Browsing Tag

Chinmayee Swain

ଫାଇଭ-ଟି ସ୍କୁଲ ଇନୋଭେସନ୍ ହବରେ ପରିଣତ ହେବ

ଭୁବନେଶ୍ୱର(ହରପ୍ରସାଦ ବିଷୋଇ):-ଫାଇଭ-ଟି ସ୍କୁଲ ଇନୋଭେସନ୍ ହବରେ ପରିଣତ ହେବ । ପୂର୍ବରୁ ଏହି ପ୍ରକଳ୍ପ ଯୋଜନା ଓ ସଂଯୋଜନା ବିଭାଗ କରିଥାନ୍ତା । ହେଲେ ଏହାର ଗୁରୁତ୍ବ ଉପଲବ୍ଧ କରି ବିଜ୍ଞାନ ଓ କାରିଗରୀ ବିଭାଗକୁ ଏହି ଦାୟିତ୍ବ ମିଳିଛି । ପ୍ରଥମ ପର୍ଯ୍ୟାୟରେ ୫୦ଟି ଫାଇଭ-ଟି ହାଇସ୍କୁଲରେ…
Read More...

ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ ନିର୍ମାତା’ ଦ୍ୱାରା ସୁରକ୍ଷିତ ସମ୍ମିଳନୀ

ଭୁବନେଶ୍ୱର(ହରପ୍ରସାଦ ବିଷୋଇ) :- ସଡ଼କ ସୁରକ୍ଷା ଏବଂ ପରିବେଶ ନେଇ ଭୁବନେଶ୍ୱରରେ ମାନସ ମନ୍ଥନ । ସୁରକ୍ଷିତ ଯାତ୍ରା ନେଇ ରାଜ୍ୟ  ପରିବହନ ବିଭାଗ, ଓ  Society of automotive fitness and environment ପକ୍ଷରୁ କର୍ମଶାଳା ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ…
Read More...

ପଦଯାତ୍ରା ପ୍ରସ୍ତୁତି ଆଳରେ ବିଜେଡି କରିବ ଶକ୍ତି ପ୍ରଦର୍ଶନ

ଭୁବନେଶ୍ୱର( ହରପ୍ରସାଦ ବିଷୋଇ):- ପଦଯାତ୍ରା ପ୍ରସ୍ତୁତି ଆଳରେ ବିଜେଡି କରିବ ଶକ୍ତି ପ୍ରଦର୍ଶନ । ବିଜେପିର ନଡ୍ଡାଙ୍କ ଗସ୍ତ କାର୍ୟ୍ୟକ୍ରମ କୁ କାଉଣ୍ଟର କରିବାକୁ ବିଜେଡି ୨୯ ଓ ୩୦ ରେ ପ୍ରତିନିଧି ସମ୍ମିଳନୀ କରିବ । ବରମୁଣ୍ଡା ପଡିଆରେ ଆୟୋଜନ ହେବ ଏହି ସମ୍ମିଳନୀ । ୨୯ ରେ ଯୁବ, ଛାତ୍ର ,…
Read More...

ଫିଲ୍ଡ ଅନୁଭୂତି ସହିତ ପ୍ରଶିକ୍ଷଣକୁ ସ୍ମରଣୀୟ କରିବାକୁ LBSNAA ମୁଖ୍ୟ ସଚିବଙ୍କ ଦ୍ୱାରା ପ୍ରାୟୋଜିତ କେନ୍ଦ୍ରୀୟ ସେବା…

ଭୁବନେଶ୍ୱର( ହର ପ୍ରସାଦ ବିଷୋଇ):-ଗୋପାବନ୍ଧୁ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍, ଏହାର ଉଚ୍ଚ ଶ୍ରେଣୀର ଭିତ୍ତିଭୂମି ଏବଂ ତାଲିମ ଇକୋ-ସିଷ୍ଟମ୍ ସହିତ ନିଜକୁ ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ୍ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ (LBSNAA) ର ପାର୍ଟନର ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଭାବରେ ଉନ୍ନତ…
Read More...

୩୦ ଜିଲ୍ଲା ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ବଣ୍ଟନ

ଭୁବନେଶ୍ୱର(ଚିନ୍ମୟୀ ସ୍ୱାଇଁ):-ରାଜନେତାଙ୍କୁ ଦାୟିତ୍ୱ ବଣ୍ଟନ । ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷକଙ୍କ ନାମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତ ଜିଲ୍ଲା ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ବଣ୍ଟନ । ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଅନୁଗୁଳ ଓ ରୋହିତ ପୂଜାରୀଙ୍କୁ…
Read More...

ଗଞ୍ଜାମ ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ଗଞ୍ଜାମ (ରଜନୀକାନ୍ତ ପାତ୍ର):- ସ୍ଥାନୀୟ ଡାଇମଣ୍ଡ ଜୁବୁଲି ଟାଉନ ହଲରେ ଆମ୍ ଆଦମୀ ପାର୍ଟି ଗଞ୍ଜାମ ଜିଲ୍ଲାର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ବିଭିନ୍ନ ବ୍ଲକ ଓ ଏନ.ଏ.ସି ରୁ ଶତାଧିକ କାର୍ଯ୍ୟକର୍ତ୍ତା ରୋଲଣ୍ଡ କଲେଜ ଛକ ଠାରୁ ମୋଟର ସାଇକେଲ ଶୋଭାଯାତ୍ରାରେ…
Read More...

ରାଜନିତୀ ବିଜ୍ଞାନ ବିଭାଗର ସ୍ୱତନ୍ତ୍ର ପାଠଚକ୍ର

ଗଞ୍ଜାମ (ରଜନୀକାନ୍ତ ପାତ୍ର ):-ଗଞ୍ଜାମ ମହାବିଦ୍ୟାଳୟରେ ରାଜନିତୀ ବିଜ୍ଞାନ ବିଭାଗ ପକ୍ଷରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରବୀଣ କୁମାର ନନ୍ଦଙ୍କ ସଭାପତିତ୍ୱରେ “ଏକବିଂଶ ଶତାବ୍ଦୀରେ ମହାତ୍ମାଗାନ୍ଧୀଙ୍କ ଭୂମିକା” ବିଷୟରେ ଏକ ସ୍ୱତନ୍ତ୍ର ପାଠଚକ୍ର ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଏଥିରେ…
Read More...

ଜୋରଦାର ଲଢେଇ ହେବ, ୨୦୨୪ରେ ନବୀନଙ୍କୁ ଶାସନରୁ ହଟାଇବୁ :ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

ଭୁୁବନେଶ୍ୱର(ହରପ୍ରସାଦ ବିଷୋଇ):-ଧାନ ବିଲରେ ସାର ସିଞ୍ଚନ ଆରମ୍ଭ ହୋଇଛି , ଫସଲ ହେବ, ୨୦୨୪ରେ ଫସଲ କାଟିବୁ ।  ।  ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଦିଲ୍ଲୀରେ ଭେଟିବା ପରେ ଓଡ଼ିଶା ଫେରି କିଛି ଏମିତି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ…
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ

ଭୁୁବନେଶ୍ୱର(ଚିନ୍ମୟୀ ସ୍ୱାଇଁ):- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ । ଏହି ବୈଠକ ଆସନ୍ତା ୨୨ ତାରିଖରେ ବସିବ । ରାଜ୍ୟ କ୍ୟାବିନେଟ ବୈଠକରେ ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିପାରେ । ତେବେ ଅପରାହ୍ନ ସାଢେ ୫ଟା ରେ ଏହି ବୈଠକ ବସିବାକୁ ଯାଉଛି ।…
Read More...

ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପରାମର୍ଶ ଦାତାଙ୍କ ବେଗୁନିଆପଡା ବ୍ଲକ ଗସ୍ତ

ଗଞ୍ଜାମ:ମାନ୍ୟବର ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପରାମର୍ଶ ଦାତା  ଶ୍ରୀ ଉପେନ୍ଦ୍ର କୁମାର ମିଶ୍ର ବେଗୁନିଆପଡା ବ୍ଲକର କେତେକ ଶିକ୍ଷା କେନ୍ଦ୍ର ଗସ୍ତ କରିଛନ୍ତି । ତାଙ୍କ ସହ , ଗଞ୍ଜାମ ଶିକ୍ଷା ଅଧିକାରୀ ବନ୍ଦିତା ସେନାପତି, ବେଗୁନିଆପଡା ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ର ପ୍ରମୁଖ…
Read More...