Browsing Tag

CM

୬ଟି ଜିଲ୍ଲାରେ ବଢିବ କୋଭିଡ କେୟାର ଶଯ୍ୟା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ କୋରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । କୋଭିଡ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ସମୀକ୍ଷା ବୈଠକ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ…
Read More...

ପ୍ରବାସୀ ଓଡିଆଙ୍କ ଯତ୍ନ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କୋରୋନାକୁ ନେଇ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି । ୧୦ ଦିନ ମଧ୍ୟରେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟୀ ଦୁଇ ଗୁଣିତ ହୋଇଛନ୍ତି । ସେ ମଧ୍ୟ କହିଛନ୍ତିି ଯେ ରାଜ୍ୟ ବାହାରୁ ଆସୁଥିବା…
Read More...

ଝାଡ଼ଖଣ୍ଡ : ୨୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍

ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସଭାପତି ହେମନ୍ତ ସୋରେନ୍ ଆଗାମୀ ଡିସେମ୍ବର ୨୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ସେ ଦ୍ବିତୀୟ ଥର ଲାଗି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ। ହେମନ୍ତ ସୋରେନ୍ ନିଜର ମନ୍ତ୍ରିମଣ୍ଡଳର ସହଯୋଗୀଙ୍କ ସହିତ ଡିସେମ୍ବର ୨୭ରେ ରାଞ୍ଚିର…
Read More...

ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ନେଇ ମତ ରଖିଲେ ରାହୁଲ ଗାନ୍ଧୀ

(ରିପୋର୍ଟସ ଟୁୁଡ଼େ): ୫ ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଅନୁଯାୟୀ ଛତିଶଗଡ଼ , ରାଜସ୍ଥାନ ଓ ମଧ୍ୟପ୍େରଦଶର କଂଗ୍ରେସ ସରକାର ଗଠନ କରିବାକୁ ଦାବିଦାର ହୋଇଛି । ଏହି ତିନୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ ନାମ ଘୋଷଣା ନେଇ ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ…
Read More...

ଆଜି ପୁରୀ ଗ୍ରସ୍ତ କରିବେ ମୁଖ୍ୟମନ୍ତ୍ରୀ, ଭୁମିହୀନ ବସ୍ତି ବାସିନ୍ଦାଙ୍କୁ କରିବେ ପଟ୍ଟା ବଂଟନ

(ରିପୋର୍ଟସ ଟୁଡ଼େ): ଆଜି ପୁରୀ ଗ୍ରସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।‘ଜାଗା ମିଶନ’ କାର୍ୟ୍ୟକ୍ରମରେ ଯୋଗଦେଇ ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ବଂଟନ କରିବେ । ତାଳବଣିଆର ଇନଡୋର ଷ୍ଟାଡିୟମରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକମ୍ରରେ ପ୍ରାୟ ୬୫ ହଜାର ହୀତାଧିକାରୀଙ୍କୁ ଜମି…
Read More...

ସମ୍ମାନିତ ହେଲେ ଶ୍ରେଷ୍ଠ ବିଧାୟକ

( ଭୁବନେଶ୍ୱର) : ଆଜି ରାଜ୍ୟର ଶ୍ରେଷ୍ଠ ୨୪ ଜଣ ବିଧାୟକ ଓ ବିଧାୟିକାଙ୍କୁ ପୁରସ୍କୃତ କରାଯାଇଛି । ବିଧାନସଭା ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗ୍ୟ ବିବେଚିତ ବିଧାୟକ ଓ ବିଧାୟିକା ମାନଙ୍କୁ ପୁରସ୍କାର ସହ ମାନପତ୍ର ଓ ଉପଢୌକନ…
Read More...

ବାଜପେୟୀଙ୍କ ନିଧନରେ ଆଜି ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ

(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ରାଜ୍ୟସରକାର ଆଜି ସରକାରୀ ଛୁଟି  ଘୋଷଣା କରିଛନ୍ତି ଏବଂ ଆଜିଠାରୁ ୭ ଦିନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ମଧ୍ୟ ଘୋଷଣା କରାଯାଇଛି । ଏହି ୭ ଦିନରେ ରାଜ୍ୟର କୌଣସି ସରକାରୀ ଉତ୍ସବ ପାଳନ କରାଯିବ…
Read More...