ଓଲିଉଡ୍ ଅଭିନେତ୍ରୀଙ୍କୁ ଅଶ୍ଳୀଳ ଭିଡିଓ କଲ୍ ଘଟଣାରେ ଧରାପଡ଼ିଲା ଖଳନାୟକ ମିଥୁନ୍ ଭୋଇର ଖେଳ
ଓଡିଶା: ୨୦ ଓଲିଉଡ୍ ଅଭିନେତ୍ରୀଙ୍କୁ ଅଶ୍ଳୀଳ ଭିଡିଓ କଲ୍ ଘଟଣାରେ ଧରାପଡ଼ିଲା ଖଳନାୟକ ମିଥୁନ୍ ଭୋଇର ଖେଳ। କଟକ କମିସନରେଟ୍ ପୁଲିସର ସାଇବର୍ ଥାନା ପୁଲିସ ସଦର ଥାନା କୁଦ ସାହିର ମିଥୁନ ଭୋଇକୁ ଗିରଫ କରିଛି। ମିଥୁନ ନିକଟରୁ ଦୁଇଟି ସିମ୍ କାର୍ଡ ଓ ଦୁଇଟି ମୋବାଇଲ୍ ଫୋନ୍ ଜବତ ହୋଇଛି।…
Read More...
Read More...