Browsing Tag

Congress

କଂଗ୍ରେସ ପକ୍ଷରୁ ଜାତୀୟ ମେଧା ଅନ୍ୱେଷଣ କାର୍ଯ୍ୟକ୍ରମରେ ଭାଗନେବା ନିମନ୍ତେ ଆହ୍ୱାନ

କଂଗ୍ରେସ ପକ୍ଷରୁ ଜାତୀୟ ମେଧା ଅନ୍ୱେଷଣ କାର୍ଯ୍ୟକ୍ରମ ସମଗ୍ର ଦେଶରେ ଆରମ୍ଭ ହୋଇଥିବା ବେଳେ ଏଥିରେ ଭାଗ ନେବା ନିମନ୍ତେ ଜିଲ୍ଲା ସ୍ତରରେ କଂଗ୍ରେସ କର୍ମୀ ମାନଙ୍କୁ ଆହ୍ୱାନ କରାଯାଉଛି l ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଡାକ୍ତର ଦେବସ୍ମିତା ଶର୍ମା ଏକ ସାମ୍ବାଦିକ…
Read More...

ଗୃହରେ ପାଣ୍ଡିଆନ ଝଡ: ମୁଲତବି ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନ ପ୍ରସଙ୍ଗ

ଭୁବନେଶ୍ଵର: ଗୃହରେ ମୁଲତବି ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନ ପ୍ରସଙ୍ଗ । ବିଜେଡି ବିଧାୟକଙ୍କୁ କାଗଜ ବାଘ କହି ତାଚ୍ଛଲ୍ୟ କଲେ ପ୍ରତାପ ଚନ୍ଦ୍ର ନାୟକ । ପାଣ୍ଡିଆନଙ୍କ ସମୟରେ ବିଜେଡି ବିଧାୟକମାନେ କାଗଜ ବାଘ ଥିଲେ । ରାଜା ଭାଇଙ୍କୁ ଆହ୍ୱାନ, ନବୀନଙ୍କୁ ନେଇ ଗୋଟିଏ ବହି ଲେଖାଯାଉ ।…
Read More...

‘ବିଭୀଷଣ’ ମନ୍ତବ୍ୟକୁ ନେଇ ପୁଣି ଥରେ ମୁହଁ ଖୋଲିଲେ ପିସିସି ସଭାପତି

ଭୁବନେଶ୍ଵର: ‘ବିଭୀଷଣ’ ମନ୍ତବ୍ୟକୁ ନେଇ ପୁଣି ଥରେ ମୁହଁ ଖୋଲିଲେ ପିସିସି ସଭାପତି । ମୋର ମନ୍ତବ୍ୟକୁ ଘାଣ୍ଟି ଚକଟି ଭିନ୍ନ ଭାବରେ ଚିତ୍ରଣ କରାଯାଉଛି । ପ୍ରଶ୍ନ ପଚରା ଯିବାରୁ ଏଭଳି ମୁଁ କହିଥିଲି । ଵିଭୀଷଣ ଭଗବାନଙ୍କ ଶରଣରେ ଥିଲେ, କଥା ଛଳରେ ମୁଁ କହିଥିଲି । ଏ ସମୟରେ ଅଯଥା ବାଦ ବିବାଦ…
Read More...

ବିରୋଧୀଦଳ ନେତା ରାହୁଲ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ଖୋଲା ଚିଠି, ସାମ୍ବିଧାନିକ ସଂସ୍ଥାକୁ କଳଙ୍କିତ ପ୍ରୟାସକୁ ନିନ୍ଦା

ନୂଆଦିଲ୍ଲୀ: ବିରୋଧୀଦଳ ନେତା ରାହୁଲ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ଖୋଲା ଚିଠି । ୧୬ ବିଚାରପତି, ୧୨୩ ଅବସରପ୍ରାପ୍ତ ପ୍ରଶାସକଙ୍କ ସହ ୨୭୨ ବ୍ୟକ୍ତିଙ୍କ ଚିଠି । ନିର୍ବାଚନ କମିଶନ ଭଳି ସାମ୍ବିଧାନିକ ସଂସ୍ଥାକୁ କଳଙ୍କିତ ପ୍ରୟାସକୁ ନିନ୍ଦା । ଗଭୀର ଚିନ୍ତା ପ୍ରକାଶ କରୁଛୁ, ଗଣତନ୍ତ୍ର ଆଜି…
Read More...

ରାହୁଲ ଗାନ୍ଧୀ ଓ କଂଗ୍ରେସ ବିରୋଧରେ ଚିଠି ଜାରି କଲେ ପୂର୍ବତନ ବିଚାରପତି

ଦେଶର ୨୭୨ ଜଣ ପ୍ରମୁଖ ନାଗରିକ, ଯେଉଁଥିରେ ୧୬ ଜଣ ପୂର୍ବତନ ବିଚାରପତି, ୧୨୩ ଜଣ ଅବସରପ୍ରାପ୍ତ ଅମଲା ଏବଂ ୧୩୩ ଜଣ ଅବସରପ୍ରାପ୍ତ ସାମରିକ ଅଧିକାରୀ ସାମିଲ ଅଛନ୍ତି, ଏକ ଚିଠି ଜାରି କରି ବିରୋଧୀ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ସାମ୍ବିଧାନିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରୁଥିବା…
Read More...

ପିସିସି ସଭାପତିଙ୍କୁ ନାଣ୍ଡୁଙ୍କ କାଉଣ୍ଟର, କହିଲେ ଦିଲ୍ଲୀରେ କଂଗ୍ରେସରେ ମିଶିବି

ଭୁବନେଶ୍ଵର: ପିସିସି ସଭାପତି ଭକ୍ତ ଦାସଙ୍କୁ ଯାତ୍ରା ପାର୍ଟି ମାଲିକ ନାଣ୍ଡୁ ଧଳଙ୍କ କାଉଣ୍ଟର । ଭକ୍ତ ଓ ତାଙ୍କ ପୁଅଙ୍କ ନାଁରେ ୬ରୁ ଊର୍ଦ୍ଧ୍ବ ମାମଲା ରହିଛି । ଲାଞ୍ଚ, ହତ୍ୟା ଧମକ, ଟଙ୍କା ହେରଫେର୍ ଭଳି ସଙ୍ଗୀନ ଅଭିଯୋଗ ରହିଛି । ଯଦି ରାଜନୀତିରେ ଏସବୁ ଧରାଯାଏ ତେବେ କଂଗ୍ରେସରେ କେହି…
Read More...

ବିଜେପି ଓ ବିଜେଡି ବଡ଼ ବେପାରୀ ଦଳ, ଆମେ ଲୋକଙ୍କ ଦଳ: ତାରା ବାହିନୀପତି

ଭୁବନେଶ୍ଵର: ନୂଆପଡ଼ା ଉପନିର୍ବାଚନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ । ସେ କହିଛନ୍ତି ବିଜେପି ଓ ବିଜେଡି ବଡ଼ ବେପାରୀ ଦଳ । ଆମେ ଲୋକଙ୍କ ଦଳ। ଭକ୍ତ ଦାସ ଠିକ ସମୟରେ ଠିକ ନିଷ୍ପତ୍ତି ନେଇଛନ୍ତି । କଂଗ୍ରେସ ପ୍ରାର୍ଥୀ ହେଉଛନ୍ତି ଆଦିବାସୀ । ସେଠି ଆଦିବାସୀଙ୍କୁ ଗୁରତ୍ବ…
Read More...

ନୂଆପଡ଼ା ଉପନିର୍ବାଚନ ଘାସିରାମ ମାଝୀ ନୂଆପଡ଼ା ପାଇଁ କଂଗ୍ରେସ ପ୍ରାର୍ଥୀ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଘାସିରାମ ମାଝୀ ନୂଆପଡ଼ା ପାଇଁ କଂଗ୍ରେସ ପ୍ରାର୍ଥୀ । AICC ପକ୍ଷରୁ ଘାସିରାମଙ୍କ ପ୍ରାର୍ଥୀତ୍ୱ ଘୋଷଣା । ଏହା ପୂର୍ବରୁ ଘାସିରାମ ମାଝୀଙ୍କୁ ନୂଆପଡାର ଜିଲ୍ଲା ସଭାପତି ଭାବେ ମନୋନୀତ କରିଥିଲା AICC । ୨୦୨୪…
Read More...

ଲୁଟ୍ କରୁଛି କଂଗ୍ରେସ, ଝାରସୁଗୁଡା ସମାବେଶରେ ବିରୋଧିକୁ ଧୋଇଲେ ମୋଦି

ଝାରସୁଗୁଡ଼ା: ଝାରସୁଗୁଡ଼ା ଅମଲିପାଲିରେ ଯୁବ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇ ଏକ ବିଶାଳ ରାଲି କରିଛନ୍ତି । ଏଥିସହ ଝାରସୁଗୁଡ଼ା ସମାବେଶରେ ପ୍ରଧାନମନ୍ତ୍ରୀ ଝାରସୁଗୁଡାବାସୀଙ୍କୁ ସମ୍ବୋଧନ କରିଛନ୍ତି । ମୋଦି କହିଛନ୍ତି, ଦେଢ଼ ବର୍ଷ ପୂର୍ବେ ବିଧାନସଭା ନିର୍ବାଚନରେ ନୂଆ ସଂକଳ୍ପ…
Read More...

୩୫ ଜିଲ୍ଲା ପାଇଁ ସଭାପତି ଘୋଷଣା କଲା କଂଗ୍ରେସ

ଭୂବନେଶ୍ଵର: ୩୫ ଜିଲ୍ଲା ପାଇଁ ସଭାପତି ଘୋଷଣା କଲା କଂଗ୍ରେସ । ପିସିସି ସଭାପତିଙ୍କ ଅନୁମୋଦନ ପରେ ୩୫ ଜିଲ୍ଲା ସଭାପତିଙ୍କ ନିଯୁକ୍ତି । ଘାସିରାମ ମାଝୀଙ୍କୁ ମିଳିଲା ନୂଆପଡ଼ା ଜିଲ୍ଲାର ଦାୟିତ୍ବ । ପ୍ରକାଶ ଚନ୍ଦ୍ର ଜେନାଙ୍କୁ ଭୁବନେଶ୍ବର ଦାୟିତ୍ବ । ପ୍ରଦୀପ୍ତ କୁମାର ଦାସ କଟକ ଓ ଗିରିବାଳା…
Read More...