Browsing Tag

corona

ରାଜ୍ୟରେ ଯଦି କରୋନା ମାମଲା ଲଗାତାର ବୃଦ୍ଧି ପାଏ ତେବେ ଖୁବଶୀଘ୍ର କରୋନା ମାର୍ଗଦର୍ଶିକା ଆଣିପାରନ୍ତି ରାଜ୍ୟ ସରକାର

ଭୁବନେଶ୍ୱର-: ରାଜ୍ୟରେ ପ୍ରତିଦିନ କିଛି କିଛି କରୋନା ରୋଗୀ ଚିହ୍ନଟ ହେଉଥିବା ବେଳେ ଏହା ଚିନ୍ତାର କାରଣ ସାଜିଛି । ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୯ ଏବଂ ପୁରୀ,…
Read More...

ରାଜ୍ୟରେ ପୁଣି ଚିହ୍ନଟ ହେଲେ ୭ ନୂଆ କରୋନା ପଜିଟିଭ

ଭୁବନେଶ୍ୱର-: ରାଜ୍ୟକୁ ଘାରିଲାଣି କରୋନା ଭୟ । ରାଜ୍ୟରେ ପୁଣି ଚିହ୍ନଟ ହେଲେ ୭ ନୂଆ କରୋନା ପଜିଟିଭ । ଏଥି ସହିତ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି ହୋଇଛି । ଏଯାବତ୍ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬, କଟକ ଜିଲ୍ଲାରୁ ୯ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ…
Read More...

ଭୁବନେଶ୍ବରରୁ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ରାଜ୍ୟକୁ ଫେରିଲା କରୋନା । ତିନି ବର୍ଷ ବ୍ୟବଧାନ ପରେ ରାଜ୍ୟଧାନୀକୁ ଫେରିଛି କରୋନା । କୋଭିଡର ନୂଆ ଆକ୍ରାନ୍ତ ଚିହ୍ନଟ ନେଇ ମିଳିଲା ସୂଚନା । ଭୁବନେଶ୍ବରରୁ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛି । ଜଣେ ବୟସ୍କ ପୁରୁଷ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି ।…
Read More...

କର୍ଣ୍ଣାଟକକୁ ଫେରିଲା କ୍ୱାରେଣ୍ଟାଇନ : କରୋନା ସଂକ୍ରମିତ ହେଲେ ୭ ଦିନ ସଙ୍ଗରୋଧ

କର୍ଣ୍ଣାଟକ : କର୍ଣ୍ଣାଟକକୁ  ଫେରିଲା କ୍ୱାରେଣ୍ଟାଇନ । କାରୋନା ସଂକ୍ରମିତ ବ୍ୟାକ୍ତି ୭ଦିନ ପର୍ଯ୍ୟନ୍ତ ଘରୋଇ ସଙ୍ଗରୋଧରେ ରହିବେ । ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବେ, ସେମାନଙ୍କର କୋଭିଡ ପରୀକ୍ଷା କରାଯିବ । ଘରୋଇ ସଙ୍ଗରୋଧରେ ଥିବା ସରକାରୀ ଓ ବେସରକାରୀ କମ୍ପାନୀର…
Read More...

ତଥ୍ୟ ଦେବାକୁ କହିଲା WHO

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଜିନିଭାରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦେଶ ଡାକ୍ତର ଟେଡ୍ରସ୍ ଆଧନୋମ୍ ଗେବ୍ରେସିୟସ୍ କହିଛନ୍ତି, କୋଭିଡ୍-୧୯ର ଉତ୍ପତ୍ତି ସମ୍ବନ୍ଧୀୟ ପ୍ରତ୍ୟେକଟି ଅଧ୍ୟୟନ ତୁରନ୍ତ ଆନ୍ତର୍ଜାତିକ ସମୁଦାୟଙ୍କୁ ସେୟାର୍ କରାଯିବା ଆବଶ୍ୟକ। ଏହି ତଥ୍ୟାବଳି ୩ ବର୍ଷ…
Read More...

୬ ମାସ ପରେ କରୋନା ସଂକ୍ରଣଣରେ ଲାଗିଲା ବଡ ବ୍ରେକ

ବ୍ୟୁରୋ: ଦୀର୍ଘ ୬ ମାସ ପରେ କରୋନା ସଂକ୍ରମଣରେ ଏକ ବଡ ଧରଣର ବିିରାମ ଲାଗିଛି ।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ସର୍ବନିମ୍ନ ସଂକ୍ରମଣ ରେକର୍ଡ ହୋଇଛି । ୧୩୩୪ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୧୬ ମୃତ୍ୟୁ ହୋଇଛି । ତେବେ ଏଥି ସହିତ ମୋଟ…
Read More...

ଭାରତରେ ଚିହ୍ନଟ ହେଲା ଓମିକ୍ରନ୍‌ ସବ୍‌-ଭାରିଆଣ୍ଟ BQ.1ର ପ୍ରଥମ ମାମଲା

ପୁଣେ : ଦେଶରେ ଚିହ୍ନଟ ହୋଇଛି କରୋନାର ନୂଆ ଭାରିଆଣ୍ଟର ସବ୍‌-ଭାରିଆଣ୍ଟ । ମହାରାଷ୍ଟ୍ରର ପୁଣେରେ ଓମିକ୍ରନର ସବ୍‌-ଭାରିଆଣ୍ଟ ଅର୍ଥାତ୍‌ BQ.1ର ପ୍ରଥମ ମାମଲା ମିଳିଛି। ଗୋଟିଏ ପଟେ ଭାରତରେ ଉତ୍ସବ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଅନ୍ୟପଟେ କରୋନାର ନୂଆ ଭାରିଆଣ୍ଟ ସମସ୍ତଙ୍କ ମୁଣ୍ଡ ବିନ୍ଧ…
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୯ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଏବେ ଧୀରେ ଧୀରେ ହ୍ରାସ ପାଇଛି । ଏହି ସଂକ୍ରମଣ ୨ ଶହ ତଳକୁ ରହିଛି । ଗତକାଲି ୧୯୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୩ ଜଣ…
Read More...

ରାଜ୍ୟରେ ଆଜି ୩୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି। ଗତକାଲି ୪୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୩୮୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୫୮ ଜଣ ଅଛନ୍ତି। ସଂଗରୋଧ କେନ୍ଦ୍ରରୁ ୨୨୪ ଜଣ ସଂକ୍ରମିତ ଚିହ୍ନଟ…
Read More...

ରାଜ୍ୟରେ ୧୦୦୦ ପାର୍ ହେଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣର ମାତ୍ରା । ଆଜି ରାଜ୍ୟରେ ୧୦୦୦ ଟପିଛି ଦୈନିକ ସଂକ୍ରମଣର ମାତ୍ରା । ୨୪ ଘଣ୍ଟା ଭିତରେ ୧୦୪୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ବର୍ଗରୁ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୦୯ ଓ…
Read More...