Browsing Tag

Commissionerate Police

ଜିରୋ ନାଇଟ ପାଇଁ କମିସନରେଟ ପୋଲିସର ସୁରକ୍ଷା କଡ଼ାକଡ଼ି

ଭୁବନେଶ୍ଵର: ଆଉ ଦିନ କେଇଟା ପରେ ବିଦାୟ ନେବ ବର୍ଷ ୨୦୨୫। ଧୁମ୍‌ଧାମରେ ପାଳନ ହେବ ନୂତନ ବର୍ଷର ପ୍ରଥମ ମୁହୂର୍ତ୍ତ। ଭୁବନେଶ୍ୱରବାସୀ ଜିରୋ ନାଇଟ୍‌ ସେଲିବ୍ରେସନ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର…
Read More...

ବସ୍ତିରେ କମିଶନରେଟ୍ ପୋଲିସ ଖୋଲିବ ପାଠାଗାର

ଭୁବନେଶ୍ୱର: ରାଜଧାନୀରେ ଆଉ ପାଦେ ଆଗେଇଲା ବସ୍ତିକୁ ଚାଲ ଅଭିଯାନ । ବସ୍ତିରେ କମିଶନରେଟ୍ ପୋଲିସ ଖୋଲିବ ପାଠାଗାର । ଅପରାଧ ମୁକ୍ତ ବସ୍ତି ପରେ ପିଲାଙ୍କ ପାଠପଢ଼ା ପାଇଁ ବସ୍ତିରେ ଖୋଲିବ ପାଠାଗାର, ମିଳିବ କମ୍ପ୍ୟୁଟର । ଆଧୁନିକରଣର ରାସ୍ତାରେ ସୁଧୁରିବ ବସ୍ତି | ଅପରାଧରୁ ବିରତ ହେବା ସହ…
Read More...

ମଦୁଆ ଓ ଅସାମାଜିକ ବ୍ୟକ୍ତିଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ୍ ପୋଲିସର ଅଭିଯାନ

ଭୁବନେଶ୍ୱର:  ମଦୁଆ ଓ ଅସାମାଜିକ ବ୍ୟକ୍ତିଙ୍କ ଉପରେ ପୋଲିସ ରଖୁଛି କଡ଼ା ନଜର । ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ମାର୍ଚ୍ଚପାଷ୍ଟ କରିଛି କମିଶନରେଟ ପୋଲିସ । ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ଉପସ୍ଥିତିରେ ଏସିପି, ଆଇଆଇସି ଓ ୨ ପ୍ଲାଟୁନ ଫୋର୍ସ ଜେଲ ଛକ, ଗଣେଶ ମଣ୍ଡପ ଛକ, ଝାରପଡା, ସନ୍ତୋଷୀ…
Read More...

ନାଗା ସାଧୁଙ୍କୁ ଉଠାଇନେଲା କମିଶନରେଟ ପୋଲିସ

ଭୁବନେଶ୍ୱର: ନାଗା ସାଧୁଙ୍କୁ ଉଠାଇନେଲା ଭୁବନେଶ୍ୱର ମଞ୍ଚେଶ୍ୱର ପୋଲିସ । ୫ଜଣ ଛଦ୍ମବେଶୀ ବାବାଙ୍କୁ ଧରିଲା କମିଶନରେଟ ପୋଲିସ । ନାଗା ସାଧୁ ମାନେ ନନ୍ଦନକାନନ ଅଞ୍ଚଳରେ ତନ୍ତ୍ର ପାଠ କରିବା ସହିତ ଏଭଳି ଲୁଟପାଟ କରୁଥିଲେ । ଗତକାଲି ଲୁଟ ନେଇ ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଥିଲା । ସୂଚନା…
Read More...

ରାଜଧାନୀକୁ ଅପରାଧ ମୁକ୍ତ କରିବା ପାଇଁ ବ୍ୟାପକ ହେଲା ସେଫ୍ ସିଟି ଡ୍ରାଇଭ; ଜୋରଦାର ହେବ ଚେକିଂ ଓ ବ୍ଲକିଙ୍ଗ

ଭୁବନେଶ୍ୱର: ସହରର ବିଭିନ୍ନ ସ୍ଥାନରେ ମାରାଥନ ଚେକିଂ କରୁଛି କମିଶନରେଟ ପୋଲିସ୍ । ରାଜଧାନୀ ଭୁବନେଶ୍ବରରେ ବ୍ୟାପକ ହେଲା ସେଫ୍ ସିଟି ଡ୍ରାଇଭ । ସହରକୁ ଅପରାଧ ମୁକ୍ତ କରିବା ପାଇଁ ଚାଲିଛି ସେଫ୍ ସିଟି ଡ୍ରାଇଭ । ନାଲକୋ ଛକ, ଝାରପଡା, ପୁରୁଣା ଷ୍ଟେସନ ବଜାର, ରବି ଟକିଜ, ୟୁନିଟ ୬ ହସ୍ପିଟାଲ…
Read More...

ହୋଲି ପାଇଁ କମିଶନରେଟ ପୋଲିସର ଗାଇଡଲାଇନ

ଭୁବନେଶ୍ୱର: ହୋଲି ପାଇଁ ରଙ୍ଗେଇହୋଲାଣି ସହର । ସବୁଆଡେ ଉତ୍ସବ ମୁଖର ହୋଇ ପଡିଛି । ଏହାରି ଭିତରେ ଦୁର୍ଘଟଣାକୁ ଦୃଷ୍ଠିରେ ରଖି କମିଶନରେଟ ପୋଲିସ ଯାରି କରିଛି ଗାଇଡଲାଇନ । ସବୁଆଡେ ବୁଲିବେ ପୋଲିସ । ନିଶା ଗସ୍ତ ବ୍ୟକିଙ୍କ ଉପରେ କଡାନଜର ରଖିବେ ବୋଲି ଏକ ସାମ୍ବାଦିକ ସମିଳନିରେ କହିଛନ୍ତି…
Read More...

ଓଡ଼ିଶା ପୋଲିସ ବଢାଇବ ଇଂରାଜୀ କହିବା ଦକ୍ଷତା: ସ୍ୱାକ୍ଷରିତ ହେବ ଚୁକ୍ତିନାମା

ଭୁବନେଶ୍ୱର: ଓଡ଼ିଶା ପୋଲିସ ବଢାଇବ ଇଂରାଜୀ କହିବାର ଦକ୍ଷତା । ଇଂରାଜୀ ଶିଖିବା ପାଇଁ କମିଶନରେଟ ପୁଲିସ ଏବଂ ବ୍ରିଟିଶ କାଉନସିଲ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହେବ । ଏହି ଚୁକ୍ତିନାମା ଅନୁଯାୟୀ କମିଶନରେଟ ପୋଲିସରେ କାର୍ଯ୍ୟ କରୁଥିବା ସମସ୍ତ ପୋଲିସ ବାହିନୀ ଇଂରାଜୀ କହିବା ଏବଂ…
Read More...

ମିଶନ ଇମ୍ପସିବୁଲ୍ ହେଲା ପସିବଲ୍: ATM ଲୁଟ ଘଟଣାରେ ୨ ଅଭିଯୁକ୍ତଙ୍କୁ କାବୁ କଲା କମିଶନରେଟ୍‌ ପୋଲିସ୍‌

ଭୁବନେଶ୍ୱର: ଏଟିଏମ ଲୁଟ ଘଟଣାର ପର୍ଦ୍ଦାଫାଶ । ଘଟଣାରେ ମିଳିଲା ବାଂଲାଦେଶ ଲିଙ୍କ। ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକରୁ ATM ତାଡ଼ି ନେଇ ୨୦ ଲକ୍ଷ ଲୁଟ୍ ମାମଲାର ପର୍ଦ୍ଦାଫାସ୍ କରିଛି କମିଶନରେଟ ପୋଲିସ। ଘଟଣାରେ ୨ ଏଟିଏମ୍ ଲୁଟେରାଙ୍କୁ ଗିରଫ କରିଛି ପୋଲିସ। ଗିରଫ ୨ ଅଭିଯୁକ୍ତଙ୍କ…
Read More...

ବଦଳିଲା ପୋଲିସ ଟୋଲ ଫ୍ରି ନମ୍ବର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଢିବାରେ ଲାଗିଛି ଅପରାଧୀକ ଘଟଣା । ବିଭିନ୍ନ ସ୍ଥାନରୁ ଅପରାଧୀ ଏବଂ ଗ୍ୟାଙ୍ଗଷ୍ଟାର ମାନଙ୍କୁ ଗିରଫ କରାଯାଉଥିଲେ ମଧ୍ୟ ମାମଲା କମିବାର ନାଁ ନେଉନି । ତେବେ ଅପରାଧୀମାନଙ୍କ କାଯ୍ୟଁକଳାପ ଏବଂ ଲୋକମାନଙ୍କ ସୁରକ୍ଷା ପାଇଁ ବ୍ୟସ୍ତିବ୍ରତ ହୋଇ ପଡିଛି ପୋଲିସ…
Read More...

ଇନ୍ସପେକ୍ଟର ପାହ୍ୟାରୁ ଡିଏସ୍ପି ପାହ୍ୟାକୁ ମିଳିଲା ପଦୋନ୍ନତି

କଟକ : ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଗୁରୁବାର ରାଜ୍ୟର ବିଭିନ୍ନ ଜିଲାର ଏସ୍ଆଇଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପରବର୍ତ୍ତୀ ମୁହୂର୍ତ୍ତରେ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସେମାନଙ୍କୁ ବିଭିନ୍ନ…
Read More...