Browsing Tag

Chinmayee Swain

ମୋଦି ଭର୍ତ୍ତୃହରି ଜଣେ ଦକ୍ଷ ନେତାଙ୍କୁ ଉପବାଚସ୍ପତି କରିବାକୁ ଚାଁହୁଥିଲେ:ଜୟନାରାୟଣ ମିଶ୍ର

ଭୁବନେଶ୍ୱର : ଭର୍ତ୍ତୃହରି ଜଣେ ଦକ୍ଷ ନେତା, ଲୋକସଭାରେ ପେରଫୋମାନ୍ସ ତାଙ୍କୁ ସଂସଦରେ ଉପବାଚସ୍ପତି କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଚାହୁଁଥିଲେ | ତାଙ୍କ ଦଳରୁ ତାଙ୍କୁ ବିରୋଧ କରାଗଲା ତେଣୁ ସେ ପଦ ପାଇଲେ ନାହିଁ | କୌରବ କିଏ ? ଶାସନ କ୍ଷମତାରେ ଅଛନ୍ତି ସେମାନେ ହିଁ କୌରବ | କୌରବମାନେ…
Read More...

ଧର୍ମେନ୍ଦ୍ର ବହୁତ କଥା କହୁଛନ୍ତି, ସେ ତାଙ୍କ ନିଜ ଦଳ କଥା ବୁଝନ୍ତୁ : ବିଜେଡି ବିଧାୟକ ଭାଗିରଥୀ ସେଠୀ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ତ୍ତୃହରିଙ୍କୁ ପ୍ରଶଂସା କରିବା ଏବଂ ବିଜେଡି ତାଙ୍କୁ ଅବହେଳା କରିବା ପ୍ରସଙ୍ଗ । ପ୍ରତିକ୍ରୀୟା ରଖିଲେ ବିଜେଡି ବିଧାୟକ ଭାଗିରଥୀ ସେଠୀ । ସେ କହିଛନ୍ତି, ଧର୍ମେନ୍ଦ୍ର ବହୁତ କଥା କହୁଛନ୍ତି, ସେ ତାଙ୍କ ନିଜ ଦଳ କଥା ବୁଝନ୍ତୁ, ତାଙ୍କ…
Read More...

ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରଶ୍ନରେ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉତ୍ତର,ରାଜ୍ୟରେ ମୋଟ ୧୦…

ଭୁବନେଶ୍ୱର: ବଜେ୍‌ଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟ। ଦୁଇଦିନ ଛୁଟି ପରେ ଆଜି ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ । ପ୍ରଶ୍ନକର୍ତ୍ତା ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରଶ୍ନରେ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉତ୍ତର।ରାଜ୍ୟରେ ମୋଟ ୧୦ ହଜାର ୭୭୪ ଡାକ୍ତର ପଦବୀ ରହିଛି।…
Read More...

ପୁରୀ ଜିଲ୍ଲା କଣାସ ଗଡ଼ିଶାଗୋଦା ଥାନା ଅନ୍ତର୍ଗତ କରମଳା ଗ୍ରାମର ବାରାହା ଆକ୍ରମଣରେ ୩ ଜଣ ଗୁରୁତର ଆହତ

( ପୁରୀ ଗୋପ ଜୟନ୍ତ କୁମାର ସେଠୀ):-ବାରାହା ଆକ୍ରମଣ ରେ ୩ ଜଣ ବ୍ୟକ୍ତି ଆହତ । ପୁରୀ ଜିଲ୍ଲା କଣାସ ଗଡ଼ିଶାଗୋଦା ଥାନା ଅନ୍ତର୍ଗତ କରମଳା ଗ୍ରାମର ହେମନ୍ତ କୁମାର ସାହୁ, ମୂଳବସନ୍ତ ଗ୍ରାମର ସୀତାକାନ୍ତ ସ୍ୱାଇଁ,ଅନୁରୋଧ ପ୍ରଧାନ ବାରାହା ଆକ୍ରମଣରେ ଗୁରୁତର ଆହାତ ହୋଇ ପ୍ରଥମେ କଣାସ ଗୋଷ୍ଟି…
Read More...

ନବ ଦାସ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ଗୃହ ବିଭଗ ଦାୟିତ୍ୱରେ ଥିବାରୁ ସେ ଉତ୍ତରଦାୟୀ : କଂଗ୍ରେସ…

ଭୁବନେଶ୍ୱର:ନବ ଦାସ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଗୃହ ବିଭଗ ଦାୟିତ୍ୱରେ ଥିବାରୁ ସେ ଉତ୍ତରଦାୟୀ।  ବଜେଡି  ସରକାରରୁ ଇସ୍ତଫା ଦିଅନ୍ତୁ ବୋଲି ଆମେ କହୁ ନାହୁଁ। କିନ୍ତୁ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ବିରୋଧୀ ଦଳ ପକ୍ଷରୁ ଏ ପ୍ରସଙ୍ଗରେ ଅନେକ…
Read More...

ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା, ମୋଟ ୩ ହଜାର ୨୧୮ଟି କେନ୍ଦ୍ରରେ ପରୀକ୍ଷା ହେବ

କଟକ: ଆସନ୍ତା କାଲି ଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା, ଏଥି ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମାର୍ଚ୍ଚ ୧୦ ତାରିଖରୁ ୨୦ ତାରିଖ ଯାଏଁ ଚାଲିବ ପରୀକ୍ଷା । ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ମୋଟ ୩ ହଜାର ୨୧୮ଟି କେନ୍ଦ୍ରରେ…
Read More...

ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ରାଜନୀତିରେ ବ୍ୟବହାର କରା ନଯାଉ :ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ…

ଭୁୁବନେଶ୍ୱର: ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ରାଜନୀତିରେ  ବ୍ୟବହାର କରିବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ।  ମହିଳାମାନେ ଜ୍ୟଦି ରାଜନୀତିକୁ ଆସୁଛନ୍ତି ତେବେ ତାଙ୍କୁ ସମାଲୋଚନା କରା ନ ଯାଉ । ଏହା ସେମାନଙ୍କ ଅଧିକାର,…
Read More...

ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର:ଓଡିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ ।  କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓଡିଶା ଆସୁଛନ୍ତି । ଆସନ୍ତା ୨୬  ତାରିଖରେ ଭଦ୍ରକ ଆସୁଛନ୍ତି । ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀରେ ସମାବେଶ କରିବେ ଶାହ । ତୃଣମୂଳ ସ୍ତରର ନେତୃତ୍ୱଙ୍କ ସହ ଆଲୋଚନା…
Read More...

ଭୁବନେଶ୍ବର ବିମାନ ବନ୍ଦରରେ ବିମାନରେ ପକ୍ଷୀ ମାଡ଼ ଘଟଣା:ବିଏମସି ପକ୍ଷରୁ ଜୋରଦାର ହୋଇଛି ଉଛେଦ ଅଭିଯାନ

ଭୁବନେଶ୍ୱର: ଭୁବନେଶ୍ବର ବିମାନ ବନ୍ଦରରେ ବିମାନରେ ପକ୍ଷୀ ମାଡ଼ ଘଟଣା ପରେ ବିଏମସିର ପଦକ୍ଷେପ। ବିମାନବନ୍ଦର ପାଖ ଜାଗମରା ରାସ୍ତାରେ ଥିବା ୫୦ ରୁ ଉର୍ଦ୍ଧ ଆମିଷ ଓ ଫାଷ୍ଟ୍ ଫୁଡ୍ ଦୋକାନ ଉଚ୍ଛେଦ କରାଯିବ। ୩ ଟି ଏନଫୋର୍ସମେଣ୍ଟ ଟିମ୍ ସହାୟତାରେ ଚାଲିଛି ଉଚ୍ଛେଦ। ଭୁବନେଶ୍ବର ବିମାନ ବନ୍ଦରରେ…
Read More...

ଆସନ୍ତା ୫ ତାରିଖ ପଞ୍ଚାୟତିରାଜ ଦିବସ ଓ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ, ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର : ଆସନ୍ତା ୫ ତାରିଖ ପଞ୍ଚାୟତିରାଜ ଦିବସ ଓ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ତିନିଟି ଜିଲ୍ଲା ଗସ୍ତ କରିବା ସହ ବିଜୁ ଏକ୍ସପ୍ରେସ ୱେ ଲୋକାର୍ପଣ ଉତ୍ସବରେ ସାମିଲ ହେବା ସହ ରୋଡ଼…
Read More...