SBI ର ଡେପୁଡି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟ ଗିରଫ
ଭୁବନେଶ୍ୱର:ରାତାରାତି ଉଚ ଅଭିଳାଷ ଆଶା ଧୂଳିଶାତ ହେଲା । Sbi ଡେପୁଡି ମ୍ୟାନେଜରଙ୍କୁ ଜେଲ ଯିବାକୁ ପଡିଲା । ରାତାରାତି ବଡ଼ ହେବାର ନିଶା ଶେଷରେ କାଠ କଡା ଭିତରକୁ ଟାଣିନେଲା SBI ର ଡେପୁଡି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟ ଗିରଫ । ଫୁଲବାଣୀ ବ୍ରାଞ୍ଚ ର ଡେପୁଟି ମ୍ୟାନେଜର ଥିଲେ ଆଶୁତୋଷ ।…
Read More...
Read More...