Browsing Tag

CONGRESS PRESIDENT ELECTION

ସଭାପତି ପଦର ଦାୟୀତ୍ୱ ନେଲେ ଖଡଗେ

ନୂଆଦିଲ୍ଲୀ:ଆଜି କଂଗ୍ରେସର ନବ ନିର୍ବାଚିତ ଅଣ ଗାନ୍ଧୀ ଅଧ୍ୟକ୍ଷ ମଲ୍ଲୀକାର୍ଜୁନ ଖଡଗେ ପଦଭାର ସମ୍ଭାଳିଛନ୍ତି  ।  ନୂଆଦିଲ୍ଲୀ ସ୍ଥିତ ଏଆଇସିସି କାର୍ୟ୍୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ୟର୍୍୍ୟକ୍ରମ ମାଧ୍ୟମରେ ଖଡଗେ ଦାଇତ୍ୱ ଗ୍ରହଣ କରିବା ସମୟରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି…
Read More...

ଆସନ୍ତାକାଲି କଂଗ୍ରେସକୁ ମିଳିବ ନୂଆ ସଭାପତି

ବ୍ୟୁରୋ:ଭାରତର ବରିଷ୍ଠ ଦଳ ତଥା ଜାତୀୟ କଂଗ୍ରେସ ପଲିଟିକ୍ସି ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଦଳର ସଭାପତି ନିର୍ବାଚନ ପାଇଁ ଦୀର୍ଘ ଦିନ ଧରି ଚାଲିଥିଲା କଷରତ । ଗତକାଲି ଏ ନେଇ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଉଭୟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇସାରିଛି ।…
Read More...