Browsing Tag

Cold Wave

କମିନି ଶୀତ, ଥଣ୍ଡାରେ ଥରୁଛି ସାରା ରାଜ୍ୟ, ଆଉ ଦୁଇ ଦିନ ଲାଗି ରହିବ ଶୀତ ଲହରୀ

ଭୁବନେଶ୍ଵର: ରାଜ୍ୟରେ ପୁଣି ହାଡ଼ଭଙ୍ଗା ଶୀତ ଅନୁଭୂତ ହେବ । ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା ଶୁଷ୍କ ବାୟୁପ୍ରବାହ ବଢ଼ିଛି । ଏହା ଆହୁରି ଶକ୍ତିଶାଳୀ ହେଉଛି। ଏହା ପ୍ରଭାବରେ ୧୭ ତାରିଖ ଯାଏ ପୂରା ରାଜ୍ୟକୁ ଥରାଇବ ଶୀତ । କିନ୍ତୁ ପଶ୍ଚିମା ଝଡ଼ ପ୍ରଭାବରେ ୧୮ରୁ ପାଗ ମେଘୁଆ ରହିବ । ଏହା…
Read More...

ରାଜ୍ୟରେ ହାଡ଼ଭଙ୍ଗା ଶୀତ; ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର

ଭୁବନେଶ୍ଵର: ରାଜ୍ୟକୁ ପୁଣି ଫେରିଲା ଶୀତ । ୧୪ ତାରିଖ ଯାଏ ଶୀତ ଲହରୀ ଜାରି । ମୟୂରଭଞ୍ଜରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀକୁ ଖସିଲା ପାରଦ । ଶିମିଳିପାଳ ଅଭୟାରଣ୍ୟର ଉପର ବାରାକାମୁଡ଼ାରେ ତାପମାତ୍ରା ୧ଡିଗ୍ରୀ, ଗୁଡ଼ଗୁଡ଼ିଆରେ ତାପମାତ୍ରା ୩ ଡିଗ୍ରୀ କୁ ଖସିଛି । ଶିମିଳିପାଳର ବିଭିନ୍ନ…
Read More...

ଆସନ୍ତା ୧୭ ତାରିଖ ଯାଏଁ ଜାରି ରହିବ ଶୀତ: ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୭ ତାରିଖ ଯାଏଁ ଜାରି ରହିବ ଶୀତ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ପଶ୍ଚିମାଝଡ ପ୍ରଭାବରେ ୧୮ରୁ ତାପମାତ୍ରା ବୃଦ୍ଧି ସହ ଶୀତରେ ବ୍ରେକ୍‌ ଲାଗିବ । ଦୁଇ ଦିନର ବିରତି ପରେ ମଙ୍ଗଳବାରଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୀତ ବଢ଼ିବ।…
Read More...

ଦିନକର ବିରତି ପରେ ପୁଣି ଖସିଲା ପାରଦ; ରାଜ୍ୟରେ ପୁଣି ବଢ଼ିଲା ଶୀତ

ଭୁବନେଶ୍ଵର: ଖସିଲା ପାରଦ, ରାଜ୍ୟରେ ପୁଣି ବଢ଼ିଲା ଶୀତ । ବାଦଲ ହଟିବା ପରେ ଉପକୂଳ ଓଡ଼ିଶାରେ ଖସିଲା ପାରଦ । ସକାଳ ୫ଟା ୩୦ରେ ୯.୪ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର । କେନ୍ଦୁଝର ୧୧.୬, ଭୁବନେଶ୍ବର ୧୩.୪, ବାଲେଶ୍ବର ୧୪ ଡିଗ୍ରୀ । ଚାନ୍ଦବାଲି ୧୪.୮ ଡିଗ୍ରୀ ଓ ପାରାଦୀପ…
Read More...

ଖସୁଛି ପାରଦ, ଥରୁଛି ଓଡ଼ିଶା, ଆହୁରି ଥରହର କରିବ ଶୀତ

ଭୁବନେଶ୍ଵର: ସମଗ୍ର ରାଜ୍ୟରେ ଶୀତ ଲହରୀ । ଝାରସୁଗୁଡାରେ ପାରଦ ୫କୁ ଖସିଲା । ଭୋର ୫.୩୦ ସୁଦ୍ଧା ୫.୬ଡିଗ୍ରୀର ତାପମାତ୍ରା ରେକର୍ଡ । ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୧୧.୬ ଡିଗ୍ରୀ । ଆହୁରି ଦୁଇ ସପ୍ତାହ ଯାଏ ରାଜ୍ୟରେ ଜାରି ରହିବ ଶୀତ ଲହରୀ । ତେବେ ରାଜ୍ୟକୁ ଶୁଷ୍କ ଥଣ୍ଡା ବାୟୁ…
Read More...

ଆଗାମୀ ଦୁଇ ସପ୍ତାହ ଯାଏଁ ରାଜ୍ୟରେ ଲାଗି ରହିବ ପ୍ରବଳ ଶୀତ

ଭୁଵନେଶ୍ଵର: ଆଗାମୀ ଦୁଇ ସପ୍ତାହ ଯାଏଁ ପ୍ରବଳ ଶୀତ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ଦୁଇ ସପ୍ତାହ ଯାଏଁ ରାଜ୍ୟରେ ଲାଗି ରହିବ ପ୍ରବଳ ଶୀତ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ଗତକାଲି ରାଜ୍ୟର ୨୪ଟି ସହରରେ ରାତିରେ…
Read More...

ଜାଡ଼ରେ ଥରୁଛି ସାରା ଓଡ଼ିଶା, ସବୁଠି ପାରଦ ତଳମୁହାଁ

ଭୁବନେଶ୍ୱର : ଜାଡ଼ରେ ଥରୁଛି ସାରା ଓଡ଼ିଶା । ସବୁଠି ପାରଦ ତଳମୁହାଁ । ଆହୁରି ୩ ଦିନ ରାଜ୍ୟରେ କଲବଲ କରିବ ଶୀତ । ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବା ଆକଳନ କରିଛି ପାଣିପାଗ ବିଭାଗ । ଖାଲି ଶୀତ ନୁହେଁ, କୁହୁଡି ବି କଲବଲ କରୁଛି । ସକାଳ ଏବଂ ସନ୍ଧ୍ୟା ସମୟରେ ଘନ କୁହୁଡ଼ି ଯୋଗୁ…
Read More...

କଲବଲ କରିବ ଥଣ୍ଡା; ଆହୁରି ୩ରୁ ୪ ଦିନ ରାଜ୍ୟରେ ବଢ଼ିବ ଶୀତ

ଭୁବନେଶ୍ଵର: ପୁଣି ବଢ଼ିବ ତାପମାତ୍ର । କରିବ ଆହୁରି କଲବଲ । ତାପମାତ୍ରା ୧ରୁ ଦେଢ଼ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଦେଇଛନ୍ତି । ୩/୪ ଦିନ ପରେ ତାପମାତ୍ରା ସାମାନ୍ୟ ବଢ଼ିବା ଆଶା କରାଯାଉଛି ।…
Read More...

କଲବଲ କରୁଛି ଶୀତ, ପୁଣି ବଢ଼ିବ, ୪ ଦିନ ଯାଏଁ ପ୍ରବଳ ଜାଡ଼

ଭୁବନେଶ୍ଵର: ରାଜ୍ୟକୁ ପୁଣି ଫେରିଲା ଶୀତ । ଆଜି ଠାରୁ କ୍ରମାଗତ ଭାବରେ ତାପମାତ୍ରା ହ୍ରାସ ପାଇବ । ଯାହା ଫଳରେ ଶୀତ ବଢିବ । ବର୍ତମାନ ଓଡିଶା ଉପରେ ଏକ ପଶ୍ଚିମାଝଡ ପ୍ରଭାବ ରହଥିବାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଛି । ଏହାର ପ୍ରଭାବରେ ୩ ଦିନ ହେବ ଶୀତର ପ୍ରକୋପ ସାମାନ୍ୟ ହ୍ରାସ…
Read More...

ଜାଡରେ ଥରୁଛି ଓଡ଼ିଶା : ୧୨ ଜିଲ୍ଲାକୁ ଘନ କୁହୁଡି ସତର୍କତା

ଭୁବନେଶ୍ଵର: କିଛିଦିନ ହେଲା ରାଜ୍ୟର ପାହାଡ଼ିଆ ଏବଂ ସମତଳ ଅଞ୍ଚଳ ଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଥିଲା। ଫଳସ୍ବରୂପ ଶୀତ ପ୍ରକୋପ ସାମାନ୍ୟ କମିଥିଲା। କିନ୍ତୁ ଉପକୂଳ, ଉତ୍ତର, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଥିଲା। ଘନ କୁହୁଡ଼ି…
Read More...