Browsing Tag

Civil Defence

ପାକିସ୍ତାନ ସୀମାବର୍ତ୍ତୀ ରାଜ୍ୟଗୁଡିକରେ ଆସନ୍ତାକାଲି ପୁଣି ଥରେ ମକ୍‍ଡ୍ରିଲ୍‍ କରାଯିବ

ନୂଆଦିଲ୍ଲୀ-: ପୁଣି ହେବ ମକ୍‍ଡ୍ରିଲ୍‍ । ପାକିସ୍ତାନ ସୀମାବର୍ତ୍ତୀ ରାଜ୍ୟଗୁଡିକରେ ଆସନ୍ତାକାଲି ପୁଣି ଥରେ ମକ୍‍ଡ୍ରିଲ୍‍ କରାଯିବ । ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ୪ଟି ରାଜ୍ୟରେ ପୁଣି ଥରେ ମକ୍ ଡ୍ରିଲ୍ ପାଇଁ ଘୋଷଣା କରାଯାଇଛି । ଗୁଜରାଟ, ପଞ୍ଜାବ, ରାଜସ୍ଥାନ, ଜମ୍ମୁ-କାଶ୍ମୀରରେ ହେବ…
Read More...

ଯୁଦ୍ଧ ହେଲେ ଜନସାଧାରଣ କିପରି ନିଜ ଧନଜୀବନକୁ ସୁରକ୍ଷିତ ରଖିବେ ସେ ନେଇ ଆଜିର ଏହି ମକଡ୍ରିଲ

ଭୁବନେଶ୍ୱର-: ବାଜିଲା ଯୁଦ୍ଧ ସାଇରନ । ଓଡ଼ିଶାର ୧୨ଟି ଜିଲ୍ଲାରେ ଯୁଦ୍ଧ ସାଇରନ୍‌ ବାଜିବ ପରେ ଆରମ୍ଭ ହୋଇଛି ଯୁଦ୍ଧ ପ୍ରସ୍ତୁତି ପାଇଁ ମକଡ୍ରିଲ । ଏକାସାଙ୍ଗରେ ଭୁବନେଶ୍ୱର, କେନ୍ଦ୍ରାପଡ଼ା, ପାରାଦୀପ, ବାଲେଶ୍ୱର, ରାଉରକେଲା, ଗଞ୍ଜାମର ଗୋପାଳପୁରରେ ଯୁଦ୍ଧ ସାଇରନ ବାଜିଛି । ଏହି ସିଭିଲ…
Read More...