Browsing Tag

Congress

ସାମ୍ବିଧାନିକତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ କଂଗ୍ରେସ

ବ୍ୟୁରୋ-: ଉଭୟ ଗୃହରେ ପାରିତ ହୋଇଛି ବିବାଦୀୟ ଓ୍ବାକଫ୍ ବିଲ୍ । ଏବେ ଖାଲି ରାଷ୍ଟ୍ରପତିଙ୍କ ମୋହରକୁ ଅପେକ୍ଷା, ପୂର୍ଣ୍ଣାଙ୍ଗ ଆଇନରେ ପରିଣତ ହେବ ଓ୍ବାକଫ୍ ସଂଶୋଧିତ ବିଲ୍ ୨୦୨୫ । ହେଲେ ଏବେ ବି ହାର୍ ମାନି ନାହାନ୍ତି ବିରୋଧୀ । ଖୁବଶୀଘ୍ର ଓ୍ବାକଫ୍ ବିଲ୍ ନେଇ ସୁପ୍ରିମକୋର୍ଟରେ…
Read More...

ଅନୁପ୍ରବେଶକାରୀଙ୍କ ବୟାନକୁ ନେଇ ରାହୁଲ ଗାନ୍ଧୀଙ୍କୁ ବିଜେପିର ପ୍ରଶ୍ନ

ସଂସଦରେ  ଚୀନ କଥା ଉଠାଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଚୀନ ଓ ଭାରତ ସୀମା ଭିତରେ ଅନୁପ୍ରବେଶ କରି ପ୍ରାୟ ୪ହଜାର ବର୍ଗ କିଲୋମିଟ କବଜା କରିଥିବା ଅଭିଯୋଗ ଆଣି ମୋଦୀ ସରକାଙ୍କୁ ଶାଣିତ ଆକ୍ରମଣ କରିବା ପରେ ଏବେ ଏହାକୁ ବିଜେପି ଜୋରଦାର ବିରୋଧ କରିଛି…
Read More...

ଜୟଦେବ ଜେନାଙ୍କ ବଡ ବୟାନ : ୨୦୨୯ରେ ଏକାକୀ ଆସିବ କଂଗ୍ରେସ

ଭୁବନେଶ୍ୱର : ପୂର୍ବତ୍ତନ ପିସିସି ସଭାପତି ତଥା ଦଳର ଅନ୍ୟତମ ବରିଷ୍ଠ ନେତା ଜୟଦେବ ଜେନାଙ୍କ ବୟାନ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି । ସେ କହିଛନ୍ତି , କଂଗ୍ରେସ ରେ ସବୁକିଛି ଠିକଠାକ ଚାଲିଛି କୌଣସି କନ୍ଦଳ ନାହିଁ । କିନ୍ତୁ ନିକଟରେ ଦଳର ହେବିୱେଟ ତାର ବାହିନୀ ପାଟି ଓ ପଞ୍ଚାନନ…
Read More...

ରାହୁଲ ଗାନ୍ଧୀ ବିରୋଧି ଦଳର ନେତା ହେବାପରେ ପିସିସି ଓ ଭୁବନେଶ୍ୱର ଡିସିସି ପକ୍ଷରୁ ମିଠା ବଣ୍ଟନ

ଭୁବନେଶ୍ୱର : ମାନ୍ୟବର କଂଗ୍ରେସ ସାଂସଦ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧି ଦଳର ନେତା ହେବାପରେ ଖୁସି ପ୍ରକଟ କରିଛନ୍ତି ରାଜ୍ୟ କଂଗ୍ରେସର ନେତୃବୃନ୍ଦ । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଓଡ଼ିଶା…
Read More...

ମୋଦୀ ସରକାର ହିଁ ପେପର ଲିକ୍ ସରକାର- କଂଗ୍ରେସ

ଭୁବନେଶ୍ୱର : କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର ଆସିବା ପରେ ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଓ ଅନିୟମିତତାର ଅନେକ ନଜିର ରହିଛି । ବିଜେପି ଶାସିତ ରାଜ୍ୟ ସରକାର ମାନଙ୍କରେ ସର୍ବାଧିକ ପ୍ରଶ୍ନପତ୍ର ପ୍ରଘଟ ହୋଇଛି । ଏହି ମଡେଲକୁ ମୋଦୀ ସରକାର ଆପଣାଇ ବିଗତ ୭ ବର୍ଷରେ ୭୦ରୁ…
Read More...

୧୯୦୦ କୋଟି ଟଙ୍କା ଭବିଷ୍ୟନିଧି ଟ୍ରଷ୍ଟରେ ଜମା ନଥିଲେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ବିଧାନସଭା ସମ୍ମୁଖରେ ହେବ ଆନ୍ଦୋଳନ

ଭୁବନେଶ୍ୱର: ସେସ୍କୋର ଦେୟ ୧୯୦୦ କୋଟି ଟଙ୍କାର ଭବିଷ୍ୟନିଧି ଫଣ୍ଡ ଟ୍ରଷ୍ଟରେ ଜମାକାରିନଥିବାରୁ ପ୍ରାୟ ୫୦୦୦ରୁ ଉଦ୍ଧ୍ୱର୍ ବିଦ୍ୟୁତ କର୍ମଚାରୀଙ୍କ ଭବିଷ୍ୟନିଧିôରେ ପେନସନ୍ ପାଇବାରେ ଅସୁବିଧା ହେବ । ଏବଂ ଏହି ସେସ୍କୋ କର୍ମଚାରୀ ସଂପ୍ରତି ଟାଟାରେ କାମ କରୁଛନ୍ତି । ସେସ୍କୋକୁ ଟାଟା କମ୍ପାନୀ…
Read More...

ଦିନିକିଆ ଓଡିଶା ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

ଝାରସୁଗୁଡା: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଘନ ଘନ ଓଡିଶା ଗସ୍ତ କରୁଛନ୍ତି କେନ୍ଦିୟ ମନ୍ତ୍ରୀ । ସେହି ପରି ଆଜି ଦିନିକିଆ ତ୍ତ୍ୱଓଡିଶା ଗସ୍ତରେ ଆସିଛନ୍ତି ରାହୁଲ ଗାନ୍ଧୀ । ଏବେ ସେ ଝାରସୁଗୁଡାରେ ପହଞ୍ଚି ଥିବା ସୂଚନାର ରହିଛି । ସେଠାରୁ ସେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବଲାଙ୍ଗୀର…
Read More...

ପୁରୀ କଂଗ୍ରେସର ପ୍ରାର୍ଥୀ ଅଦଳବଦଳକୁ ନେଇ ଅସନ୍ତୁଷ୍ଟ କର୍ମୀ

ପୁରୀ : ପୁରୀ କଂଗ୍ରେସର ପ୍ରାର୍ଥୀ ଅଦଳବଦଳକୁ ନେଇ ତୁମୁଳ କାଣ୍ଡ।  ଅସନ୍ତୁଷ୍ଟ କର୍ମୀଙ୍କ କଂଗ୍ରେସ ଭବନରେ ଭଙ୍ଗାରୁଜା । ସୁଜିତ ମହାପାତ୍ରଙ୍କ ସମର୍ଥକ ମାନେ ଭଙ୍ଗାରୁଜା କରିବା ସହ ଉମା ରଥ ଗୋବ୍ୟାକ ନାରା ଦେଇଛନ୍ତି । ତେବେ ଗତକାଲି କଂଗ୍ରେସ ପକ୍ଷରୁ ସୁଜିତ ମହାପାତ୍ର ନାମାଙ୍କନ ଦାଖଲ…
Read More...

ପ୍ରକାଶ ପାଇଛି କଂଗ୍ରେସର ୪୦ ଜଣିଆଣି ଷ୍ଟାର୍ ପ୍ରଚାରକ ତାଲିକା

ଭୁବନେଶ୍ବରଶ୍ବ :  ପ୍ରକାଶ ପାଇଛି କଂଗ୍ରେସର ଷ୍ଟାର୍ ପ୍ରଚାରକ ତାଲିକା ।  କଂଗ୍ରେସର ୪୦ ଜଣିଆଣି ଷ୍ଟାର୍ ପ୍ରଚାରକ ତାଲିକା ପ୍ରକାଶ ପାଇଛି । ଓଡିଶାରେ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଙ୍କ ପାଇଁ ପ୍ରଚାର କରିବେ । ଏହି ତାଲିକାରେ ମଲ୍ଲିକା ର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ,…
Read More...

ଟିକେଟ୍ ଫେରାଇଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ପୁରୀରେ କଂଗ୍ରେସକୁ ବଡ ଝଟକା ଲାଗିଛି । ଟିକେଟ୍ ଫେରାଇଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି । ଏନେଇ ସେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କୁ ଇମେଲ ପଠାଇଛନ୍ତି ।ତେବେ ମୁଖ୍ୟତଃ ସେ ଦୁଇଟି…
Read More...