ସିଦ୍ଧୁ କାହିଁକି ଦେଲେ ଏପରି ବୟାନ, ‘ମୋ ପାଇଁ ଗାତ ଖୋଳିଥିଲେ, ନିଜେ ସେହି ଗାତରେ ପଡ଼ିଲେ’
ପଞ୍ଜାବ: ପଞ୍ଜାବରେ କଂଗ୍ରେସର ଗଡ଼ ଧ୍ୱସ୍ତ ହେବା ପରେ ନିର୍ବାଚନ ଫଳାଫଳକୁ ନେଇ ବଡ ବୟାନ ରଖିଛନ୍ତି କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ । ପଞ୍ଜାବରେ କଂଗ୍ରେସର ବଡ଼ ହାର ବାବଦରେ ମୁହଁ ଖୋଲିବା ସହ ସିଦ୍ଧୁ ଯାହା କହିଛନ୍ତି ତାହା ପଞ୍ଜାବ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।
'…
Read More...
Read More...