୯A କୋଟଲା ରୋଡରେ ଜାତୀୟ କଂଗ୍ରେସର ନୂଆ କାର୍ଯ୍ୟାଳୟ..
କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀ ବୁଧବାର ଦଳର ନୂତନ ମୁଖ୍ୟାଳୟ 'ଇନ୍ଦିରା ଭବନ'ର ଉଦଘାଟନ କରିଛନ୍ତି। ଗତ ପାଞ୍ଚ ଦଶନ୍ଧି ଧରି ଦଳର ମୁଖ୍ୟାଳୟ ଥିଲା '୨୪ ଆକବର ରୋଡ୍ '। ବର୍ତ୍ତମାନ ମୁଖ୍ୟ ବିରୋଧୀ ଦଳର ନୂତନ ମୁଖ୍ୟାଳୟ '୯A କୋଟଲା ମାର୍ଗରେ' ନିର୍ମାଣ କରାଯାଇଛି। ସୋନିଆ ଗାନ୍ଧୀ…
Read More...
Read More...