ଭାରତରେ କୋରୋନା ମାମଲା ସଂଖ୍ୟା ୩,୩୯୫ ଛୁଇଁଛି
ନୂଆଦିଲ୍ଲୀ-: ଦେଶରେ କୋରୋନା ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ କୋରୋନା ସଂକ୍ରମଣ ମାମଲା ୩ ହଜାର ଉପରେ ପହଞ୍ଚିଛି । ଭାରତରେ ଏଯାଏଁ କୋରୋନା ମାମଲା ସଂଖ୍ୟା ୩,୩୯୫ ଛୁଇଁଛି । କେରଳରେ ସର୍ବାଧିକ ୧୩୩୬ଟି ଆକ୍ଟିଭ ମାମଲା ରହିଛି ।
ଦେଶରେ ପୁଣି ଚିନ୍ତା…
Read More...
Read More...