ରାଇରଙ୍ଗପୁରରେ ବାମନଘାଟୀ ଛଉ ନୃତ୍ୟ ପ୍ରତିଷ୍ଠାନ ଆନୁକୁଲ୍ୟରେ ୪୨ ତମ ଛଉ ନୃତ୍ୟ ପ୍ରତିଯୋଗିତା ଓ ବାର୍ଷିକ ଉତ୍ସବ ଶୁଭ…
ରାଇରଙ୍ଗପୁର -: ପ୍ରତିବର୍ଷ ପରି ଚୈତ୍ର ପର୍ବ ଉପଲକ୍ଷେ ରାଇରଙ୍ଗପୁର ବସଷ୍ଟାଣ୍ଡ ନିକଟ ବାମନଘାଟୀ ଛଉ ନୃତ୍ୟ ଭବନରେ ଏପ୍ରିଲ ୨,୩,୪ ତାରିଖ ୩ ଦିନ ଧରି ବାମନଘାଟୀ ଉପଖଣ୍ଡ ସ୍ତରୀୟ ୪୨ ତମ ଛଉ ନୃତ୍ୟ ପ୍ରତିଯୋଗିତା ଓ ବାର୍ଷିକ ଉତ୍ସବର ଶୁଭାରମ୍ଭ ବୁଧବାର ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି…
Read More...
Read More...