30 ଜିଲ୍ଲା ପାଇଁ 24 ପର୍ଯ୍ୟବେକ୍ଷକ ସୂଚୀ ଜାରୀ କଲା ବିଜେଡି
ଭୁବନେଶ୍ୱର:2024 ନିର୍ବାଚନ ପୂର୍ବରୁ ସାଙ୍ଗଠନିକ ଶକ୍ତିକୁ ବୃଦ୍ଧି କରିବା ପାଇଁ ପର୍ଯ୍ୟବେକ୍ଷକସ୍ତରରେ ସାମାନ୍ୟ ଅଦଳବଦଳ କରିଛି ବିଜେଡି । 30ଟି ଜିଲ୍ଲା ପାଇଁ ଆଜି ବିଜେଡି 24 ଜଣିଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି । ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଜାରୀ ହୋଇଛି…
Read More...
Read More...