ଭାରତୀୟ ଖେଳାଳିଙ୍କୁ ଚୀନ ଦେଲାନି ଅନୁମତି, ଅନୁରାଗ ଠାକୁର ବାତିଲ କରିଲେ ଗସ୍ତ
ନୂଆଦିଲ୍ଲୀ : ଚୀନିର ପୁଣି ଦାଦାଗିରି ଆରମ୍ଭ କରିଦେଇଛି । ଏସିଆନ ଗେମ୍ସରେ ଭାରତୀୟ ଖେଳାଳିଙ୍କୁ ଚୀନ ପ୍ରବେଶ କରିବାକୁ ଅନୁମତି ଦେଇନାହିଁ । ଚୀନରେ ହେବାକୁ ଯାଉଥିବା ଏସିଆନ ଗେମ୍ସରେ ସାମିଲ ହେବାକୁ ଯାଉଥିବା ଅରୁଣାଚଳ ପ୍ରଦେଶରର ଭାରତୀୟ ଖେଳାଳୀଙ୍କୁ ଚୀନ ପ୍ରବେଶ ଅନୁମତି ଦେଇନାହିଁ ।…
Read More...
Read More...