Browsing Tag

Congress

ରାୟବରେଲି ଲୋକସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତ ରାହୁଲ ଗାନ୍ଧ

ଲକ୍ଷ୍ନୌ : କଂଗ୍ରେସ ରାହୁଲ ଗାନ୍ଧି ଉତ୍ତର ପ୍ରଦେଶର ରାୟବରେଲି ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହି ସମୟରେ ତାଙ୍କ ସହିତ ତାଙ୍କ ମା ସୋନିଆ ଗାନ୍ଧି ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସ ହଠାତ ରାହୁଲ ଗାନ୍ଧିଙ୍କୁ ରାୟବରେଲି ଆସନ ପାଇଁ ପ୍ରାର୍ଥୀ…
Read More...

ଆଜି ରାୟଗଡ଼ା ଆସିବେନି କଂଗ୍ରେସ ନେତା ରାହୁଲ ଗାନ୍ଧି

ଭୁବନେଶ୍ୱର: ରାହୁଲଙ୍କ ଓଡିଶା ଗସ୍ତ ବାତିଲ। ଆଜି ରାୟଗଡ଼ା ଆସିବେନି କଂଗ୍ରେସ ନେତା ରା ହୁଲ ଗାନ୍ଧି । କଂଗ୍ରେସ ରାଏବରେଲି ଆସନ ପାଇଁ ରାହୁଲଙ୍କ ନାଁ ଘୋଷଣା କରିବା ପରେ ଓଡ଼ିଶା ଗସ୍ତ ବାତିଲ୍ ହୋଇଛି । ଆଜି ସେ ରାଏରବେଲିରୁ ନାମାଙ୍କନ ଭରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା…
Read More...

ନାମାଙ୍କନ ଭରିଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା

କଣ୍ଟାବାଞ୍ଜି: ନାମାଙ୍କନ ଭରିଲେ କଂଗ୍ରେସ  ବିଧାୟକ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ପାଇଁ ଆଜି କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ନିଜର ସମର୍ଥକଙ୍କ ସହ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ତାଙ୍କ ନାମାଙ୍କନ…
Read More...

କଂଗ୍ରେସରେ ମିଶିଲେ କେନ୍ଦ୍ରାପଡାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ

ଭୁବନେଶ୍ୱର: କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ । କଂଗ୍ରେସ ଭବନରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଉପସ୍ଥିତିରେ ସିପ୍ରା ଦଳରେ ବିଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି । କଂଗ୍ରେସରେ ଯୋଗଦେବା ପରେ ସିପ୍ରା କହିଛନ୍ତି ଯେ , ଏହା ମୋ ପାଇଁ…
Read More...

୪ଟି ବିଧାନସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର: ଆଉ ୪ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କଲା ରାଜ୍ୟ କଂଗ୍ରେସ । ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର ମଧ୍ୟରୁ ପ୍ରକାଶ ଜେନା ଓ ଭୁବନେଶ୍ୱର ଉତ୍ତରରୁ ଅଶୋକ ଦାସଙ୍କ ନାମ ଘୋଷଣା କରିଛି କଂଗ୍ରେସ ।
Read More...

କଂଗ୍ରେସରୁ ୬ ବର୍ଷ ପାଇଁ ବହିଷ୍କୃତ ହେଲେ ବରିଷ୍ଠ ନେତା ସୁର ରାଉତରାୟ

ଭୁବନେଶ୍ୱର: କଂଗ୍ରେସରୁ ବହିଷ୍କୃତ ହେଲେ ବରିଷ୍ଠ ନେତା ସୁର ରାଉତରାୟ । ତାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍ମାର କରାଯାଇଛି । ଏନେଇ ଏଆଇସିସି ପକ୍ଷରୁ ପ୍ରେସ ରିଲିଜ ଜରିଆରେ ଆଜି ସୂଚନା ଦିଆଯାଇଛି । ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କ ବିରୁଦ୍ଧରେ ଏଆଇସିସି କାର୍ଯ୍ୟାନୁଷ୍ଠାନ…
Read More...

ସାଧାରଣ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ

ଭୁବନେଶ୍ବର:ଘୋଷଣା ହୋଇଛି କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ସାଧାରଣ ନିର୍ବାଚନ-୨୦୨୪ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟ ରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କରିଥିଲା। ଏବେତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ୭୫ଟି ବିଧାନସଭା ଆସନ…
Read More...

୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ଜାରି କରିଛି ନିର୍ବାଚନୀ ଇସ୍ତାହାର

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ଜାରି କରିଛି ନିର୍ବାଚନୀ ଇସ୍ତାହାର। ନୂଆଦିଲ୍ଳୀ କଂଗ୍ରେସ କାର୍ଯ୍ୟାଳୟରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, କଂଗ୍ରେସ ନେତା ପି. ଚିଦାମ୍ବରମ, ସାଧାରଣ ସମ୍ପାଦକ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଲୋକସଭା…
Read More...

କଂଗ୍ରେସରୁ ଇସ୍ତଫା ଦେଲେ ପିସିସି ଉପସଭାପତି ବିଶ୍ୱଭୂଷଣ ଦାସ

ଭୁବନେଶ୍ବର : କଂଗ୍ରେସ ଛାଡିଲେ ବିଶ୍ୱଭୂଷଣ ଦାସ । ପିସିସି ଉପସଭାପତି ତଥା କଂଗ୍ରେସ ନେତା ବିଶ୍ବଭୂଷଣ ଦାସ ହାତ ଛାଡିଥିବା କୁହାଯାଉଛି । ସେ ତାଙ୍କର ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଥିବା କୁହାଯାଉଛି । ବିଶ୍ବଭୂଷଣ ପିସିସି ଉପସଭାପତି ଭାବେ କାର୍ଯ୍ୟ…
Read More...

କଂଗ୍ରେସର ସବୁ ପଦ ପଦବିରୁ ଇସ୍ତଫା ଦେଇଛନ୍ତି ବାପି ସର୍ଖେଲ

ଭୁବନେଶ୍ୱର: କଂଗ୍ରେସ ଛାଡିଲେ ଅରିନ୍ଦମ ସର୍ଖେଲ । ସମସ୍ତ ପଦ ପଦବି ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବାପି ସର୍ଖେଲ । ତେବେ ପିସିସି ସଭାପତିଙ୍କୁ ସେତାଙ୍କର ଇସ୍ତଫା ପତ୍ର ପଠାଇ ଥିବା କୁହାଯାଉଛି । ସେ ନିଜର ଇସ୍ତଫା ସମ୍ପର୍କରେ ସୂଚନା ଦେଇ କ ହିଛନ୍ତି ଯେ କଂଗ୍ରେସ ତାଙ୍କୁ…
Read More...