କେନ୍ଦ୍ରାପଡାରେ ନିପ୍ପନ୍ ଷ୍ଟିଲ୍ କାରଖାନା ହେବା ନେଇ ହୋର୍ଡିଂ ଲଗାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସମର୍ଥକ
କେନ୍ଦ୍ରାପଡା : କେନ୍ଦ୍ରାପଡାରେ ହେବ ନିପ୍ପନ୍ ଷ୍ଟିଲ୍ କାରଖାନା । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇ ମହାକାଳପଡାରେ ମରା ଯାଇଛି ବଡ ବଡ ହୋର୍ଡିଂ । ରାସ୍ତା କଡରେ ବଡ ବଡ ହୋର୍ଡିଂ ଲଗାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମର୍ଥକ । ତେବେ ହୋର୍ଡିଂରେ ବିଜୁ ପଟ୍ଟନାୟକ ଓ…
Read More...
Read More...