ଅଭିମାନ କରି ଆପତି କରିଲେ, ଭୁବନେଶ୍ୱର ପ୍ରତିଷ୍ଠା ଦିବସରେ ଭୁବନେଶ୍ୱର ସାଂସଦଙ୍କୁ ନିମନ୍ତ୍ରଣ କାହିଁକି କରାଯାଇ ନାହିଁ
ଭୁବନେଶ୍ୱର:ଆସନ୍ତା କାଲି ରାଜ୍ୟ ସରକାର ଏବଂ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଆୟୋଜିତ ୭୫ତମ ରାଜଧାନୀ , ହେଲେ ପ୍ରତିଷ୍ଠା ଦିବସ ନିମନ୍ତ୍ରଣ ପତ୍ରରେ ରାଜଧାନୀ ସାଂସଦ ଅପରାଜିତା ଷଡ଼ଙ୍ଗୀ ମହୋଦୟାଙ୍କ ନାମ ନରହିବା ଠିକ କି? ଏହା ସଂସଦୀୟ କ୍ଷେତ୍ରର ଜନ ସାଧାରଣଙ୍କ ସମ୍ମାନ ଏବଂ…
Read More...
Read More...