ଚୀନ୍କୁ ପରାସ୍ତ କରି ଜୁନିଅର ଏସିଆ କପ୍ରେ ହ୍ୟାଟ୍ରିକ୍ ବିଜୟ ହାସଲ କଲା ଭାରତୀୟ ମହିଳା ଦଳ
ରବିବାର ଦିନ ଅନୁଷ୍ଠିତ ଫାଇନାଲ୍ ମ୍ୟାଚରେ ଆୟୋଜକ ଚୀନ୍କୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ମହିଳା ଦଳ ସଫଳତାର ସହ ନିଜର ଜୁନିୟର ଏସିଆ କପ୍ ଟାଇଟଲ୍ ବଜାୟ ରଖିଛି। ସାନିକା ଚନ୍ଦ୍ରକାନ୍ତ ମାନେଙ୍କ ୧୭ତମ ମିନିଟର ଗୋଲ୍ ଭାରତକୁ ଏହି ଟାଇଟଲ୍ ବଜାୟ ରଖିବାରେ ଏବଂ FIH ଜୁନିୟର ବିଶ୍ୱକପ୍ରେ…
Read More...
Read More...