ତୁ କଣ ସ୍ତ୍ରୀ ଲୋକ: ଫୁଟବଲ କୋଚ
ଚେନ୍ନାଇ: ସୋସିଆଲ ମିଡିଆରେ ବର୍ତ୍ତମାନ ତାମୁଲନାଡୁର ଏକ ସ୍କୁଲର ଫୁଟବଲ କୋଚଙ୍କ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ସ୍କୁଲର ଫୁଟବଲ ଟିମର ଖେଳାଳିଙ୍କ ଚୁଟି ଧରି ଚାପୁଡା ଓ ନାତ ମାରିବାର ଦେଖିବାକୁ ମିଳୁଛି । ମ୍ୟାଚ ହାରିବାକୁ ନେଇ କୋଚ ରାଗରେ ତମତମ ହୋଇ ଶାସ୍ତି ଦେଉଥିବା କୁହାଯାଉଛି ।…
Read More...
Read More...