Browsing Tag

CM Yogi aditya nath

ଆସିଲା ସର୍ଭେ ରିପୋର୍ଟ : ମୋଦିଙ୍କ ପରେ କିଏ ହେବେ ସେହି ଆସନର ଅଧିକାରୀ ?

ଭୁବନେଶ୍ୱର : ମୋଦିଙ୍କ ପରେ ପ୍ରଧାନମନ୍ତ୍ରୀ ଆସନରେ କିଏ ବସିବେ ? ବିଜେପିର କିଏ ସେହି ହେଭି ୱେଟ ? ଯିଏ ଗ୍ରହଣ କରିବେ ମୋଦିଙ୍କ ସ୍ଥାନ ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟ ନିର୍ବାଚନରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ୭୩ ବର୍ଷ ବୟସରେ କ୍ରମାଗତ…
Read More...

ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦେବା ଧମକ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ମୁ୍ଖ୍ୟାମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ମାରିଦେବାର ଧମକ ଦେଇଛନ୍ତି । ଉତ୍ତର ପ୍ରଦେଶର ଅମନ ରାଜ ନାମକ ଯୁବକ ଯୋଗୀଙ୍କୁ ଗୁଳି କରି ମାରିଦେବାର ଧମକ ଦେଇଛନ୍ତି ।ମିଳିଥିବା ସୂଚନା ମୁତାବକ, ଅମନ ଫେସ୍ବୁକରେ ଏକ ମେସେଜ୍ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଯୋଗୀ…
Read More...

ବିଜେପିର ଶାନଦାର ବିଜୟ ପରେ ଗାନ୍ଧିନଗରରେ ମୋଦିଙ୍କ ଦମଦାର ରୋଡ୍ ସୋ

ନୂଆଦିଲ୍ଲୀ: ଗୁଜୁରାଟ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧିନଗରରେ ଏକ ରୋଡ୍ ସୋ କରିଛନ୍ତି । ଏହି ରୋଡ୍ ସୋ ପରେ ଜାତୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟର ମହାସମ୍ମିଳନୀରେ ଯୋଗଦାନ କରିବେ। ତେବେ ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହି ବିଶ୍ୱବିଦ୍ୟାଳୟ…
Read More...

ବିଜେପିକୁ କଡା ଟକ୍କର ଦେଉଛି ସମାଜବାଦୀ ପାର୍ଟି, ଏବେ ବି ବିଜୟ ଆଶା ଛାଡ଼ିନି ଦଳ

ଉତ୍ତରପ୍ରଦେଶ:  ଉତ୍ତରପ୍ରଦେଶ ନିର୍ବାଚନ ମଇଦାନରେ ଗୋଟିଏ ପଟେ ବିଜେପି ନିଜର ବିଜୟ ବାନା ଉଡାଉଥିବା ସମୟରେ ଏବେ ବି ବିଜେପିକୁ କଡା ଟକ୍କର ଦେଉଛି ସମାଜବାଦୀ ପାର୍ଟି । ବର୍ତ୍ତମାନର ଟ୍ରେଣ୍ଡର ଫଳାଫଳ ଅନୁଯାୟୀ ଏଯାବତ ୧୩୧ ସିଟ ପାଇଥିବା ସପା ଦଳ ବିଜୟର ଆଶା ଛାଡିନାହିଁ । ପୁଣିଥରେ ସରକାରକୁ…
Read More...

UP Election Result 2022: ଉତ୍ତରପ୍ରଦେଶରେ ବିଜେପିର ୨୭୧ ପାର୍, ଜାଣନ୍ତୁ ଯୋଗୀ ସରକାରଙ୍କ ବିଜୟ ପଛର ପ୍ରମୁଖ…

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ କ୍ଷମତା ହାସଲ ପାଇଁ ଅନେକ ମାସ ଧରି ଚାଲିଥିବା ରାଜନୈତିକ ଯୁଦ୍ଧର ଫଳାଫଳ ଏବେ ଜନତାଙ୍କ ଆଖି ସାମ୍ନାକୁ ଆସିଛି | ୟୁପିରେ ବିଜେପି ନିଜର ବିଜୟ ବାନା ଉଡାଉଥିବା ସମୟରେ ବର୍ତ୍ତମାନର ଫଳାଫଳ ଅନୁଯାୟୀ ଏହା ସ୍ପଷ୍ଟ ହୋଇଛି ଯେ ୟୁପିରେ ପୁଣି ଥରେ ପଦ୍ମ ଫୁଟିବାକୁ…
Read More...

ଉତ୍ତରପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା, ୫ ମୃତ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ବୁଧବାର ଅପରାହ୍ନରେ ଏକ ଟ୍ରକ ସହ କାର ଧକ୍କା ହେବା ଫଳରେ ପ୍ରାୟ ୫ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ଜଣ ଗୁରୁତର ଆହତ ହୋଇଛନ୍ତି । ଇଟାୱା-ସାଇଫାଇ ରାସ୍ତାର ନାଗଲା ରାଠୋର ଗ୍ରାମ ନିକଟରେ…
Read More...