ଫେଲ୍ ହେବ ଆନ୍ଧ୍ର ରାଜନୀତି: କୋଟିଆରେ ମୁଖ୍ୟ ଶାସନ ସଚିବଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ
କୋରାପୁଟ: ଆଜି ମାଲକାନଗିରି ଓ ଜୟପୁର ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ। କୋଟିଆରେ ବିଭିନ୍ନ ଉନ୍ନୟନମୂଳକ କାମ ତଦାରଖ କରିବେ ମୁଖ୍ୟ ଶାସନ ସଚିବ । ୩ ଦିନିଆ ଅବିଭକ୍ତ କୋରାପୁଟ ଗସ୍ତର ଆଜି ଶେଷ ଦିନ । କୋଟିଆ ସହିତ ଦେଓମାଳି ଓ କୋରାପୁଟ ମେଡିକାଲ କଲେଜ ପରିଦର୍ଶନ କରିବେ ମୁଖ୍ୟ ଶାସନ ସଚିବ…
Read More...
Read More...