୭୫ ବର୍ଷ ବୟସରେ ମାଗଣାରେ ବାସନ୍ତୀ ପଢାଉଛନ୍ତି ପାଠ
ଜଳେଶ୍ୱର/ ଅଜିତ ସାହୁ : ବସ୍ତା ଅଞ୍ଚଳରେ ଆଉଜଣେ ନନ୍ଦ ସାର । ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । ୭୫ ବର୍ଷ ବୟସରେ ବି ପିଲାଙ୍କୁ ଦେଉଛନ୍ତି ଶିକ୍ଷାଦାନ । ଯେଉଁଥି ପାଇଁ ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳେ ବାସନ୍ତି ଜେଠେଇ ମାଆଙ୍କ କଥା। ବାଲେଶ୍ବର ଜିଲ୍ଲା…
Read More...
Read More...