Browsing Tag

Chinmayee Swain

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ

ଭୁବନେଶ୍ୱର (ହର ପ୍ରସାଦ ବିଷୋଇ) :- ପାଳିତ ହୋଇଛି ରାଜ୍ୟସ୍ତରୀୟ ପାକୃତିକ ବିପର୍ଯୟ ପ୍ରସ୍ତୁତି ଓ ଜାତୀୟ ସ୍ତରୀୟ ପାକୃତିକ ବିପର୍ଯ୍ୟୟ ହ୍ରାସ ଦିବସ ଚଳିତ ବର୍ଷ ର ବିଷୟ ବସ୍ତୁ ରହିଛି ବିପର୍ଯ୍ୟୟ ଜନିତ ସାମ୍ଭାବ୍ୟ କ୍ଷୟକ୍ଷତି ର ସ୍ଥିତି ସ୍ଥାପକତା ରେ ଗୋଷ୍ଟିର ଭୂମିକା । ରାଜ୍ୟସ୍ତରୀୟ…
Read More...

ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିରୋଧୀ ଦଳ ଭାବେ ସେମାନେ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି:ସରକାରୀ ଦଳ ମୁଖ୍ୟ…

ଭୁବନେଶ୍ୱର:(ହରପ୍ରସାଦ ବିଷୋଇ):- ବିଜେପିର ପ୍ରତିବାଦ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ପ୍ରତିକ୍ରିୟା।  ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିରୋଧୀ ଦଳ ଭାବେ ସେମାନେ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ଘଟଣା ଉପରେ ସରକାର ଓ ପୋଲିସ ଯେତେ କାର୍ଯ୍ୟକ୍ରମ ନେଇଛନ୍ତି ତାକୁ…
Read More...

ଆରମ୍ଭ ହୋଇଛି OCA  ନିର୍ବାଚନ ପାଇଁ ପାର୍ଥୀପତ୍ର ନାମାଙ୍କନ ଦାଖଲ ପ୍ରକ୍ରିୟା

ଭୁବନେଶ୍ୱର( ହରପ୍ରସାଦ ବିଷୋଇ):-ଆରମ୍ଭ ହୋଇଛି OCA ନିର୍ବାଚନ ପାଇଁ ପାର୍ଥୀପତ୍ର ନାମାଙ୍କନ ଦାଖଲ ପ୍ରକ୍ରିୟା । ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ପ୍ରଣବ ପ୍ରକାଶ ଦାସ । ସେହିପରି ପ୍ରାର୍ଥୀପତ୍ର ଦାଖଲ କଲେ ସଞ୍ଜୟ ବେହେରାଙ୍କ ପ୍ୟାନେଲର ୬ ସଦସ୍ୟ । ନିଜ ସମର୍ଥକଙ୍କ ସହ…
Read More...

୧୪ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୯ଟି ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର(ହରପ୍ରସାଦ ବିଷୋଇ):-ଆଜି ସନ୍ଧ୍ୟା ୫.୩୦ରେ ୯ଟି ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୧୪ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୯ଟି ପ୍ରକଳ୍ପର ଆଜି ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏଥିସହ ମୁଖ୍ୟମନ୍ତ୍ରୀ…
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କେନ୍ଦ୍ରାପଡାର ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉଦ୍‌ଘାଟିତ

ଭୁବନେଶ୍ୱର(ହର ପ୍ରସାଦ ବିଷୋଇ):-ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡା ଜିଲ୍ଲାର ନୂଆ ମୁଖ୍ୟ ଚିକିତ୍ସାଳୟ କମ୍ପ୍ଲେକ୍‌ସର ଉଦ୍‌ଘାଟନ କରିଛନ୍ତି। ଏହି ନୂତନ ଚିକିତ୍ସାଳୟ କମ୍ପ୍ଲେକ୍‌ସରେ ୨୦୦ଟି ଶଯ୍ୟା ଥିବାବେଳେ ଅତ୍ୟାଧୁନିକ OPD Unit, Casuality ଓ Trauma Care, 5…
Read More...

ନାଳ ନିକଟ ବ୍ୟାଗ ଭିତରୁ ଶିଶୁପୁତ୍ର ଉଦ୍ଧାର

ହରିଚନ୍ଦନପୁର (ପରେଶ କୁମାର ସେଠୀ):-ହଜିଗଲା ମାନବିକତା । ମରିଗଲା ମଣିଷ ପାଣିଆ । ପୁଣି ଆଲୋଡ଼ା ହେଲା ନବଜାତ ଶିଶୁ । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ତେନ୍ତଳାପଶି ଗ୍ରାମ ପଞ୍ଚାୟତ ଗୋପିନାଥପୁର ଗାଁ ନିକଟ ଅଶୋକ ଝରଣ ନାଳରୁ…
Read More...

ସରପଞ୍ଚ ପ୍ରାର୍ଥୀଙ୍କ ପ୍ରତିଶୃତି , ଜିତିଲେ ଗାଁରେ କରିବି ୩ ବିମାନ ବନ୍ଦର, ଟ୍ୱିଟ୍ କରି ଏମିତି କହିଲେ ଅରୁଣ ବୋଥ୍ରା

ଭୁବନେଶ୍ୱର( ହରପ୍ରସାଦ ବିଷୋଇ);-ନିର୍ବାଚନ ଆସିଲେ ପ୍ରତିଶୃତି ମିଳେ । ନେତାମାନେ ଘୋଡା ହାତୀ ସହ ଜହ୍ନ ରାଇଜରେ ବୁଲାଇ ଆଣିବାର ସ୍ୱପ୍ନ ଦେଖାଇ ଜନତାଙ୍କୁ ମସଗୁଲ କରାଇ ଦିଅନ୍ତି । ଏଭଳି କିଛି ସ୍ଥାନରେ ଏହି ପ୍ରତିଶୃତି ହିଁ ନେତାଙ୍କୁ ନିର୍ବାଚନ ଜିତାଇ ଦେଇଥାଏ । ହେଲେ ବେଳେ ବେଳେ ନେତା…
Read More...

ମନ୍ଦାକିନୀଙ୍କୁ ଶିଶୁ ସୁରକ୍ଷା ଦାୟିତ୍ୱ

ଭୁବନେଶ୍ୱର (ହରପ୍ରସାଦ ବିଶୋଇ) ;-ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧକ୍ଷ ହେଲେ ମନ୍ଦାକିନୀ କର। ଏନେଇ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହେଲା ସୂଚନା । ଏହା ପୂର୍ବରୁ ଏହି ପଦବୀରେ ସାନ୍ଧ୍ୟବତୀ ପ୍ରଧାନ ଦାୟିତ୍ ରେ ରହିଥିବା ବେଳେ ବର୍ତ୍ତମାନ ମନ୍ଦାକିନୀ କରଙ୍କୁ…
Read More...

ହବିଷ୍ୟାଳୀ କାର୍ଯ୍ୟରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ:ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା

ଗୋପ(ଜୟନ୍ତ କୁମାର ସେଠୀ):-ହବିଷ୍ୟାଳୀ କାର୍ଯ୍ୟରେ ଅବହେଳା କୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସତର୍କ କରାଇ ଦେଇଛନ୍ତି। ପୁରୀ ସର୍କିଟ ହାଉସ ଠାରେ ହବିଷ୍ୟାଳୀ ବ୍ରତ ପାଇଁ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ଓ ନୋଡାଲ ଅଧିକାରୀ ମାନଙ୍କର ଏକ ସମୀକ୍ଷା ବୈଠକ…
Read More...

ଚାନ୍ଦବାଲି ଧାମରା ଅବଦୁଲ କଲାମ ଦ୍ୱୀପନିକଟରେ ଜଳିଗଲା ବୋଟ୍ 

ଭଦ୍ରକ (ସଞ୍ଜୟ ବାରିକ):-ଚାନ୍ଦବାଲି ଧାମରା ଅବଦୁଲ କଲାମ ଦ୍ୱୀପନିକଟରେ ଜଳିଗଲା ବୋଟ୍  l  ନିକଟରେ ମାଛ ଧରୁଥିବା ବେଳେ ଫିସିଙ୍ଗ ବୋଟରେ ଅଗ୍ନିକାଣ୍ଡ ଘଟି ବୁଡିଗଲା ଟ୍ରଲର, ମେରାଇନ ପୋଲିସ ଦ୍ୱରା 10ଧିବାର ଉଦ୍ଧାର l ଧାମରା ସମୁଦ୍ର ମଧ୍ୟରେ ହୁଇଲର ଦୀପ ନିକଟରେ ଏକ ଫିସିଙ୍ଗ ଟ୍ରଲରରେ…
Read More...