସହରରେ ଲକଡାଉନ୍ ଲାଗିଛି…
Read More...
Read More...